Yearly Archives

2022

ନବଦମ୍ପତିଙ୍କୁ ରାଜ୍ୟ ସରକାର ଦେବେ ଗିଫ୍ଟ, ସେପ୍ଟେମ୍ବରରୁ ଲାଗୁ ହେବ ଏହି ଯୋଜନା

ଭୁବନେଶ୍ବର: ଓଡ଼ିଶାରେ ନୂଆ ବିବାହ କରିବାକୁ ଯାଉଥିବା ଯୋଡ଼ିଙ୍କୁ ନବଦମ୍ପତି ବିବାହ ଉପହାର ପ୍ରଦାନ କରାଯିବ। ସ୍ୱାସ୍ଥ୍ୟ ବିଭାଗର ଏନଆରଏଚଏମ୍ ତରଫରୁ ଦିଆଯିବ “ନବଦମ୍ପତି ଗିଫ୍ଟ”। ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦେଶକ ବିଜୟ ପାଣିଗ୍ରାହୀ ଓ ଏନଆରଏଚଏମ୍ ନିର୍ଦେଶିକା ଶାଲୀନି
Read More...

ସେପ୍ଟେମ୍ବରକୁ ଘୁଞ୍ଚିଲା ୟୁଜିସି ନେଟ୍‌ ୨ୟ ପର୍ଯ୍ୟାୟ ପରୀକ୍ଷା

ଭୁବନେଶ୍ୱର: ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ନେଟ୍‌ ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷା ଆସନ୍ତା ସେପ୍ଟେମ୍ବରକୁ ଘୁଞ୍ଚିଛି । ଚଳିତ ମାସ ୧୨ରୁ ୧୪ ଭିତରେ ପରୀକ୍ଷା ନହୋଇ ସେପ୍ଟେମ୍ବରରେ ହେବ । ସମୁଦାୟ ୬୪ଟି ବିଷୟର ପରୀକ୍ଷା କରାଯିବ ।ସେପ୍ଟେମ୍ବର ୧୧ରେ କେଉଁ ସହରରେ ପରୀକ୍ଷା ହେବ
Read More...

ସୁଙ୍ଗୁଡା ପଞ୍ଚାୟତ ପକ୍ଷରୁ ଆଜାଦୀ କା ଅମୃତ ମହୋତ୍ସବ ଅବସରରେ ବାଇକ୍‌ ଶୋଭାଯାତ୍ରା

ଚଣ୍ଡିଖୋଲ : ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଦେଶ ପାଳୁଛି ଆଜାଦୀ କା ଅମୃତ ମହୋତ୍ସବ । ଏହି ଅବସରରେ ସୁଙ୍ଗୁଡା ପଞ୍ଚାୟତ ସରପଞ୍ଚ ଅଞ୍ଜୁଲତା ସ୍ୱାଇଁଙ୍କ ନେତୃତ୍ୱରେ ଏକ ସଚେତନତା ବାଇକ ଶୋଭାଯାତ୍ରା ପଞ୍ଚାୟତ ପରିକ୍ରମା କରିଥିଲା । ଏହି ସଚେତନତା ଯାତ୍ରାରେ ପୂର୍ବତନ ସରପଞ୍ଚ
Read More...

ତଦନ୍ତରେ ଉତ୍କର୍ଷତା ପାଇଁ ଓଡ଼ିଶାର ୪ ପୁଲିସ ଅଫିସରଙ୍କୁ ମିଳିବ ପଦକ

ଭୁବନେଶ୍ୱର: ତଦନ୍ତରେ ଉତ୍କର୍ଷତା ପାଇଁ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଦେଶର ମୋଟ ୧୫୧ ପୁଲିସ ଅଫିସରଙ୍କୁ ପଦକ ଦିଆଯିବା ନିମନ୍ତେ ଘୋଷଣା କରାଯାଇଛି। ସେମାନଙ୍କ ମଧ୍ୟରେ ଓଡ଼ିଶାର ୪ ପୁଲିସ୍‌ ଅଧିକାରୀ ରହିଥିବା ଜଣାଯାଇଛି। ଆସନ୍ତା ୧୫ ତାରିଖରେ ଗଣତନ୍ତ୍ର ଦିବସ ଅବସରରେ ଏହି ଦକ୍ଷମ
Read More...

ଉପରମୁଣ୍ଡରୁ ବନ୍ୟାଜଳ ହଠାତ ମାଡ଼ି ଆସିବାରୁ ହୀରାକୁଦର ସ୍ଥିତି ଚିନ୍ତାଜନକ

ସମ୍ବଲପୁର:ଉପରମୁଣ୍ଡରୁ ବିପୁଳ ପରିମାଣରେ ବନ୍ୟାଜଳ ନିଷ୍କାସନ ଫଳରେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ହଠାତ ତୀବ୍ରତାର ସହ ବୃଦ୍ଧିପାଇଛି ଓ ସେହି ଅନୁରୂପେ ମହାନଦୀର ଜଳ ମଧ୍ୟ ନିଷ୍କାସିତ ହେଉଛି । ଶୁକ୍ରବାର ମଧ୍ୟାହ୍ନ ୧୨ଟା ସୁଦ୍ଧା ହୀରାକୁଦ ନିୟନ୍ତ୍ରଣ କକ୍ଷରୁ ମିଳିଥିବା ସୂଚନା ଅନୁସାରେ
Read More...

