ଅଗ୍ନିପଥ ଯୋଜନାର ପ୍ରତ୍ୟାହାର ଦାବିରେ ସଂଯୁକ୍ତା କିଷାନ୍ ମୋର୍ଚ୍ଚା ତରଫରୁ ପାରଳାଖେମୁଣ୍ଡିରେ ପ୍ରତିବାଦ ଦିବସ
ପାରଳାଖେମୁଣ୍ଡି : କେନ୍ଦ୍ର ସରକାରଙ୍କ ଅଗ୍ନିପଥ ଯୋଜନାର ପ୍ରତ୍ୟାହାର ଦାବିରେ ଆଜି କୃଷକ ସଙ୍ଗଠନମାନଙ୍କ ମିଳିତ ମଞ୍ଚ, ସଂଯୁକ୍ତ କିଷାନ୍ ମୋର୍ଚ୍ଚା ପକ୍ଷରୁ ଆହୂତ ସର୍ବ ଭାରତୀୟ ପ୍ରତିବାଦ ଦିବସ ଆଜି ପାରଳାଖେମୁଣ୍ଡି ଠାରେ ପାଳିତ ହୋଇଯାଇଛି । ଆଜି ପୂର୍ବାହ୍ନରେ ସ୍ଥାନୀୟ ନୂଆ!-->…
Read More...
Read More...