Yearly Archives

2022

ଭବାନୀପାଟଣାରେ କିସ୍‌ ପକ୍ଷରୁ ପ୍ରତିଷ୍ଠିତ ସ୍କୁଲ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍ଫରେନ୍ସିଂ ଜରିଆରେ କଳାହାଣ୍ଡି ଜିଲ୍ଲାର ଭବାନୀପାଟଣାଠାରେ କିସ୍‌ ପକ୍ଷରୁ ପ୍ରତିଷ୍ଠିତ ଏକ ସ୍କୁଲ ଉଦ୍‌ଘାଟନ କରିଛନ୍ତି। ଏହି ବିଦ୍ୟାଳୟରେ ୧୨୦୦ ଜନଜାତି ପିଲା ବିନା ମୂଲ୍ୟରେ ପାଠ ପଢିବାର ସୁଯୋଗ ପାଇବେ। ଏଥିପାଇଁ
Read More...

ରାହୁଲଙ୍କୁ ଇଡି ଜେରାର ବିରୋଧ ତେଜୁଛି, ନବରଙ୍ଗପୁରରେ କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ

ନବରଙ୍ଗପୁର: କଂଗ୍ରେସ ଦଳର ବରିଷ୍ଠ ତଥା ପୂର୍ବତନ ଅଖିଳ ଭାରତ କଂଗ୍ରେସ କମିଟି ସଭାପତି ରାହୁଳ ଗାନ୍ଧୀଙ୍କୁ କେନ୍ଦ୍ର ସରକାରଙ୍କ ପରିଚାଳିତ ଇଡି ସଂସ୍ଥା ଦ୍ୱାରା ଦୀର୍ଘ ଦିନ ଧରି ଅଗଣତାନ୍ତ୍ରିକ ଭାବେ ଜେରା କରୁଥିବା ସଂସ୍ଥାକୁ ଦୃଢ଼ ବିରୋଧ କରି ଏଆଇସିସି ଓ ପିସିସିଙ୍କ ଡାକରାରେ ଆଜି
Read More...

ବିଶିଷ୍ଟ ସାହିତ୍ୟିକ ଭାବେ ନିମାପଡାରେ ଡ଼ଃ ନୃସିଂହନାନନ୍ଦ ସମ୍ମାନିତ

ଫୁଲବାଣୀ,୧୭/୬ - ଓଡ଼ିଶାର ଜଣାଶୁଣା ସାହିତ୍ୟିକ ତଥା କନ୍ଧମାଳର ଶିକ୍ଷାବିତ ଡ଼ଃ ନୃସିଂହାନନ୍ଦ ମହାପାତ୍ରଙ୍କୁ ପୁରୀ ଜିଲ୍ଲାର ନିମାପଡାସ୍ଥ ନୟା ସବେରା ଯୁବ ଟ୍ରଷ୍ଟ ତରଫରୁ ବିଶିଷ୍ଠ ସାହିତ୍ୟିକ ଭାବେ ସମ୍ମାନିତ କରାଯାଇଛି । ତାଙ୍କର ଉଚ୍ଚକୋଟୀର ସାହିତ୍ୟ ସାଧନା ପାଇଁ ଏହି ସମ୍ମାନ
Read More...

ଗଣିଆରେ ଖୋଲିଲା ଆଦର୍ଶ ବିଦ୍ୟାଳୟ

ଦଶପଲ୍ଲା : ସମସ୍ତ ଆଶା ଓ ଆଶଙ୍କାର ଅନ୍ତ ହୋଇ ଆଜି ଗଣିଆଁ ବ୍ଲକ୍‌ରେ ଖୋଲିଲା ଆଦର୍ଶ ବିଦ୍ୟାଳୟ । ଆଦର୍ଶ ବିଦ୍ୟାଳୟର ନୂତନ ଗୃହ ନିର୍ମାଣ କାର୍ଯ୍ୟ ସରିଥିଲେ ମଧ୍ୟ ଭିତ୍ତିଭୂମି ଅଭାବରୁ ପଦ୍ମନାଭ ଉଚ୍ଚ ବିଦ୍ୟାଳୟ ଆଡକଟା ପରିସରରେ ଆଜିଠାରୁ ଆଦର୍ଶ ବିଦ୍ୟାଳୟର ପାଠପଢ଼ା ଆରମ୍ଭ ହୋଇଛି ।
Read More...

ଦିଲ୍ଲୀ ପୁଲିସର ଦମନଲୀଳା ପ୍ରତିବାଦରେ ବୌଦ୍ଧ ଜିଲ୍ଲା କଂଗ୍ରେସର ବିକ୍ଷୋଭ

ବୌଦ୍ଧ,୧୭/୬- କେନ୍ଦ୍ରର ମୋଦି ସରକାରଙ୍କ ଏକଛତ୍ରବାଦୀ ଶାସନ ଓ ପୁଲିସର ଦମନନୀଳା ବିରୁଦ୍ଧରେ ଆଜି ବୌଦ୍ଧ ଜିଲ୍ଲା କଂଗ୍ରେସ ତରଫରୁ ପ୍ରତିବାଦ କରାଯାଇ ମୁଖ୍ୟ ଡାକଘର ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ନ୍ୟାସନାଲ ହେରାଲଡ ଖବରକାଗଜ ପ୍ରସଙ୍ଗରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ରାହୁଳ
Read More...

