ମୃତ୍ୟୁ ଏପରି ମଧ୍ୟ ଆସେ : ଟ୍ରକ ଚକ ଫାଟି ମାଡି ଯିବାରୁ ଯୁବକ ମୃତ, ମାଉସୀ ପୁଅ ଭାଇ ଗୁରୁତର
ସୁବର୍ଣ୍ଣପୁର: ମୃତ୍ୟୁ ଯେ କେତେବେଳେ କିଭଳି ଆସିବ କଳନା କରିବା ଅସମ୍ଭବ । ଟ୍ରକ ଚକ ଫାଟି ଦୁଇ ଯୁବକଙ୍କ ଉପରେ ମାଡି ଯିବାରୁ ଘଟଣାସ୍ଥଳରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଯୁବକ ଗୁରୁତର ହୋଇଛନ୍ତି । ଘଟଣାରେ ଅଭିନବ ଗୁରୁ(୧୮)ଙ୍କ ମୃତ୍ୟୁ ହୋଇଥିବା ବେଳେ ମାଉସୀ ପୁଅ ରଶ୍ମିରଞ୍ଜନ!-->…
Read More...
Read More...