Yearly Archives

2022

ହାଇକୋର୍ଟ ବେଞ୍ଚ ଆନ୍ଦୋଳନ, ଏପର୍ଯ୍ୟନ୍ତ ଗିରଫ ହେଲେଣି ୩୨ ଜଣ

ସମ୍ବଲପୁର: ସମ୍ବଲପୁରରେ ଓଡ଼ିଶା ହାଇକୋର୍ଟର ଏକ ସ୍ଥାୟୀ ବେଞ୍ଚ ସ୍ଥାପନ ଦାବିକୁ ନେଇ ଗତ ସୋମବାର ଦିନ ସତ୍ୟାଗ୍ରହ ଆନ୍ଦୋଳନ ଉଗ୍ର ଓ ହିଂସ୍ର ରୂପ ଧାରଣ କରିବା ପରଠାରୁ ପୁଲିସ କଡ଼ା ଆଭିମୁଖ୍ୟ ଗ୍ରହଣ କରିବାକୁ ବାଧ୍ୟ ହୋଇଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା ଯେ ସେଦିନ ପୁଲିସ
Read More...

ଗଜପତି ଜିଲ୍ଲାର ଶିଶୁ କଲ୍ୟାଣ ସମିତିରେ ଜିଲ୍ଲା ପ୍ରାର୍ଥୀଙ୍କୁ ମିଳିଲାନି ନିଯୁକ୍ତି, ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ…

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲାର ଶିଶୁ କଲ୍ୟାଣ ସମିତିର ସଭ୍ୟ, ସଭ୍ୟା ଓ ଅଧ୍ୟକ୍ଷ ପଦ ପାଇଁ ଆଶାୟୀ ଥିବା ପ୍ରାର୍ଥୀମାନଙ୍କ ସମେତ ବରିଷ୍ଠ ନାଗରିକମାନେ ଜିଲ୍ଲା ପ୍ରଶାସନର ଦ୍ୱାରସ୍ତ ହୋଇଛନ୍ତି । ଗତ ୮ ତାରିଖ ଦିନ ଏକ ବିଜ୍ଞପ୍ତି ପ୍ରକାଶ ପାଇବା ପରେ କେବଳ ଗଜପତି ଜିଲ୍ଲାକୁ ଛାଡି ଦେଲେ
Read More...

ନିଶା ମୁକ୍ତି ସଚେତନତା ଅଭିଯାନ ଶୁଭାରମ୍ଭ

ବୌଦ୍ଧ,୧୫/୧୨– ଜିଲ୍ଲା ପ୍ରଶାସନ ଓ ଅବକାରୀ ବିଭାଗ ତରଫରୁ ଏକ ନିଶା ମୁକ୍ତି ସଚେତନତା ରଥର ଶୁଭାରମ୍ଭ କରାଯାଇଛି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ଏହି ସଚେତନତା ରଥକୁ ସବୁଜ ପତାକା ଦେଖାଇ ଅତିରିକ୍ତ ଜିଲ୍ଲାପାଳ ବବିତା ରାଣୀ ଦଳବେହେରା ଶୁଭାରମ୍ଭ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ
Read More...

ଜିଲ୍ଲାସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀ ଉଦଘାଟିତ, ୪୨ଟି ପ୍ରକଳ୍ପ ପ୍ରଦର୍ଶିତ

ବୌଦ୍ଧ,୧୫/୧୨– ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ବୌଦ୍ଧରେ ଆଜି ଦୁଇଦିନିଆ ବିଜ୍ଞାନ ପ୍ରଦର୍ଶନୀ ଉଦଘାଟିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି ଭାବେ ଜିଲ୍ଲାପାଳ ଶ୍ରୀଯୁକ୍ତ ସତ୍ୟରଞ୍ଜନ ସାହୁ ଯୋଗଦେଇ ବିଜ୍ଞାନ ପ୍ରଦର୍ଶନୀକୁ ଉଦଘାଟନ କରି କହିଥିଲେ ଯେ ସମସ୍ତ ପିଲାଙ୍କ ଭିତରେ ବୈ
Read More...

ଡାହାଣି ସନ୍ଦେହରେ ତଣ୍ଟି କାଟି ହତ୍ୟା

ଚୌଦ୍ଵାର: ମହିଳାଙ୍କ ତଣ୍ଟିକୁ ଧାରୁଆ ଅସ୍ତ୍ରରେ କାଟି ହତ୍ୟା। ଏପରି ଅମାନବୀୟ ଘଟଣା କଟକ ଜିଲ୍ଲା ଟାଙ୍ଗୀ ଥାନା ଗରୁଡ଼ଗାଁ ପଞ୍ଚାୟତ ଚନ୍ଦନପୁର ଗାଁରେ ଘଟିଛି। ମୃତା ମହିଳାଜଣକ ହେଲେ ମୀନା ଚାତର । ଚନ୍ଦନପୁର ଗାଁର ବାଗୁନ ପୂର୍ତ୍ତି ନାମକ ବ୍ୟକ୍ତିଙ୍କ ପିଲା ଓ ସ୍ତ୍ରୀର ଦେହ ଅନେକ
Read More...

