ଯମୁନା ନଦୀରେ ବୋଟ୍ ଟ୍ରାଜେଡି, ୨୦ ମୃତ
ନୂଆଦିଲ୍ଲୀ: ଯମୁନା ନଦୀରେ ବୋଟ୍ ଟ୍ରାଜେଡି। ଉତ୍ତର ପ୍ରଦେଶର ବାନ୍ଦା ନିକଟରେ ଯମୁନାନଦୀରେ ଏକ ଡଙ୍ଗା ବୁଡ଼ି ୨୦ ଜଣଙ୍କର ମୃତ୍ୟୁ ଘଟିଛି। ଗୁରୁବାର ଏହି ଦୁଃଖଦ ଘଟଣା ଘଟିଛି। ଉଦ୍ଧାରକାରୀ ଦଳ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି।
ଡଙ୍ଗାଟିରେ ୩୬ ଜଣ ଲୋକ ଥିଲେ। ସେମାନେ!-->!-->!-->…
Read More...
Read More...