Yearly Archives

2022

ତ୍ରୁଟି ସଂଶୋଧନ

ପାଟଣାଗଡ : ପାଟଣାଗଡ ଉପଖଣ୍ଡ ସ୍ତରୀୟ ୭୫ ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ଏକ ପ୍ରସ୍ତୁତି ବୈଠକ ଶୀର୍ଷକ ଦୈନିକ ହୀରାଞ୍ଚଳରେ ଗତ ୪ ତାରିଖ ଦିନ ପ୍ରକାଶିତ ହୋଇଥିଲା । ଏଥିରେ ଭୁଲ ବଶତଃ ପାଟଣାଗଡ଼ ତହସିଲଦାର ନିଲମ୍ବିତ ଡ. ପୁଷ୍ପାଞ୍ଜଳି ପଣ୍ଡା ଖବର ପ୍ରକାଶିତ ହୋଇଥିଲା । ଏହି
Read More...

ଭତ୍ତା ଓ ହ୍ୱିଲଚେୟାର ପାଇବାରୁ ବଞ୍ଚିତ ବିକଳାଙ୍ଗ ଶିଶୁ

ଖପ୍ରାଖୋଲ : ଅସହାୟ ତଥା ଦିବ୍ୟାଙ୍ଗଙ୍କ ପାଇଁ ସରକାର ବହୁ ଯୋଜନା ଆଣିଛନ୍ତି । ହେଲେ ସରକାରଙ୍କ ସବୁ ଯୋଜନାରୁ ବଞ୍ଚିତ ଅଛନ୍ତି ଖପ୍ରାଖୋଲ ବ୍ଲକ ଅନ୍ତର୍ଗତ କୁର୍ଲୁମାଲ ଗାଁର ବିକଳାଙ୍ଗ ଶିଶୁ ସରସ୍ୱତୀ ବରିହା(୪ବର୍ଷ ) । ୧୦ ଥରରୁ ଉର୍ଦ୍ଧ୍ୱ ହେବ ପଞ୍ଚାୟତ ଠାରୁ ଆରମ୍ଭ କରି ବ୍ଲକ ପ୍ରଶାସନ
Read More...

ଲଘୁଚାପ ପ୍ରଭାବରେ ପୁରୀରେ ଲଗାଣ ବର୍ଷା

ପୁରୀ : ଲଘୁଚାପ ପ୍ରଭାବରେ ପୁରୀରେ ଆରମ୍ଭ ହୋଇଛି ଲଗାଣ ବର୍ଷା । ସକାଳୁ ବର୍ଷା ଆରମ୍ଭ ହେଇଥିବା ବେଳେ ମୁଷଳ ଧାରାରେ ବର୍ଷା ଲାଗି ରହିଛି । ଫଳରେ ଯାତାୟତ ଅସୁବିଧା ଭୋଗିଛନ୍ତି ପୁରୀ ସହରବାସୀ ଓ ପୁରୀକୁ ବୁଲିବାକୁ ଆସିଥିବା ପର୍ଯ୍ୟଟକ । ପ୍ରବଳ ବର୍ଷା ଲାଗି ରହିଥିବା ହେତୁ ଅନେକ
Read More...

୧୦୦ ବୋତଲ କପ ସିରଫ ଜବତ , ଦୁଇ ଗିରଫ

ଖପ୍ରାଖୋଲ : ଖପ୍ରାଖୋଲ ପୋଲିସ ଚଢ଼ାଉ କରି ବୁଧବାର ସନ୍ଧ୍ୟାରେ ଦୁଇ କଫ ସିରଫ ବେପାରିକୁ ଗିରଫ କରି ଗୁରୁବାର କୋର୍ଟ ଚାଲାଣ କରିଛି । ଅଭିଯୁକ୍ତ ଦୁଇଜଣ ହେଲେ ଧଣ୍ଡାମୁଣ୍ଡା ଗାଁର ସତ୍ୟପ୍ରିୟ ପଟେଲ(୪୨) ଓ ବେଲପଡା ଥାନା ବେଲପଡାର ମଧୁସୂଦନ ବାଗ ଓରଫ ରଇବାରୁ(୩୫) ବୋଲି ଜଣାଯାଇଛି । ସୂଚନା
Read More...

ପାଟଣାଗଡ଼ ଉପଖଣ୍ଡସ୍ତରୀୟ ସ୍ୱାଧୀନତା ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ

ପାଟଣାଗଡ଼ : ପାଟଣାଗଡ଼ ଉପଖଣ୍ଡ ସ୍ତରୀୟ ୭୫ ତମ ସ୍ୱାଧୀନତା ଦିବସ ପାଳନ ପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ବୈଠକ ସ୍ଥାନୀୟ ସୁଭଦ୍ରା ଭବନଠାରେ ଅନୁଷ୍ଠିତ ହୋଇଯାଇଅଛି । ଅନୁଷ୍ଠିତ ବୈଠକରେ ଉପଜିଲ୍ଲାପାଳ ଡ.଼ ବିଜୟ କୁମାର ସେଠୀ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏନଏସି ଅଧ୍ୟକ୍ଷା
Read More...

