Yearly Archives

2022

ପୁରୀକୁ ଗଡ଼ିବ ରେଳ, ନୂଆଗାଁ ଷ୍ଟେସନ କାର୍ଯ୍ୟକ୍ଷମ ହେବ

ଦଶପଲ୍ଲା,୨୦/୬: - ଖୋର୍ଦ୍ଧା-ବଲାଙ୍ଗିର ରେଳପଥ ଆଉ ପାଦେ ଆଗେଇବ । ଖୁବ୍‌ଶୀଘ୍ର ନୟାଗଡ଼ ଜିଲ୍ଲା ନୂଆଗାଁ ପର୍ଯ୍ୟନ୍ତ ରେଳ ସମ୍ପ୍ରସାରଣ ହେବାସହ ନୂଆଗାଁ ଷ୍ଟେସନ କାର୍ଯ୍ୟକ୍ଷମ ହେବ । ଆସନ୍ତାକାଲି (୨୦ ତାରିଖ ) ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିବା ରେଳ ବିଭାଗ ପକ୍ଷରୁ
Read More...

ଆଜି ପ୍ରଥମ ପର୍ଯ୍ୟାୟ ସମବାୟ ନିର୍ବାଚନ, ୪୦ ସମବାୟ ସମିତିର ୨୬୯ ପଦବୀ ପାଇଁ ପ୍ରତିଦ୍ୱନ୍ଦିତା

ଦଶପଲ୍ଲା : ରାଜ୍ୟରେ ମୌସୁମୀ ସକ୍ରିୟ ଥିବାବେଳେ ସମବାୟ ନିର୍ବାଚନ ଗାଁ ରାଜନୀତିକୁ ଉଷ୍ମ କରିଛି । ଜିଲ୍ଲାରେ ୧୫୫ ସମବାୟ ସମିତି ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ୯୯ଟି ସମବାୟ ସମିତି ପାଇଁ ନିର୍ବାଚନ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଏହାର ନିର୍ବାଚନ ଆଜି ଅର୍ଥାତ ୧୯ ତାରିଖରେ ଅନୁଷ୍ଠିତ
Read More...

ବୁଲା ଗାଈଗୋରୁଙ୍କୁ ଥଇଥାନ ପାଇଁ ଚୁକ୍ତିନାମା

ବୌଦ୍ଧ,୧୮/୬- ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ମଥୁରା ପଂଚାୟତ ଦନ୍ତାପାଲିସ୍ଥିତ ମାହେଶ୍ୱରୀ ଗୋଶାଳା ଓ ଜରା ଆଶ୍ରମ ଠାରେ ବୌଦ୍ଧ ସହରରେ ବୁଲୁଥିବା ଗାଈଗୋରୁଙ୍କୁ ଥଇଥାନ କରିବା ପାଇଁ ଚୁକ୍ତିନାମା ସ୍ୱାକ୍ଷର ଜିଲ୍ଲା ମୁଖ୍ୟ ପଶୁ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟ ଠାରେ ମାହେଶ୍ୱରୀ ଗୋଶାଳା
Read More...

ପଟ୍ଟି ଦିଅଁରେ ପୂଜା ପାଉଛନ୍ତି ତିନି ଠାକୁର

ଗଜପତି,୧୮/୬- ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିସ୍ଥିତ ଜଗନ୍ନାଥ ମନ୍ଦିରରେ ପବିତ୍ର ଦେବସ୍ନାନ ପୂର୍ଣ୍ଣିମାରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବା ପରେ ଜ୍ୱରରେ ପୀଡ଼ିତ ହୋଇ ଅଣସର ଘରେ ବିଶ୍ରାମ କରୁଛନ୍ତି ଚତୁର୍ଦ୍ଧାବିଗ୍ରହ । ବର୍ତ୍ତମାନ ଶ୍ରୀଜଗନ୍ନାଥ ଅନନ୍ତ ନାରାୟଣ
Read More...

ବୌଦ୍ଧ: ମକଡ୍ରିଲ ପାଇଁ ଜିଲ୍ଲାସ୍ତରୀୟ ଟେବୁଲଟପ ପ୍ରସ୍ତୁତି ବୈଠକ

ବୌଦ୍ଧ,୧୮/୬- ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ ଅଧ୍ୟକ୍ଷତାରେ ସମ୍ଭାବ୍ୟ ବନ୍ୟା ପରିସ୍ଥିତିର ମୁକାବିଲା ନିମନ୍ତେ ମକଡ୍ରିଲ ପାଇଁ ଜିଲ୍ଲାସ୍ତରୀୟ ଟେବୁଲ ଟପ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ
Read More...