ଆଜାଦି କା ଅମୃତ ମହୋତ୍ସବ ଉପଲକ୍ଷେ କଣ୍ଟାବାଞ୍ଜି ଏସବିଆଇ ଶାଖା ପକ୍ଷରୁ ସଚେତନ ରାଲି

କଣ୍ଟାବାଞ୍ଜି : ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଓ ଆଜାଦି କା ଅମୃତ ମହୋତ୍ସବ ଅଗଷ୍ଟ ମାସ ୧୩ ରୁ ୧୫ ଚାଲିଥିବା ହର ହର ତ୍ରିରଙ୍ଗା ଘର ଘର ତ୍ରିରଙ୍ଗା ନାରାକୁ ରାଲି ମାଧ୍ୟମରେ ଜନ ସଗେତନତା କରିଛନ୍ତି କଣ୍ଟାବାଞ୍ଜି ଏସବିଆଇ ମୁଖ୍ୟ ଓ ସହାୟକ ଶାଖା ସମୂହ, ଏସବିଆଇ ଲୋଗୋ ରହିଥିବା ବ୍ୟାନର,
Read More...

ଦେଶର ଭାଇଚାରାକୁ ସୁଦୃଢ କରେ ହର୍‌ ଘର ତ୍ରିରଙ୍ଗା

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲାର ଟିର୍ଲି ଆମ୍ବଗୁଡା ଠାରେ ଥିବା ଆଦର୍ଶ ସ୍ନାତକ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ଆନୁକୁଲ୍ୟରେ ଆଜାଦି କା ଅମୃତ ମହୋତ୍ସବ ଅବସରରେ ହର୍‌ ଘର ତ୍ରିରଙ୍ଗା ସଚେତନତା କାର୍ଯ୍ୟକ୍ରମ ଏବଂ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଭାରତମାତାର
Read More...

ସ୍ୱର୍ଣ୍ଣିମ ଭବନଠାରେ ଆଲୌକିକ ରକ୍ଷାବନ୍ଧନ ଉତ୍ସବ ଅନୁଷ୍ଠିତ

ସୁବର୍ଣ୍ଣପୁର: ଈଶ୍ୱର ଏକ ସେ ହେଲେ ରକ୍ଷାକାରୀ । ସମସ୍ତଙ୍କୁ ସ୍ନେହର ଡୋରୀରେ ବାନ୍ଧିବା ପାଇଁ ହିଁ ଏଭଳି ପର୍ବର ଆୟୋଜନ ହୋଇଥାଏ । ଏହି ପର୍ବ କେବଳ ଭାଇ ଓ ଭଉଣୀଙ୍କ ମଧ୍ୟରେ ସୀମିତ ନରହି ସମସ୍ତ ପ୍ରକାର ସମ୍ପର୍କ ମଧ୍ୟରେ ଶାନ୍ତି, ମୈତ୍ରୀ ଓ ସୁରକ୍ଷା କବଚର ଉତ୍ସବ ଭାବରେ ସବୁ ଆଡେ ପାଳିତ
Read More...

ଜିଏମୟୁରେ ଗଙ୍ଗାଧର ମେହେର ଜୟନ୍ତୀ

ସମ୍ବଲପୁର: ସ୍ଥାନୀୟ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ଠାରେ ଆଜି ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ୧୬୧ତମ ଜନ୍ମ ଜୟନ୍ତୀ ଅବସରରେ ଏକ ସ୍ମାରକୀ ବକ୍ତୃତା ଆୟୋଜିତ ହୋଇଥିଲା । ଏଥିରେ ପ୍ରୋ ଚିନ୍ତାମଣି ଭାରତୀ ସ୍ୱଭାବ କବି ରଚିତ "ପ୍ରଣୟ ବଲ୍ଲରୀ" ମହାକାବ୍ୟର ବିଭିନ୍ନ ଦିଗରୁ ଆଲୋଚନା ସହିତ
Read More...

ଗଜପତିରେ ପବିତ୍ର ରକ୍ଷା ବନ୍ଧନ ଓ ଗହ୍ମା ପର୍ବ ପାଳିତ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହ ଜିଲ୍ଲାର ପୁର ପଲ୍ଲୀରେ ଆନନ୍ଦ ଉଲ୍ଲାସରେ ପବିତ୍ର ରକ୍ଷା ବନ୍ଧନ ଓ ଗହ୍ମା ପୂର୍ଣ୍ଣିମା ପାଳିତ ହୋଇଯାଇଛି । ଏହି ପର୍ବ ଘରେ ଘରେ ଓ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ମଧ୍ୟ ପାଳିତ ହୋଇଯାଇଛି । ବଳଭଦ୍ରଙ୍କ ଜନ୍ମ ପବିତ୍ର ରକ୍ଷା
Read More...