ରାଜ୍ୟଗୋଷ୍ଠୀ ପୁରୁଷ ହକି :
କାନାଡାକୁ ହରାଇ ଟେବୁଲ ଶୀର୍ଷରେ ଭାରତ
ବର୍ମିଂହାମ: ରାଜ୍ୟଗୋଷ୍ଠୀ କ୍ରୀଡ଼ାର ପୁରୁଷ ହକିରେ ଆଜି ଭାରତୀୟ ଦଳ କମାଲ କରିଛନ୍ତି । ମନପ୍ରୀତ ସିଂହଙ୍କ ଭାରତୀୟ ଟିମ୍ କାନାଡାକୁ ୮-୦ ଗୋଲରେ ପରାସ୍ତ କରିଛି । ଏହି ବିଜୟ ସହ ଦଳ ଟେବୁଲ୍ ବି’ରେ ଏକ ନମ୍ବର ସ୍ଥାନରେ ପହଞ୍ଚିଛି । ଏଥିସହ ସେମି ଫାଇନାଲରେ ନିଜର ସ୍ଥାନ ଏକ ପ୍ରକାରର!-->…
Read More...
Read More...