ଯିଏ ପିଇବ, ସେ ମରିବ: ନୀତୀଶ, ବିହାରରେ ୩୯ ଲୋକଙ୍କ ଜୀବନ ନେଲାଣି ନକଲି ମଦ

ପାଟନା : ବିହାରର ଛପରାରେ ନକଲି ମଦ ପିଇ ୩୯ ଲୋକଙ୍କ ଜୀବନ ଯାଇଛି । ଆଉ କେତେକ ଲୋକଙ୍କ ଚିକିତ୍ସିତ ଅବସ୍ଥାରେ ଅଛନ୍ତି । ଏ ନେଇ ରାଜ୍ୟର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ବୟାନ ସାମ୍ନାକୁ ଆସିଛି । ସେ କହିଛନ୍ତି ଯେ, ଯଦି ଯିଏ ମଦ ପିଇବ, ସେ ନିଶ୍ଚୟ ମରିବ । ଆମ ରାଜ୍ୟରେ ମଦ ବନ୍ଦ କରିଛୁ
Read More...

ତୁରନ୍ତ ଧାନ ମଣ୍ଡି ଖୋଲିବା ଦାବୀରେ ଗଜପତି ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଗଜପତି ଜିଲ୍ଲାର ବିଭିନ୍ନ ସମବାୟ ସମିତିର ସଭାପତିମାନେ ଉପସ୍ଥିତ ରହି ତୁରନ୍ତ ଧାନ ମଣ୍ଡି ଖୋଲିବା ସକାଶେ ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଯୋଗାଣ ଅଧିକାରୀ ପ୍ରଫୁଲ୍ଲ କୁମାର ବେହେରାଙ୍କୁ
Read More...

ମା’ ସୁଲୁକୁଟୀଙ୍କ ପୀଠରେ ମହାଯଜ୍ଞ

ଦଶପଲ୍ଲା : ଦଶପଲ୍ଲା ଦୁର୍ଗା ବଜାର କଲୋନୀ ପରିସରରେ ଥିବା ଆରାଧ୍ୟ ଦେବୀ ମା ସୁଲୁକୁଟୀଙ୍କ ପୀଠରେ ବାର୍ଷିକ ବିଶ୍ୱ ଶାନ୍ତି ଦେବୀ ମହାଯଜ୍ଞ ମଂଗଳବାରଠାରୁ ଆରମ୍ଭ ହୋଇଛି । ପ୍ରଥମ ଦିବସରେ ଅଙ୍କୁରାରୋପଣ ଅଧିବାସ ହେବାପରେ ବୁଧବାର ଜଳ ଯାତ୍ରା ଅନୁଷ୍ଠିତ ହୋଇଥିଲା । ଶତାଧିକ ମହିଳା ଏବଂ
Read More...

ଏସ୍‌ଆଇଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ଭୁବନେଶ୍ୱର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତମାଣ୍ଡୋ ଥାନା ଏସ୍ଆଇ ଅଭିମନ୍ୟୁ ଚୌଧୁରୀଙ୍କ ଘରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ଅଭିମନ୍ୟୁ ଭୁବନେଶ୍ୱରରେ ଥିବା ଘର ଓ ନୟାଗଡ଼ର ଥିବା ପୈତୃକ ଘରେ ଭିଜିଲାନ୍ସ ଟିମ୍ ଚଢ଼ଉ କରିଛି। ଭୁବନେଶ୍ୱର ସ୍ଥିତ ପାଇକନଗରରେ ଥିବା ୪
Read More...

ଖପ୍ରାଖୋଲରେ ରବିଚାଷ ପ୍ରସ୍ତୁତି ସମ୍ପର୍କିତ ତାଲିମ ଶିବିର : ପାଞ୍ଚଶହ ହେକ୍ଟର ଜମିରେ ହେବ ମୁଗ ଚାଷ

ଖପ୍ରାଖୋଲ : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ୍‌ କୃଷିକାର୍ଯ୍ୟାଳୟ ତାଲିମ ଗୃହ ଠାରେ ଏଫ୍‌ଇଏସ ଭୁବନେଶ୍ୱର ଓ କୃଷି ବିଭାଗ ର ମିଳିତ ଆନୁକୁଲ୍ୟରେ ରବି ଚାଷ ପ୍ରସ୍ତୁତି ସମ୍ପର୍କିତ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ତାଲିମ ଶିବିରରେ ଏଫ୍‌ଇଏସ ମାଷ୍ଟର ଟ୍ରେନର ଅଭୟ ତ୍ରିପାଠୀ
Read More...