ମାଟି ଅତଡା ଖସି ନଦୀ ବନ୍ଧ ଦବିଲା
ପୁରୀ : ପୁରୀ ନିମାପଡାରେ ଭାର୍ଗବୀ ନଦୀ ବନ୍ଧରୁ ମାଟି ଅତଡା ଖସି ବନ୍ଧ ଦବି ଯାଇଛି । ନିମାପଡାର ଦକ୍ଷିଣ ରାଢ଼ସ ନିକଟରେ ଗତକାଲି ରାତିରେ ଏହି ଘଟଣା ଘଟିଛି । ଫଳରେ ଏହାକୁ ନେଇ ଆତଙ୍କ ଖେଳିଯାଇଛି ଲୋକଙ୍କ ମଧ୍ୟରେ । ସ୍ଥାନୀୟ ଲୋକମାନେ ବାଲିବସ୍ତା, ପଲିଥିନ ଦେଇ ବନ୍ଧକୁ ମରାମତି କରିଛନ୍ତି!-->…
Read More...
Read More...