Yearly Archives

2022

ଶ୍ରୀ ସତ୍ୟସାଇ ଦତ୍ତାତ୍ରେୟ ମନ୍ଦିରର ବାର୍ଷିକ ଉତ୍ସବରେ ୬୮ ୟୁନିଟ ରକ୍ତ ସଂଗ୍ରହ

ସମ୍ବଲପୁର: ସମ୍ବଲପୁରର ସାରସ୍ୱତ କଲୋନୀରେ ଥିବା ଶ୍ରୀ ସତ୍ୟ ସାଇ ଦତ୍ତାତ୍ରେୟ ମନ୍ଦିରର ବାର୍ଷିକ ଉତ୍ସବ ଅବସରରେ ତିନିଦିନିଆ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସାରସ୍ୱତ କଲୋନୀରେ ସତ୍ୟ ସାଇ ଦତ୍ତାତ୍ରେୟ ମନ୍ଦିର ବାର୍ଷିକ ଉତ୍ସବ ଅବସରରେ ଶୁକ୍ରବାର ଶ୍ରମଦାନ, ଶନିବାର
Read More...

ହାଇକୋର୍ଟ ବେଞ୍ଚ ଆନ୍ଦୋଳନକୁ ଅଭୂତପୂର୍ବ ଜନ ସମର୍ଥନ

ସମ୍ବଲପୁର: ସମ୍ବଲପୁରରେ ହାଇକୋର୍ଟ ବେଞ୍ଚ ସ୍ଥାପନ ପାଇଁ ଜିଲ୍ଲା ଓକିଲ ସଂଘ ପକ୍ଷରୁ ଆହ୍ୱାନ କ୍ରମେ ଆଜି ଆୟୋଜିତ ସତ୍ୟାଗ୍ରହକୁ ସମର୍ଥନ ଜଣାଇ ଏଠାରେ ବିପୁଳ ଜନ ସମାଗମ ଦେଖିବାକୁ ମିଳିଥିଲା । ଏକ ଆକଳନ ଅନୁସାରେ ଏଥିରେ ଆଜି ୧୮୦ଟି ସାମାଜିକ ସଂଗଠନର ପ୍ରତିନିଧିମାନେ ଯୋଗ ଦେଇଥିବାରୁ
Read More...

କଟନୀ ଛଟନୀକୁ ବିରୋଧ, ବଲାଙ୍ଗୀର-ସୋନପୁର ରାସ୍ତା ଅବରୋଧ କଲେ ଚାଷୀ

ବଲାଙ୍ଗୀର : ଧାନମଣ୍ଡିରେ କଟନୀ ଛଟନୀକୁ ବିରୋଧ କରି ପୁଇଁତଲା ବ୍ଳକ ଚାଷୀମାନେ ବଲାଙ୍ଗୀର-ସୋନପୁର ରାସ୍ତା ଅବରୋଧ କରି ପ୍ରତିବାଦ କରିଛନ୍ତି । ଏନ୍‌ଏଚ ୫୭ ମଲମୁଣ୍ଡା ଠାରେ ଶହ ଶହ ଚାଷୀ ରାସ୍ତା ଉପରେ ବସି ମଣ୍ଡିମାନଙ୍କରେ କଟନୀ ବନ୍ଦ ଦାବୀ କରିଛନ୍ତି । ରାସ୍ତାର ଉଭୟ ପାର୍ଶ୍ୱରେ ଯାନ
Read More...

ବାଲିଗୁଡ଼ା ଜିଲ୍ଲା ଦାବୀ ନେଇ ତୁମୁଡିବନ୍ଧ ବ୍ଲକରେ ପ୍ରାଥମିକ ବୈଠକ

ବାଲିଗୁଡା: କନ୍ଧମାଳ ଜିଲ୍ଲାଠାରୁ ବିଭକ୍ତ ହୋଇ ବାଲିଗୁଡ଼ା ଉପଖଣ୍ଡକୁ ପୃଥକ ଜିଲ୍ଲା ଗଠନ ଦାବୀ ନେଇ ତୁମୁଡିବନ୍ଧ ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ପ୍ରାଙ୍ଗଣରେ ରବିବାର ଦିନ ଅପରାହ୍ନରେ ବାଲିଗୁଡ଼ା ଅଞ୍ଚଳର ଆବାହକ କମିଟି ଓ ସ୍ଥାନୀୟ ବୁଦ୍ଧିଜୀବୀଙ୍କ ଉପସ୍ଥିତିରେ ଏକ ପ୍ରାଥମିକ ବୈଠକ
Read More...

ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କୁ ଜାମିନ

ମୁମ୍ବାଇ : କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ) ଦ୍ୱାରା ଦାଖଲ ହୋଇଥିବା ଦୁର୍ନୀତି ମାମଲାରେ ସୋମବାର ବମ୍ବେ ହାଇକୋର୍ଟ ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କୁ ଜାମିନ ପ୍ରଦାନ କରିଛନ୍ତି। ଡିସେମ୍ବର ୮ରେ ଫଇସଲା ସଂରକ୍ଷଣ କରିବା ପରେ ଜଷ୍ଟିସ ଏମଏସ କର୍ନିକ ଏହି ରାୟ
Read More...