ଅଲ ଇଣ୍ଡିଆ ମୋବାଇଲ ରିଟେଲର ଆସୋସିଏସନ ପକ୍ଷରୁ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର, ୫୫ ୟୁନିଟ୍‌ ରକ୍ତ ସଂଗୃହିତ

ଫୁଲବାଣୀ,୧୭/୬ - କନ୍ଧମାଳ ଜିଲ୍ଲାର ଫୁଲବାଣୀ ରକ୍ତଭଣ୍ଡାର ପରିସରରେ ଅଲ ଇଣ୍ଡିଆ ମୋବାଇଲ ରିଟେଲର ଆସୋସିଏସନ କନ୍ଧମାଳ ଶାଖା ପକ୍ଷରୁ ଏକ ସ୍ୱେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଶିବିରରେ ମୁଖ୍ୟ ଅତିଥି ଭାବେ ଫୁଲବାଣୀ ପୌରାଧ୍ୟକ୍ଷା ଶ୍ରୀମତୀ ସ୍ମିତାରାଣୀ ମହାନ୍ତି ଯୋଗଦେଇ
Read More...

ବୌଦ୍ଧ ସହରରେ ଚାଲିଥିବା ଘରଭଙ୍ଗା ଅଭିଯାନକୁ ଜିଲ୍ଲା କଂଗ୍ରେସ ବିରୋଧ କରି ଦାବିପତ୍ର

ବୌଦ୍ଧ,୧୭/୬- ବୌଦ୍ଧ ଜିଲ୍ଲା କଂଗ୍ରେସ ଦଳର ସଭାପତି ନବ କୁମାର ମିଶ୍ରଙ୍କ ଦ୍ୱାରା କ୍ଷୋଭର ସହ ଲେଖାଯାଇଥିବା ଏକ ଦାବିପତ୍ରକୁ ନେଇ ଜିଲ୍ଲା କଂଗ୍ରେସର ଏକ ତୁଙ୍ଗ ନେତୃମଣ୍ଡଳୀ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଲେଖାଯାଇଥିବା ଦାବୀପତ୍ରକୁ ଅତିରିକ୍ତ ଜିଲ୍ଲାପାଳ ବବିତା ଦଳବେହେରାଙ୍କ ଜରିଆରେ
Read More...

ନବରଙ୍ଗପୁରରେ ପବିତ୍ର ରଥଯାତ୍ରା ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

ନବରଙ୍ଗପୁର,୧୭/୬- ନବରଙ୍ଗପୁର ଜିଲ୍ଲା ସଦରମହକୁମାରେ ପବିତ୍ର ରଥଯାତ୍ରା-୨୦୨୨ ଉତ୍ସାହ, ଶାନ୍ତି, ଶୃଙ୍ଖଳାର ସହିତ ପାଳନ ନିମନ୍ତେ ଆଜି ଜିଲ୍ଲାପାଳ ଡକ୍ଟର କମଳ ଲୋଚନ ମିଶ୍ରଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ମିଶନ ଶକ୍ତି ସଭଗୃହରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ପ୍ରାରମ୍ଭରେ
Read More...

କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ କଂଗ୍ରେସର ବିକ୍ଷୋଭ ଶତାଧିକ କର୍ମୀ ସାମିଲ

ଫୁଲବାଣୀ,୧୭/୬- କେନ୍ଦ୍ରରେ ମୋଦି ସରକାରଙ୍କ ବିରୁଦ୍ଧରେ ଶୁକ୍ରବାର ଫୁଲବାଣୀ ପୋଷ୍ଟ ଅଫିସ୍‌ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଜିଲ୍ଲା କଂଗ୍ରେସ ସଭାପତି ଅନାମ ନାଏକଙ୍କ ନେତୃତ୍ୱରେ ଆୟୋଜିତ ଏହି ବିକ୍ଷୋଭରେ ପୂର୍ବତନ ସାଂସଦ ତଥା ବରିଷ୍ଠ କଂଗ୍ରେସନେତା ରାଧାକାନ୍ତ ଦିଗଲ,
Read More...

ପ୍ରଧାନ ଶିକ୍ଷୟିତ୍ରୀଙ୍କ ମନମାନି, ମଧ୍ୟାହ୍ନ ଭୋଜନରେ ବିସ୍କୁଟ ଖାଇଲେ ଛାତ୍ରଛାତ୍ରୀ

ଦଶପଲ୍ଲା : ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ୍‌ ଅନ୍ତର୍ଗତ ଘୋଳାହାଣ୍ଡି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀଙ୍କ ମନୋମୁଖୀ କାର୍ଯ୍ୟ ଯୋଗୁଁ ଛାତ୍ରଛାତ୍ରୀ ମାନେ ନାହିଁ ନ ଥିବା ସମସ୍ୟା ଭୋଗୁଛନ୍ତି । ଆଜି ଗ୍ରୀଷ୍ମ ଅବକାଶ ପରେ ବିଦ୍ୟାଳୟ ଖୋଲିଥିଲେ ମଧ୍ୟ ଦିନ ୧୦.୩୦ ସୁଦ୍ଧା
Read More...