Yearly Archives

2022

ନିୟତୀ ପକ୍ଷରୁ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ

ପାରଳାଖେମୁଣ୍ଡି : ନିୟତି ଭିନ୍ନକ୍ଷମ ପାଇଁ ସେବାରତ ଅନୁଷ୍ଠାନ ରଣିପେଣ୍ଠ ପକ୍ଷରୁ ଗୁମ୍ମା ରୋଡ ଠାରେ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ ହୋଇଯାଇଛି । ଏହି ଯୋଗ ଶିବିରରେ ଯୋଗଗୁରୁ ବିଘ୍ନେଶ୍ୱର ପଣ୍ଡା ସହଯୋଗୀ ଗୁରୁ ସୁରେନ୍ଦ୍ର ନାଥ ରଥ, ଭିନ୍ନକ୍ଷମ ପିଲାଙ୍କୁ ଯୋଗର ଆବଶ୍ୟକତା ସହ ଦୈନିକ
Read More...

ଇପିଏଫ ପେନସନ ସଂଘ ବୌଦ୍ଧ ଶାଖା ତରଫରୁ ୩୫୪ ଖଣ୍ଡ ପୋଷ୍ଟକାର୍ଡ ପ୍ରେରଣ

ବୌଦ୍ଧ,୨୧/୬:- ଅଲଓଡିଶା ଇପିଏଫ ପେନସନ ସଂଘ ବୌଦ୍ଧ ଶାଖା ତରଫରୁ ଆଜି ପ୍ରଧାନମନ୍ତ୍ରୀଙ୍କ ନିକଟକୁ ୩୫୪ ଖଣ୍ଡ ହାତଲେଖା ପୋଷ୍ଟକାର୍ଡ ପ୍ରେରଣ କରାଯାଇଛି । ବିଭିନ୍ନ ଦାବିନେଇ ସଭାପତି ତ୍ରିପୁରାରୀ ବେହେରାଙ୍କ ନେତୃତ୍ୱରେ ବୌଦ୍ଧ ମୁଖ୍ୟ ଡାକଘର ପୋଷ୍ଟ ବକ୍ସରେ ଗଳାଯାଇ ଏହି ପୋଷ୍ଟକାର୍ଡ ସବୁ
Read More...

ବିଶେଷଜ୍ଞ କମିଟି (ଶିଶୁ ସୁରକ୍ଷା)ର ସୋନପୁର କାରାଗାର ପରିଦର୍ଶନ

ସୁବର୍ଣ୍ଣପୁର: ଗୃହ ବିଭାଗ ଓଡିଶା ସରକାରଙ୍କ ଦ୍ୱାରା ମନୋନୀତ ବିଶେଷଜ୍ଞ କମିଟି ( ଶିଶୁ ସୁରକ୍ଷା )ଏବଂ ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଆଜି ସୋନପୁର ଉପ କାରାଗାର ପରିଦର୍ଶନ କରିଛନ୍ତି । ଜିଲ୍ଲା ଆଇନ ସେବାପ୍ରାଧିକରଣ ସମ୍ପାଦିକା ସସ୍ମିତା ମିଶ୍ରଙ୍କ ତତ୍ତ୍ୱାବଧାନରେ କମିଟିର
Read More...

ବହୁ ପ୍ରାନ୍ତୀୟ ସାହିତ୍ୟ ସମ୍ପାନରେ ଆସାମୀରୁ ଓଡ଼ିଆରେ ଅନୁବାଦିତ ପୁସ୍ତକ ଉନ୍ମୋଚିତ

ସମ୍ବଲପୁର: ସ୍ଥାନୀୟ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ଦ୍ୱାରା ଆୟୋଜିତ ଏକ ବହୁ ପ୍ରାନ୍ତୀୟ ସାହିତ୍ୟ ସମ୍ପାନରେ ଆସାମୀରୁ ଓଡ଼ିଆରେ ଅନୁବାଦିତ କ୍ଷୁଦ୍ରଗଳ୍ପ ସଂକଳନ "ଜେଜେମାଙ୍କ ଗପପେଡି' ଆଜି ଉନ୍ମୋଚିତ ହୋଇଯାଇଛି । ଆସାମରେ ସାହିତ୍ୟ ରଥୀ ରୂପେ ପରିଚିତ ପ୍ରଖ୍ୟାତ ସାହିତ୍ୟିକ
Read More...

ବୌଦ୍ଧ:ବିଭିନ୍ନ ସ୍ଥାନରେ ଅଷ୍ଟମ ଅନ୍ତର୍ଜାତୀୟ ଯୋଗଦିବସ ପାଳିତ

ବୌଦ୍ଧ,୨୧/୬:- ସମଗ୍ର ବିଶ୍ୱରେ ଅଷ୍ଟମ ବିଶ୍ୱ ଯୋଗ ଦିବସ ପାଳନ କରିବା ପାଇଁ ଆୟୋଜିତ ହୋଇଥିବା ବେଳେ ବୌଦ୍ଧଜିଲ୍ଲା ବିଭିନ୍ନ ସ୍ଥାନରେ ମହାସମାରୋହରେ ଆୟୋଜିତ ହୋଇଯାଇଛି । ସ୍ଥାନୀୟ ଟାଉନହଲ ପରିସରରେ ରହିଥିବା ଭିକାରୀ ମଣ୍ଡପ ଠାରେ ଭାରତ ସରକାରଙ୍କ ଆୟୁଷ ମନ୍ତ୍ରଣାଳୟ ଅଧିନରେ ଥିବା ନେହେରୁ
Read More...

