Yearly Archives

2022

ପାଟଣାଗଡ଼ ବ୍ଳକରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନ ଶୁଣାଣି ଶିବିର

ପାଟଣାଗଡ଼ : ପାଟଣାଗଡ଼ ବ୍ଳକ କାର୍ଯ୍ୟାଳୟ ଠାରେ ବଲାଙ୍ଗିର ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଗ୍ମ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ସୋମବାର ଦିନ ଅନୁଷ୍ଠିତ ଯୁଗ୍ମ ଜନ ଶିବିର ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରଣା ଏବଂ ଏସପି ନିତିନ କୁଶଳକର, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ
Read More...

କଲାଡି ଗ୍ରାମରୁ ୧୨ ଫୁଟର ଅଜଗର ସାପ ଉଦ୍ଧାର

ଫୁଲବାଣୀ : ଫୁଲବାଣୀ ସହରଠୁ ପ୍ରାୟ ୫ କିଲୋମିଟର ଦୂର କଲାଡି ଗ୍ରାମ ଅମିତ କହଁରଙ୍କ ବଗିଚାରେ ଏକ ୧୨ଫୁଟର ଅଜଗର ସାପ ପଶି ଆସିଥିବା ନେଇ କଲାଡି ଗ୍ରାମର ସଂଜୀବ କହଁର ଟିମ୍‌ ହ୍ୟୁମାନିଟି କନ୍ଧମାଳ ସ୍ନେକ ହେଲ୍ପଲାଇନ ସଦସ୍ୟଙ୍କୁ ଯୋଗାଯୋଗ କରିଥିଲେ । ସମୟ ନଷ୍ଟ ନ କରି ତୁରନ୍ତ ଟିମର ଆବାହକ
Read More...

ଆରମ୍ଭ ହେଲା ପୋଖରୀ ସଫେଇ ଓ ପୁନରୁଦ୍ଧାର କାର୍ଯ୍ୟ

ଫୁଲବାଣୀ : ଫୁଲବାଣୀ ପୌରାଧ୍ୟକ୍ଷା ଶ୍ରୀମତୀ ସ୍ମିତା ମହାନ୍ତିଙ୍କ ନିର୍ଦ୍ଦେଶରେ ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ବଳଦେବ ବେହେରାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଫୁଲବାଣୀ ସହରର ବଜାରର ନିକଟରେ ଥିବା ପୁରାତନ ପୋଖରୀ ଗୁଡିକର ଦୀର୍ଘ ଦିନ ହେଲା ଅଳିଆ ଆବର୍ଜନା ଓ ଦଳ ଆଦି ଭର୍ତ୍ତି ହୋଇ ପଡି
Read More...

ଚାଷ ଜମି ପାଣିରେ ବୁଡ଼ି ଦୁଇ ଶିଶୁଙ୍କ ମୃତ୍ୟୁ

ବାଲିଗୁଡ଼ା: ଚାଷ ଜମି ପାଣିରେ ବୁଡ଼ି ଦୁଇ ଶିଶୁଙ୍କ ମୃତ୍ୟୁ । କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ଅନ୍ତର୍ଗତ ସୁଡ୍ରା ଗ୍ରାମ ପଞ୍ଚାୟତର ଜାର୍ଗୀ ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ସୂଚନା ପ୍ରକାରେ ଜାର୍ଗୀ ଗ୍ରାମର ଦୁଇ ପରିବାରର ଲୋକେ ଗତକାଲି ସନ୍ଧ୍ୟା ସମୟରେ ବିଲ ଦେଖିବାକୁ ଯାଇଥିବା
Read More...

ପାରା ସଂପ୍ରସାରଣ କର୍ମଚାରୀ ମାନଙ୍କର ସଚେତନତା ଓ ଦକ୍ଷତା ବୃଦ୍ଧି ତାଲିମ ଶିବିର

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ଆର ଉଦୟଗିରି କୃଷି ଜିଲ୍ଲା ଅଧିକାରୀଙ୍କ କାର୍ଯ୍ୟାଳୟ ପ୍ରାଙ୍ଗଣରେ ପାରା ସଂପ୍ରସାରଣ କର୍ମଚାରୀ ମାନଙ୍କର ସଚେତନତା ଓ ଦକ୍ଷତା ବୃଦ୍ଧି ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୋହନା ବ୍ଳକ,ଆର ଉଦୟଗିରି ବ୍ଳକ, ନୂଆଗଡ଼ ବ୍ଳକର ସମସ୍ତ
Read More...

ଜାତୀୟ ବରିଷ୍ଠ ନାଗରିକ ଦିବସ ଉପଲକ୍ଷେ ଗଜପତି ପୋଲିସ ପକ୍ଷରୁ ସ୍ୱାସ୍ଥ୍ୟ ଶିବିର ଓ ପରିଚୟ ପତ୍ର ବଣ୍ଟନ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିର ଆଦର୍ଶ ଥାନା ପରିସରରେ ଏକ ସ୍ୱାସ୍ଥ୍ୟ ଶିବିର ଓ ବରିଷ୍ଠ ନାଗରିକମାନଙ୍କୁ ପରିଚୟ ପତ୍ର ବଣ୍ଟନ ଗଜପତି ଜିଲ୍ଲା ପୋଲିସ ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଆରକ୍ଷୀ ଅଧିକ୍ଷକ ଜୟରାମ ଶତପଥୀ ଉପସ୍ଥିତ ରହି ବରିଷ୍ଠ
Read More...

