ଭିନ୍ନ ଭିନ୍ନ ଆନ୍ତଃରାଜ୍ୟ ସଶସ୍ତ୍ର ଡକାୟତି ଘଟଣାରେ ୨୮ ଗିରଫ
ସମ୍ବଲପୁର: ଓଡ଼ିଶାରୁ ବଙ୍ଗାଳ ପର୍ଯ୍ୟନ୍ତ ପ୍ରସାରିତ ଅନେକ ଡକାୟତି ଓ ସାର୍ବଜନିକ ସମ୍ପତ୍ତି ଲୁଟ ଘଟଣା ସହିତ ଜଡ଼ିତ ୨୮ଜଣଙ୍କୁ ଗିରଫ କରାଯାଇଛି । ସେମାନଙ୍କ ଠାରୁ ଏକ ଦେଶୀ ପିସ୍ତଲ, ୩ଟି ଟ୍ରକ ଓ ଗୋଟିଏ ବୋଲେରୋ ଗାଡ଼ି ଜବତ କରାଯାଇଛି । ଏବିଷୟରେ ପୁଲିସ ସୂତ୍ରରୁ ପ୍ରାପ୍ତ ସୂଚନା!-->…
Read More...
Read More...