Yearly Archives

2022

ବାଂଲାଦେଶ-ଭାରତ ପ୍ରଥମ ଟେଷ୍ଟ, ଲଞ୍ଚ୍‌ ସୁଦ୍ଧା ଭାରତ ୮୫/୩

ଢାକା : ଆଜିଠାରୁ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଦୁଇଟିକିଆ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍‌ ଆରମ୍ଭ ହୋଇଛି । ପ୍ରଥମ ମ୍ୟାଚର ପ୍ରଥମ ଅଧିବେଶନ ସମାପ୍ତ ହୋଇଛି । ଭାରତର ସ୍କୋର ୮୫ ରନ୍‌ରେ ୩ ୱିକେଟ୍‌ ହରାଇଛି । ରାହୁଲ ୨୨ ରନ୍‌, ଗିଲ ୨୦ ରନ୍‌ ସ୍କୋର କରିଥିଲେ । ଯେଉଁଠାରେ
Read More...

କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟଠାରେ ବିଶ୍ୱ ସ୍ୱାସ୍ଥ୍ୟ ନିୟନ୍ତ୍ରଣ ଦିବସ ପାଳିତ

ସୁବର୍ଣ୍ଣପୁର: ନାଇକେନପାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ତଥା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ହରଡ଼ଖୋଲ ଓ ଭ୍ରାମ୍ୟମାଣ ଟିମ ସହିତ ସୁବର୍ଣ୍ଣପୁର ସଦର କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟଠାରେ ବିଶ୍ୱ ସ୍ୱାସ୍ଥ୍ୟ ନିୟନ୍ତ୍ରଣ ଦିବସ ପାଳିତ ହୋଇଯାଇଛି । ସ୍ୱାସ୍ଥ୍ୟକେନ୍ଦ୍ରର ଅଧ୍ୟକ୍ଷା ଡା
Read More...

ଆଣ୍ଟୀ ରାଗିଂ ଆୱାରନେସ କାର୍ଯ୍ୟକ୍ରମ ଅନୁଷ୍ଠିତ

ପୁରୀ : ପୁରୀ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟରେ ଆଣ୍ଟୀ ରାଗିଂ ଆୱାରନେସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପୁରୀ ଏସପି କେ. ବିଶାଲ ସିଂ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ରାଗିଂରେ ଛାତ୍ର ଛାତ୍ରୀ ଲିପ୍ତ ନ ରହିବା ପାଇଁ ସଚେତନ କରାଇଥିଲେ । କଲେଜ୍‌କୁ ପଢିବାକୁ ଆସୁଥିବା ନୂତନ
Read More...

ଇସ୍କାନ ପକ୍ଷରୁ ଅଦିନିଆ ରଥଯାତ୍ରା, ପୁରୀରେ ତୀବ୍ର ବିରୋଧ

ପୁରୀ : ପଞ୍ଜାବର ଅମୃତସରରେ ଗତ ୧୦ ତାରିଖରେ ରଥଯାତ୍ରା ଆୟୋଜନ କରାଯାଇଥିବାରୁ ଏହାକୁ ନେଇ ପୁରୀରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ପରମ୍ପରାକୁ ଭଙ୍ଗ କରି ଇସ୍କନ ପକ୍ଷରୁ ଅଦିନିଆ ରଥଯାତ୍ରା ଆୟୋଜନକୁ ଉତ୍କଳ ବିଦ୍ୟୋତ ପରିଷଦ ବିରୋଧ କରିଛି । ଏ ନେଇ ପରିଷଦ ପକ୍ଷରୁ ଶ୍ରୀମନ୍ଦିର
Read More...

ପଲଶାଗୋରା ହାଇସ୍କୁଲ ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ଉଦଯାପିତ

କଣ୍ଟାମାଳ: ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ପଲଶାଗୋରା ମିଳିତ ଗ୍ରାମପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ରବିବାର ବିଳମିତ ରାତ୍ରିରେ ଉଦଯାପିତ ହୋଇଯାଇଛି । ପୁରାତନ ଛାତ୍ରଛାତ୍ରୀଙ୍କ ବନ୍ଧୁମିଳନ ଉତ୍ସବ କମିଟି ସଭାପତି ପୂର୍ଣ୍ଣଚନ୍ଦ୍ର ମଲିକଙ୍କ ସଭାପତିତ୍ୱରେ ପୂର୍ବତନ
Read More...