ନୁଆଁଖାଇ ଭେଟ ଘାଟ ପାଇଁ ପ୍ରସ୍ତୁତି ବୈଠକ

ସୁବର୍ଣ୍ଣପୁର : ଗତକାଲି ରବିବାର ସନ୍ଧ୍ୟା ସାତ ଘଣ୍ଟା ସମୟରେ ଅଭିମନ୍ୟୁ କୁଶଳଙ୍କ ଅଧ୍ୟକ୍ଷତାରେ ନୂଆଁଖାଇ ଭେଟଘାଟ କମିଟିର ସମସ୍ତ ସଭ୍ୟଙ୍କ ଉପସ୍ଥିତିରେ ପାହୁର ଯାତ୍ରା ଓ ସଂଧ୍ୟାରେ ସାଂସ୍କୃତିକ ଉତ୍ସବ ପାଳନ ପାଇଁ ଏକ ପ୍ରସ୍ତୁତି ବୈଠକ ସ୍ଥାନୀୟ ପ୍ରଭାସଲଜଠାରେ ଅନୁଷ୍ଠିତ ହୋଇଯାଇଛି ।
Read More...

ରାଜ୍ୟସ୍ତରୀୟ ସନ୍ତରଣ ଚମ୍ପିୟନସିପରେ ଭାଗନେବ ସୋନପୁର ଟିମ୍‌

ସୁବର୍ଣ୍ଣପୁର :୬୨ତମ ରାଜ୍ୟସ୍ତରୀୟ ବରିଷ୍ଠ ସନ୍ତରଣ ଚମ୍ପିୟନସିପରେ ଚଳିତ ବର୍ଷ ସୁବର୍ଣ୍ଣପୁର ଟିମ୍‌ ଭାଗନେବାକୁ ଯାଉଛି । ଆଗାମୀ ୨୩ ଓ ୨୪ ଅଗଷ୍ଟରେ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ ସ୍ଥିତ ବିଜୁ ପଟ୍ଟନାୟକ ସନ୍ତରଣାଗାରରେ ଅନୁଷ୍ଠିତ ହେବାକୁ ଥିବା ଏହି ସନ୍ତରଣ ଚମ୍ପିୟନସିପରେ ଭାଗନେବା
Read More...

ଗଞ୍ଜାମ ଜୋନ ଯୁବ ବିଜେଡି ସଭାପତି ନଚିକେତା ସ୍ୱାଇଁଙ୍କୁ ଭବ୍ୟ ସମ୍ବର୍ଦ୍ଧନା

ଗଞ୍ଜାମ : ଗଂଜାମ ଜୋନ ଯୁବ ବିଜେଡ଼ି ସଭାପତି ଭାବ ପୁନର୍ବାର ନଚିକେତ ସ୍ୱାଇଁଙ୍କୁ ଦାୟିତ୍ୱ ମିଳିଥିବାରୁ ଆସିକା ବିଜୁ ଜନତା ଦଳ ଓ ଯୁବ ଜନତା ଦଳ ପକ୍ଷରୁ ତାଙ୍କୁ ଭବ୍ୟ ସମ୍ବର୍ଦ୍ଧନା କରାଯଇଛି । ଆସିକା ନିର୍ବାଚନ ମଣ୍ଡଳୀର ପଥରାଠାରୁ ବିଶାଳ ବାଇକ ରାଲିରେ ବାହାରି ଆସିକା ବିଜୁ ପଟ୍ଟନାୟକ
Read More...

ପଣ୍ଡିତ ଗୋପୀନାଥ ନନ୍ଦଙ୍କ ୧୫୪ ତମ ଜୟନ୍ତୀ ମହୋତ୍ସବ

ପାରଳାଖେମୁଣ୍ଡି: ସ୍ଥାନୀୟ ଉତ୍କଳହିତୈଷିଣୀ ସମାଜ ସଭାଗୃହରେ ଓଡ଼ିଶା ସାହିତ୍ୟ ଏକାଡେମୀ ଆନୁକୁଲ୍ୟରେ ପଣ୍ଡିତ ଗୋପୀନାଥ ନନ୍ଦ ଶର୍ମାଙ୍କ ୧୫୪ତମ ଜୟନ୍ତୀ ପାଳନ ହୋଇସାରିଛି । ଏକାଡେମୀର ଜିଲ୍ଲା ସଦସ୍ୟ ବିଚିତ୍ରାନନ୍ଦ ବେବର୍ତ୍ତା ସଭା ମୁଖ୍ୟ ଭାବେ ଯୋଗଦେଇଥିଲେ । ବ୍ରହ୍ମପୁର
Read More...