Yearly Archives

2022

ବାଲିଗୁଡ଼ାରେ ସିଆରପିଏଫ୍‌ ୧୨୭ ବାଟାଲିୟନ ପକ୍ଷରୁ ହର୍‌ ଘର୍‌ ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ

ବାଲିଗୁଡ଼ା: ସ୍ୱାଧିନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଭାରତ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଦେଶ ପାଳୁଛି “ଆଜାଦୀ କା ଅମୃତ୍‌ ମହୋତ୍ସବ” । ଏହି ଅବସରରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ାଠାରେ ଅବସ୍ଥିତ ସିଆରପିଏଫ୍‌ ୧୨୭ ବାଟାଲିୟନ ପକ୍ଷରୁ ହର୍‌ ଘର୍‌ ତୀରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ
Read More...

ଲଗାଣ ବର୍ଷାରେ ଧୋଇଗଲା ରାସ୍ତା, ଚାରିଗୋଟି ପଞ୍ଚାୟତ ବାହ୍ୟ ଜଗତରୁ ବିଚ୍ଛିନ୍ନ

ଦଶପଲ୍ଲା : ସପ୍ତାହେ ଧରି ଲାଗିରହିଥିବା ଲଗାଣ ବର୍ଷାରେ ଦଶପଲ୍ଲାର ବିଭିନ୍ନ ସ୍ଥାନରେ ବ୍ୟାପକ କ୍ଷତି ଘଟିଥିବା ବେଳେ ଏବେ ଦଶପଲ୍ଲା ବ୍ଲକ୍‌ର ଫାଲପାଜୁ ଓ ଦୁଡ଼ା ମୁଖ୍ୟରାସ୍ତା ଧୋଇ ହୋଇ ଯାଇଥିବାରୁ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ଦର୍ଦ୍ଦଶା ବୃଦ୍ଧି ପାଇଛି । ଗାଁକୁ ଭଲ ରାସ୍ତା ଖଣ୍ଡେ
Read More...

ବାଇକ ସହ କାର ଦୁର୍ଘଟଣା, ୨ ଗୁରୁତର

ଫୁଲବାଣୀ:-କନ୍ଧମାଳ ଜିଲ୍ଲା ଟିକାବାଲି ବ୍ଲକ ଅନ୍ତର୍ଗତ ସଙ୍କରାଖୋଲ ନିକଟସ୍ଥ ଡୁଙ୍ଗୁରିନାଳ ବୁଲାଣି ରାସ୍ତାଦେଇ ଏକ ବାଇକରେ(ଓଡି୧୨- ୮୪୪୬) ଦାଦା ଓ ପୁତୁରା ସଙ୍କରାଖୋଲ ଆସୁଥିଲେ, ଫୁଲବାଣୀ ପଟରୁ ଏକ ସୁଇଫ୍ଟ ଡିଜାର କାର କଳାହାଣ୍ଡି ଯାଉଥିବା ସମୟରେ ଧକ୍କା ଦେବା ଫଳରେ ଉଭୟେ ଛିଟିକି
Read More...

ନୂତନ ଅଧ୍ୟକ୍ଷ ଭାବେ ପ୍ରଭାତ ଶତପଥୀଙ୍କ ଦାୟିତ୍ୱ ଗ୍ରହଣ

ଜହ୍ନାପଙ୍କ : ବୌଦ୍ଧ ବ୍ଳକ ଅନ୍ତର୍ଗତ ଜହ୍ନାପଙ୍କ ସ୍ଥିତ ଗନ୍ଧରାଡି ମାଧ୍ୟମିକ ଉଚ୍ଚ ବିଦ୍ୟାଳୟର ଅଧ୍ୟକ୍ଷ ଭାବେ ଆଜି ପ୍ରଭାତ କୁମାର ଶତପଥୀ ଦାୟିତ୍ୱ ଗ୍ରହଣ କରିଛନ୍ତି । ପୂର୍ବତନ ଅଧ୍ୟକ୍ଷ ରମାକାନ୍ତ ପଣ୍ଡାଙ୍କଠାରୁ ସେ ଦାୟିତ୍ୱ ଗ୍ରହଣ କରିଛନ୍ତି । ସୂଚନାଯୋଗ୍ୟ ଯେ ଜୁନ ୩୦ ତାରିଖରେ
Read More...

୨ ବାଇକ ମୁହାଁମୁହିଁ ଧକ୍କା ; ୨ମୃତ,ଜଣେ ଗୁରୁତର

ବୌଦ୍ଧ: ବୌଦ୍ଧ-ବଲାଙ୍ଗୀର ଜାତୀୟ ରାଜପଥ ନଂ. ୫୭ର ଖୁଣ୍ଟବନ୍ଧ ଛକ ନିକଟରେ ଆଜି ଦିନ ପ୍ରାୟ ୨ଟା ସମୟରେ ଦୁଇଟି ବାଇକ ମୁହାଁମୁହିଁ ଧକ୍କା ହେବାରୁ ୨ ବାଇକ ଚାଳକ ମୃତ ହୋଇଥିବା ବେଳେ ଜଣେ ମହିଳା ଗୁରୁତର ଆହତ ହୋଇଛନ୍ତି । ସ୍ଥାନୀୟ ଲୋକ ଆମ୍ବୁଲାନ୍ସକୁ ଖବର ଦେବାରୁ ତିନି ଜଣଙ୍କୁ ବୌଦ୍ଧ
Read More...