ମୋ ଚାଟଶାଳୀ ସ୍ୱେଚ୍ଛାସେବୀ ମାନଙ୍କୁ ନେଇ ଦୁଇ ଦିନିଆ ତାଲିମ ଶିବିର

ଜି.ଉଦୟଗିରି/ରାଇକିଆ,୧୮/୬: ରାଇକିଆ ବ୍ଲକ ଗୁମାମାହା ଗ୍ରାମପଞ୍ଚାୟତ ପାଦେରିକିଆ ଗ୍ରାମରେ ମହିଳା ଜୀବିକା ସୁରକ୍ଷା ମଞ୍ଚ ଲୋକ ସଂଗଠନ କନ୍ଧମାଳ ଶାଖା ସଂଗଠନ ରାଇକିଆ ବ୍ଲକର ବିଭିନ୍ନ ଗ୍ରାମ ପଞ୍ଚାୟତରେ ଚାଲିଥିବା ମୋ ଚାଟଶାଳୀ ସ୍ୱେଛାସେବୀ ଭାଇ ଓ ଭଉଣୀ ମାନଙ୍କୁ ନେଇ ଏକ ତାଲିମ ଶିବିର
Read More...

ଭାରସାମ୍ୟ ହରାଇ ଓଲଟିଲା କନ୍ୟାଯାତ୍ରୀ ଟ୍ରକ୍‌, ଶତାଧିକ ଯାତ୍ରୀ ଆହତ

ବାଲିଗୁଡ଼ା,୧୮/୬: ବାହାଘରରେ ଯୋଗଦେବାକୁ ଯିବାବେଳେ ଅଘଟଣ । ଭାରସାମ୍ୟ ହରାଇ ଓଲଟିଲା କନ୍ୟାଯାତ୍ରୀ ଟ୍ରକ୍‌,୫୦ଫୁଟ ଖାଲକୁ ଛିଟିକି ପଡ଼ିଲେ ଶତାଧିକ ଯାତ୍ରୀ । କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ଥାନା ପାଙ୍ଗାଲି ନିକଟସ୍ଥ ସିଜିଗାଣ୍ଡା ଘାଟିରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ସୂଚନା
Read More...

ରଜ ଉପଲକ୍ଷେ ଯୁବଗୋଷ୍ଠୀ ପକ୍ଷରୁ ନାଚଗୀତ କାର୍ଯ୍ୟକ୍ରମ

ଘୁ ଉଦୟଗିରି: ସ୍ଥାନୀୟ ବିଜ୍ଞାପିତ ଅଞ୍ଚଳ ପରିଷଦର ୧ ନମ୍ୱର୍‌ ୱାର୍ଡ ପଦାସାହିଠାରେ ରଜ ମୋହତ୍ସବ ଅନୁଷ୍ଠିତ ହୋଇଯାଇଅଛି । ଏଥିରେ ସ୍ଥାନୀୟ ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷା ଭାନୁପ୍ରଭା ମିଶ୍ର ମୂଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ମଞ୍ଚରେ ଉପାଧ୍ୟକ୍ଷ ସନ୍ତୋଷ ବାଗ, ସ୍ଥାନୀୟ
Read More...

ଦିଲ୍ଲୀ ପୁଲିସର ଦମନଲୀଳାକୁ ବିରୋଧ କରି ଗଜପତି ଜିଲ୍ଲା କଂଗ୍ରେସର ଦୃଢନିନ୍ଦା ଓ ବିକ୍ଷୋଭ ପ୍ରଦର୍ଶନ

ଗଜପତି,୧୭/୬- ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସ୍ତିତ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଆଜି କେନ୍ଦ୍ରର ମୋଦୀ ସରକାରଙ୍କର ଏକଛତ୍ରବାଦ ନୀତି ଓ ପୁଲିସ୍‌ର ଦମନଲୀଳା ବିରୁଦ୍ଧରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଦିଲ୍ଲୀ ପୁଲିସ୍‌ର ବର୍ବରତା ପ୍ରତିବାଦରେ ଗଜପତି ଜିଲ୍ଲା କଂଗ୍ରେସ
Read More...

ସଞ୍ଜୟ ସିଂହ ହେଲେ ସୂଚନା ଓ ଲୋକସମ୍ପର୍କ ବିଭାଗ ସଚିବ

ଭୁବନେଶ୍ୱର:ସୂଚନା ଓ ଲୋକସମ୍ପର୍କ ବିଭାଗର ପ୍ରମୁଖ ସଚିବ ଭାବେ ନିଯୁକ୍ତି ପାଇଛନ୍ତି ୧୯୯୭ ବ୍ୟାଚ୍ ଆଇଏଏସ୍ ସଞ୍ଜୟ କୁମାର ସିଂହ । ଏହି ମୂଳ ଦାୟିତ୍ୱ ସହ ବିଡିଏ ଉପାଧ୍ୟକ୍ଷ ଏବଂ ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡର ସିଏମଡି ଭାବେ ସେ ପୂର୍ବଭଳି ଅତିରିକ୍ତ ଦାୟିତ୍ୱରେ ରହିବେ ।
Read More...