ବୃତ୍ତଗ ନଦୀରେ ଭାସିଯାଇ ଜଣେ ମୃତ
ଦଶପଲ୍ଲା : ଦଶପଲ୍ଲା ପଶ୍ଚିମାଞ୍ଚଳ ବାଣୀଗୋଛା ଥାନା ଅନ୍ତର୍ଗତ ଗୁଣ୍ଡୁରୀବାରୀ ଗ୍ରାମର ଉଦ୍ୟନାଥ ଜାନୀ (ପେଟୁ) ଗତକାଲି ଅପରାହ୍ନରେ ନିକଟସ୍ଥ ବୃତ୍ତଗ ନଦୀକୁ ଗାଧୋଇବାକୁ ଯାଇଥିବାବେଳେ ନଦୀର ପ୍ରଖର ସୁଅରେ ଭାସିଯାଇଥିଲେ । ଖବରପାଇ ଗ୍ରାମବାସୀ ଓ ଆତ୍ମୀୟସ୍ୱଜନ ଗତକାଲି ରାତିସାରା ଖୋଜାଖୋଜି!-->…
Read More...
Read More...