ଭୋଟର ପରିଚୟ ପତ୍ର ସଂଯୋଗ ପାଇଁ ଗରୁଡ ଆପ ମାଧ୍ୟମରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ
ବୌଦ୍ଧ,୧୦/୮- ଭୋଟର ତାଲିକାର ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ ଏବଂ ଆଧାର ସହିତ ନିଜର ଭୋଟର ପରିଚୟ ପତ୍ର ସଂଯୋଗ ପାଇଁ ପଞ୍ଚାୟତ ସମିତି କାର୍ଯ୍ୟାଳୟ ଠାରେ ଗରୁଡ ଆପ ମାଧ୍ୟମରେ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ସହକାରୀ ଭୋଟର ପଞ୍ଜିକରଣ ଅଧିକାରୀ!-->…
Read More...
Read More...