ଭୟାବହ ଅଗ୍ନିକାଣ୍ଡ,୧୩ ଜୀବନ୍ତ ଦଗ୍ଧ

ବ୍ୟାଙ୍କକ୍: ଥାଇଲ୍ୟାଣ୍ଡର ଚୋନବୁରୀ ପ୍ରାନ୍ତର ଏକ ନାଇଟ୍ କ୍ଲବରେ ଭୟାବହ ଅଗ୍ନିକାଣ୍ଡ ଘଟି ୧୩ ଜଣଙ୍କର ଦୟନୀୟ ମୃତ୍ୟୁ ହୋଇଛି । ଏଥିରେ ପୋଡିଯିବାରୁ ୩୫ ଜଣଙ୍କର ଅବସ୍ଥା ଗୁରୁତର ରହିଛି । ସ୍ଥାନୀୟ ପୋଲିସ ପକ୍ଷରୁ ଏହି ସୂଚନା ମିଳିିଛି । ଥାଇଲ୍ୟାଣ୍ଡ ରାଜଧାନୀ ବ୍ୟାଙ୍କକ୍ ଦକ୍ଷିଣ
Read More...

ଭେଟଖୋଲ ଘାଟିରେ ଦୁର୍ଘଟଣା, ହାଇଟେକ ବସ ଓ ହାଇୱା ମୁହାଁମୁହିଁ ଧକ୍କା

ଫୁଲବାଣୀ : କନ୍ଧମାଳ ଜିଲ୍ଲାର ଆସ୍କାରୁ ବନ୍ଧବାହାଲ ଯାଉଥିବା ଓଏସଆରଟିସି ଯାତ୍ରୀବାହୀ ବସ ଫୁଲବାଣୀର ଭେଟଖୋଲ ଘାଟି ବୁଲାଣି ରାସ୍ତାରେ ସାମ୍ନା ପଟୁ ଆସୁଥିବା ଏକ ବାଲି ବୋଝେଇ ହାଇୱା ଟ୍ରକ୍‌ ଦ୍ରୁତଗତିରେ ଆସି ମୁହାଁମୁହିଁ ଧକ୍କା ଦେଇଥିଲା ଫଳରେ ଓଏସଆରଟିସି ବସରେ ଥିବା ଯାତ୍ରୀମାନଙ୍କ
Read More...

ଗାଧୋଇବା ବେଳେ ଅଘଟଣ, ପୋଖରୀରେ ବୁଡ଼ି ଜଣେ ମୃତ

ବାଲିଗୁଡ଼ା: ଗାଧୁଆ ତୁଠରେ ଜଗି ବସିଥିଲା ଜମ । ପୋଖରୀକୁ ଗୋଧୋଇବାକୁ ଯାଇଥିବା ବେଳେ ପୋଖରୀରେ ବୁଡ଼ି ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ମୃତକ ଜଣକ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ନୂଆସାହି ଅଞ୍ଚଳର ରାଜୁ ପାତ୍ର ହୋଇଥିବା ଜଣାପଡ଼ିଛି । ସୂଚନା ପ୍ରକାରେ ଆଜି ସକାଳ ପ୍ରାୟ ୧୦
Read More...

ପାରଳାରେ ରକ୍ଷା ବନ୍ଧନ ସକାଶେ ରାକ୍ଷୀ ଦୋକାନରେ ଜମୁଛି ଭିଡ଼

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିରେ ରକ୍ଷା ବନ୍ଧନ ସକାଶେ ରାକ୍ଷୀ ଦୋକାନରେ ଭିଡ଼ ଜମୁ ଥିବାର ଦେଖିବାକୁ ମିଳିଛି । ହିନ୍ଦୁ ଧର୍ମରେ ରାଖୀ ପୂର୍ଣ୍ଣିମା ହେଉଛି ଏକ ମୁଖ୍ୟ ପର୍ବ । ଭାଇ ଭଉଣୀଙ୍କ ମଧ୍ୟରେ ଥିବା ପବିତ୍ରପ୍ରେମ, ସ୍ନେହ ଶ୍ରଦ୍ଧା ଏବଂ ବିଶ୍ୱାସର
Read More...

୧୫୬ତମ ଓଡ଼ିଆ ସାମ୍ବାଦିକତା ଦିବସ ପାଳିତ

ଫୁଲବାଣୀ: କନ୍ଧମାଳ ଜିଲ୍ଲାର ସ୍ଥାନୀୟ ଜିଲ୍ଲା ସାମ୍ବାଦିକ ଭବନ ଫୁଲବାଣୀ ଠାରେ ୧୫୬ ତମ ଓଡ଼ିଆ ସାମ୍ବାଦିକତା ଦିବସ ପାଳିତ ହୋଇଯାଇଛି । ବରିଷ୍ଠ ସାମ୍ବାଦିକ ତଥା ପ୍ରେସ କ୍ଲବ ସଭାପତି ସୁନିଲ ପଟ୍ଟନାୟକଙ୍କ ସଭାପତିତ୍ୱ ରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବରେ ପିଏ ଆଇଟିଡିଏ ତଥା
Read More...