ଗଛରେ ପିଟିହେଲା କାର; ଜଣେ ମୃତ,୪ ଆହତ
ଫୁଲବାଣୀ : ଆଜି ଅପରାହ୍ନ ତିନିଟାରେ ଏକ କାର ଫୁଲବାଣୀ -ଭୁବେନଶ୍ୱର ରାସ୍ତା ଖଜୁରୀପଡା ଥାନା ଅନ୍ତର୍ଗତ ବାରପୋଲିଆ ଠାରେ ଭାରସାମ୍ୟ ହରାଇ ରାସ୍ତାକଡ଼ ଗଛରେ ପିଟିହୋଇଯିବା ଫଳରେ ଜଣକର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଚାରି ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି । ଖବର ପାଇ!-->…
Read More...
Read More...