ହଜ୍‌ କମିଟି ଗଠନ ସଂପର୍କରେ ତଥ୍ୟ ଦେବାକୁ ରାଜ୍ୟମାନଙ୍କୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ହଜ୍‌ କମିଟି ଗଠନ କାର୍ଯ୍ୟର ସ୍ଥିତି ନେଇ ଦୁଇ ସପ୍ତାହ ମଧ୍ୟରେ ଜଣାଇବା ପାଇଁ ସୁପ୍ରିମକୋର୍ଟ ଆଜି ରାଜ୍ୟମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଜଷ୍ଟିସ୍‌ ଏସ୍‌ ନାଜିର ଏବଂ ଜେ.କେ ମହେଶ୍ୱରୀଙ୍କ ଏକ ବେଞ୍ଚ ମଧ୍ୟ କମିଟି ସଦସ୍ୟଙ୍କ ନାମ ଉଲ୍ଲେଖ କରିବାକୁ ରାଜ୍ୟମାନଙ୍କୁ କହିଛନ୍ତି
Read More...

ସ୍ୱାଧୀନତା ଦିବସ ପୂର୍ବରୁ ଜବତ ହେଲା ୨ ହଜାର ଗୁଳି

ନୂଆଦିଲ୍ଲୀ: ଆସନ୍ତା ସ୍ୱାୀନତା ଦିବ ୧୫ ତାରିଖରେ ଆତଙ୍କବାଦୀମାନେ ରାଜଧାନୀ ଦିଲ୍ଲୀରେ ବଡ଼ ଧରଣର ହମଲା ଯୋଜନା କରୁଛନ୍ତି ବୋଲି ଗୁଇନ୍ଦା ସୂଚନା ମିଳିବା ପରେ ସୁରକ୍ଷା ତଥା ଯାଞ୍ଚ ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ସବୁ ସନ୍ଦୀଗ୍ଧ ସ୍ଥାନରେ ବ୍ୟାପକ ତଲାସୀ ଚାଲିଛି । ଏହି ତଲାସୀ ବେଳେ
Read More...

ଚର୍ଚ୍ଚାରେ ବିରାମ ଲଗାଇଲେ ନୀତିଶ :
ପ୍ରଧାନମନ୍ତ୍ରୀ ହେବାର ଅଭିଳାଷ ମୋର ନାହିଁ

ନୂଆଦିଲ୍ଲୀ: ବିହାରରେ ବିଜେପିର ହାତ ଛାଡ଼ିବା ପରଠୁ ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ସୁପ୍ରିମୋ ନୀତିଶ କୁମାର ବିଭିନ୍ନ ପ୍ରସଙ୍ଗରେ ଚର୍ଚ୍ଚାରେ ରହୁଛନ୍ତି । ଏବେ ତାଙ୍କୁ ନେଇ ଆଉ ଏକ ଚର୍ଚ୍ଚା ରାଜନୈତିକ ମହଲକୁ ଗରମାଗରମ କରିଛି । ତାହା ହେଉଛି,ପ୍ରଧାନମନ୍ତ୍ରୀ ହେବା ପାଇଁ ତାଙ୍କର ଇଚ୍ଛା ।
Read More...

ସୁବର୍ଣ୍ଣପୁରଠାରେ ତ୍ରିରଙ୍ଗା ଯାତ୍ରା

ସୁବର୍ଣ୍ଣପୁର : ଆଜାଦି କା ଅମୃତ ମହୋତ୍ସବ ଅବସରରେ ଆଜି ସହରର ବାଲାଜୀ ମନ୍ଦିର ପରିସରରୁ ତ୍ରିରଙ୍ଗା ଯାତ୍ରାର ଏକ ବିଶାଳ ପଟୁଆର ଯୁବନେତା ବଳଦେବ ପ୍ରସାଦ ବେଦବାକଙ୍କ ନେତୃତ୍ୱରେ ବାହାରି ସ୍ଥାନୀୟ ବ୍ଲକଛକ ସନ୍ନିକଟସ୍ଥ ବଜାର ସହ ନଗର ପରିକ୍ରମା କରିଥିଲେ । ଏହି ଯାତ୍ରାରେ ପ୍ରଥମେ
Read More...

ସୁଧୁରୁଛି ରାଜୁ ଶ୍ରୀବାସ୍ତବଙ୍କ ସ୍ବାସ୍ଥାବସ୍ଥା

ନୂଆଦିଲ୍ଳୀ: ରାଜୁ ଶ୍ରୀବାସ୍ତବଙ୍କ ପ୍ରଶଂସକଙ୍କ ପାଇଁ ଆସିଛି ଏକ ଖୁସି ଖବର। ଦିଲ୍ଲୀ ଏମ୍ସରୁ ଖବର ମିଳିଛି ଯେ ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ସାମାନ୍ୟ ସୁଧାର ଆସିଛି। ପୂର୍ବାପେକ୍ଷା ତାଙ୍କ ଶରୀରରେ ଚିକିତ୍ସାର ପ୍ରଭାବ ଦେଖା ଦେଉଛି ବୋଲି ତାଙ୍କର ଚିକିତ୍ସା କରୁଥିବା ଏମ୍ସର ଡାକ୍ତରୀ
Read More...