୨୩ରୁ ଆଇପିଏଲ୍‌ ନିଲାମୀ, ୪୦୫ ଖେଳାଳିଙ୍କ ମଧ୍ୟରେ ଦୁଇ ଓଡିଆ କ୍ରିକେଟର

ମୁମ୍ବାଇ : ଆସନ୍ତା ୨୩ ତାରିଖରେ କେରଳର କୋଚିଠାରେ ଅନୁଷ୍ଠିତ ହେବ ଇଣ୍ଡିଆ ପ୍ରିମିୟର ଲିଗ (ଆଇପିଏଲ)ର ମିନି ଅକ୍ସନ । ସେହିଦିନ ମୋଟ ୪୦୫ ଜଣ ଖେଳାଳିଙ୍କ ପାଇଁ ନିଲାମ ଡକାଯିବ । ସେମାନଙ୍କ ମଧ୍ୟରୁ ୨୭୩ ଜଣ ଭାରତୀୟ ଖେଳାଳି ଥିବାବେଳେ ୧୩୨ ଜଣ ବିଦେଶୀ ଖେଳାଳି ଅଛନ୍ତି । ସବୁଠାରୁ ଖୁସିର
Read More...

ସମ୍ବଲପୁର ଓକିଲଙ୍କ ଆନ୍ଦୋଳନ ସାମୟିକ ସ୍ଥଗିତ

ସମ୍ବଲପୁର : ସମଗ୍ର ଦେଶରେ ଚହଳ ପକାଇଥିବା ସମ୍ବଲପୁର ଓକିଲଙ୍କ ଆନ୍ଦୋଳନ ଆଜି ସନ୍ଧ୍ୟାରୁ ସାମୟିକ ଭାବେ ସ୍ଥଗିତ ରହିଛି ବୋଲି ଘୋଷଣା କରାଯାଇଛି । ଗତକାଲି ଶାନ୍ତିପୂର୍ଣ୍ଣ ରୂପେ ଆରମ୍ଭ ହୋଇଥିବା ସତ୍ୟାଗ୍ରହ ଆନ୍ଦୋଳନ କିଛି ସମୟ ପରେ ହଠାତ ହିଂସ୍ର ହୋଇଯାଇଥିଲା ଓ ଜିଲ୍ଲା ଜଜଙ୍କ ସହିତ
Read More...

ବିଶ୍ବର ପ୍ରଥମ ଧୁମପାନମୁକ୍ତ ଦେଶ ହେବ ନ୍ୟୁଜିଲାଣ୍ଡ୍

ଅକଲାଣ୍ଡ : ବିଶ୍ବର ପ୍ରଥମ ଧୁମପାନମୁକ୍ତ ଦେଶରେ ପରିଣତ ହେବାକୁ ଯାଉଛି ନ୍ୟୁଜିଲାଣ୍ଡ । ଆସନ୍ତା ୨୦୨୫ ସୁଦ୍ଧା ଏହି ଲକ୍ଷ୍ୟ ହାସଲ କରିବାକୁ ଯୋଜନା ପ୍ରସ୍ତୁତ କରିଛି ଏହି ଦେଶ । ନ୍ୟୁଜିଲାଣ୍ଡ ସରକାର ନିକଟରେ ଏକ ଆଇନ ପ୍ରଣୟନ କରିଛନ୍ତି । ଏହି ଆଇନ ଅନୁସାରେ ୧୪ ବର୍ଷରୁ କମ ବୟସର
Read More...

ସମାଜସେବୀ ପ୍ରକାଶକ ଚନ୍ଦ୍ର ଶେଖର ପ୍ରଧାନଙ୍କ ପରଲୋକ

ଭବାନୀପାଟଣା: ସମାଜସେବୀ ପ୍ରକାଶକ ଚନ୍ଦ୍ର ଶେଖର ପ୍ରଧାନଙ୍କ ଆଜି ଚିକିତ୍ସାଧୀନ ଅବସରରେ ପରଲୋକ ହୋଇଛି । ପରଲୋକ ବେଳକୁ ତାଙ୍କର ବୟସ ୮୬ ବର୍ଷ ହୋଇଥିଲା । ସେ ଭବାନୀପାଟଣା ସଦର ବ୍ଲକ ଅନ୍ତର୍ଗତ ଚକ୍ର ନଗରଠାରେ ଜନ୍ମଗ୍ରହଣ କରିଥିଲେ । ଦୀର୍ଘଦିନ ଧରି ଶ୍ୱାସ ରୋଗରେ ପୀଡିତ ରହି ଚିକିତ୍ସିତ
Read More...

ଜୈବ ପୁଞ୍ଜ ମାଧ୍ୟମରେ କୁଣ୍ଡରେ ମାଛ ଚାଷ କରିବା ପାଇଁ ଏକଦିବସୀୟ ତାଲିମ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜଳଛାୟା ପ୍ରକଳ୍ପ ନିର୍ଦ୍ଦେଶକଙ୍କ କନଫେରେନ୍ସ ହଲ ଠାରେ ଜୈବ ପୁଞ୍ଜ ମାଧ୍ୟମରେ କୁଣ୍ଡରେ ମାଛ ଚାଷ କରିବା ପାଇଁ ଏକ ଦିବାସୀୟ ତାଲିମ ପ୍ରଦାନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମତ୍ସ୍ୟ ଅଧିକାରୀ ଲିସା
Read More...