ଜିଲ୍ଲା କୋର୍ଟରେ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ଅଦାଲତ ପରିସରରେ ଅଷ୍ଟମ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ମାନ୍ୟବର ଜିଲ୍ଲା ଓ ଦୌରା ଜଜ୍‌ ସଞ୍ଜୀବ ଦୁବେ ଯୋଗ ଦେଇ ଆନ୍ତର୍ଜାତିକ ଯୋଗ ଦିବସ ପାଳନର ତାତ୍ପର୍ଯ୍ୟ ଓ ମୂଳ ଲକ୍ଷ୍ୟ ସମ୍ବନ୍ଧରେ କହିଥିଲେ । କୋର୍ଟର ସମସ୍ତ ବିଚାରପତି,
Read More...

ନୂଆଗାଁ ବ୍ଲକରେ ଖୋଲିଲା ଆଦର୍ଶ ବିଦ୍ୟାଳୟ

ଦଶପଲ୍ଲା : ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକରେ ଖୋଲିଲା ଆଦର୍ଶ ବିଦ୍ୟାଳୟ । ଏଥିପାଇଁ ଆଦର୍ଶ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଅଧ୍ୟୟନ ପାଇଁ ନୂଆଗାଁ ହାଇସ୍କୁଲ ପରିସରରେ ଥିବା ହରିହର ଭବନ ଗୃହରେ ଆଦର୍ଶ ବିଦ୍ୟାଳୟ ଶିକ୍ଷକ, ଶିକ୍ଷୟତ୍ରୀମାନଙ୍କ ପକ୍ଷରୁ ପ୍ରବେଶ ଉତ୍ସବ ଅନୁଷ୍ଠିତ ହୋଇଥିଲା ।
Read More...

ଅସ୍ତ୍ରୋପଚାର ପାଇଁ ଜର୍ମାନୀରେ ପହଞ୍ଚିଲେ ରାହୁଲ, ଟ୍ରୋଲ କଲେ ପ୍ରଶଂସକ

ନୂଆଦିଲ୍ଲୀ : ଆହତ କାରଣରୁ ଭାରତୀୟ ଦଳ ବାହାରେ ଥିବା କେ.ଏଲ୍‌ ରାହୁଲ ଅସ୍ତ୍ରୋପଚାର ପାଇଁ ଜର୍ମାନୀରେ ପହଞ୍ଚିଛନ୍ତି । ସୋମବାର ରାତିରେ ସୋସିଆଲ ମିଡିଆ ଆକାଉଣ୍ଟରେ କିଛି ଚିତ୍ର ପୋଷ୍ଟ କରି ରାହୁଲ ଜର୍ମାନୀରେ ପହଞ୍ଚିବା ବିଷୟରେ ପ୍ରଶଂସକମାନଙ୍କୁ ସୂଚନା ଦେଇଥିଲେ । କୁହାଯାଉଛି ଯେ
Read More...

ଦୁଇଟି ଆମ୍ବ ପାଇଁ ହତ୍ୟା, ବାପା-ଭାଇ ମିଶି ନିର୍ଧୁମ ପିଟିଲେ

ଗୋରଖପୁର : ମାତ୍ର ଦୁଇଟି ଆମ୍ବ ପାଇଁ ନିଜ ଜନ୍ମ କଲା ପୁଅକୁ ହତ୍ୟା କରିଛି ପିତା । ଏଥିରେ ରକ୍ତ ସଂପର୍କ ଭାଇ ମଧ୍ୟ ସାମିଲ ହୋଇଛି । ଏମିତି ଏକ ଘଟଣା ଘଟିଛି ଗୋରଖପୁରର ଗୁଲ୍ରିହା ପୁଲିସ ଷ୍ଟେସନ ଅଞ୍ଚଳର ଜୈନପୁର ଗାଁରେ । ଉଭୟ ବାପା ଓ ପୁଅ ମିଶି ଯୁବକ ଜଣକଙ୍କୁ ନିର୍ମମ ଭାବରେ ପିଟିଥିଲେ
Read More...

କୋଣାର୍କ ସୂର୍ଯ୍ୟ ମନ୍ଦିର ପରିସରରେ ଅର୍ନ୍ତଜାତୀୟ ଯୋଗ ଦିବସ ପାଳିତ, ଯୋଗଦେଲେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

କୋଣାର୍କ : ଅଷ୍ଟମ ଅର୍ନ୍ତଜାତୀୟ ଯୋଗ ଦିବସ କୋଣାର୍କ ସୂର୍ଯ୍ୟ ମନ୍ଦିର ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଯୋଗ ଦିବସରେ ମାନ୍ୟବର କେନ୍ଦ୍ରମନ୍ତ୍ରୀ ଶ୍ରୀଯୁକ୍ତ ଅଶ୍ୱିନୀ ବୈଷ୍ଣବ ଯୋଗ ଦେଇଥିଲେ ଓ ସମସ୍ତ ଯୋଗ ଦେଇଥିବା ଛାତ୍ର ଛାତ୍ରୀ ଓ ବୁଦ୍ଧିଜୀବୀ ଓ ଯୁବକ ଯୁବତୀମାନଙ୍କୁ ପ୍ରତ୍ୟେକ ଦିନ
Read More...