ସରସ୍ୱତୀ ଶିଶୁ ମନ୍ଦିର ନବରଙ୍ଗପୁରର ବାର୍ଷିକ କ୍ରୀଡା

ନବରଙ୍ଗପୁର,୧୨/୧୨:- ନବରଙ୍ଗପୁର ସରସ୍ୱତୀ ଶିଶୁ ମନ୍ଦିରର ବାର୍ଷିକ କ୍ରୀଡା ପ୍ରତିଯୋଗିତା ନବରଙ୍ଗପୁର କଲେଜ ପଡିଆ ଠାରେ ଆରମ୍ଭ ହୋଇଥଲା । ଏଥିରେ ଶିଶୁ ବାଟିକା, ଶିଶୁ ମନ୍ଦିର ଓ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ନୂଆଗଡର ସମସ୍ତ ଛାତ୍ର ଛାତ୍ରୀ ଭାଗ ନେଇଥିଲେ । ଶିଶୁ ବାଟିକାର
Read More...

ଆଦିବାସୀ ଛାତ୍ରାବାସ କାର୍ଯ୍ୟକ୍ଷମ ନିମନ୍ତେ ଦାବିପତ୍ର ପ୍ରଦାନ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ଗୋଷାଣି ବ୍ଲକ ଅନ୍ତର୍ଗତ ଗୁରାଣ୍ଡି ଗ୍ରାମ ଠାରେ ଥିବା ମୀନକେତନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରାବାସ କାର୍ଯ୍ୟକ୍ଷମ ନିମନ୍ତେ ଦାବିପତ୍ର ପ୍ରଦାନ କରାଯାଇ ଥିବାର ଦେଖିବାକୁ ମିଳିଛି । ଏହି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଆଦିବାସୀ ଛାତ୍ରମାନେ ଏକତ୍ରିତ
Read More...

ଇତିହାସ ରଚିଲେ ସ୍ମୃତି ମନ୍ଧାନା

ମୁମ୍ବାଇ: ଭାରତ ଏବଂ ଅଷ୍ଟ୍ରେଲିଆ ମହିଳା ଦଳ ମଧ୍ୟରେ ଚାଲିଥିବା ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ଦ୍ୱିତୀୟ ମ୍ୟାଚ ୧୧ ଡିସେମ୍ବରରେ ଡିଓ୍ବାଇ ପାଟିଲ ଷ୍ଟାଡିୟମରେ ଖେଳାଯାଇଥିଲା। ଏହି ମ୍ୟାଚରେ ଭାରତୀୟ ଦଳ ସୁପର ଓଭରରେ ଜିତିବାକୁ ସ୍ଥିର ହୋଇଥିଲା। ମ୍ୟାଚର ହିରୋ ଓପନର୍‌ ସ୍ମୃତି
Read More...

ବିଧାୟିକା ଭାବେ ଶପଥ ନେଲେ ବର୍ଷା ସିଂ ବରିହା

ଭୁବନେଶ୍ୱର: ଆଜି ପଦ୍ମପୁରର ନବନିର୍ବାଚିତ ବିଧାୟିକା ଭାବେ ଶପଥ ନେଲେ ବର୍ଷା ସିଂ ବରିହା । ବିଧାନସଭାରେ ବର୍ଷାଙ୍କୁ ଶପଥ ପାଠ କରାଇଛନ୍ତି ବାଚସ୍ପତି ବିକ୍ରମ କେଶରୀ ଆରୁଖ ।ଶ୍ରୀମତୀ ସିଂହ ବରିହା ପଦ୍ମପୁର ରିଟର୍ଣ୍ଣିଂ ଅଫିସର ତଥା ଉପଜିଲ୍ଲାପାଳ ତ୍ରିଲୋଚନ ପାତ୍ରଙ୍କଠାରୁ ପାଇଥିବା ବିଜୟୀ
Read More...

ନିଶାଶକ୍ତ ପୁଅର ଟାଙ୍ଗିଆ ଚୋଟରେ ବାପାର ମୃତ୍ୟୁ

ମାଥିଲି: ମାଲକାନଗିରି ଜିଲ୍ଲା ମାଥିଲି ଥାନା ହଳଦୀକୁଣ୍ଡ ଗାଁରେ ଅଭାବନୀୟ ଘଟଣା । ନିଶାଶକ୍ତ ପୁଅର ଟାଙ୍ଗିଆ ଚୋଟରେ ବାପାଙ୍କର ମୃତ୍ୟୁ ଘଟିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଖବର ଅନୁଯାୟୀ, ହଳଦୀକୁଣ୍ଡ ଗାଁର ଗୁଜା କଓ୍ୱାସୀ ଓ ତାଙ୍କ ପୁଅ ଲକ୍ଷ୍ମୀ କବାସୀ ଘରେ
Read More...