Yearly Archives

2022

ବାଦ୍ୟଗୁରୁ ପଣ୍ଡିତ ଉମେଶ କରଙ୍କ ପୁରୀ ସ୍ୱର୍ଗଦ୍ୱାରରେ ଶେଷକୃତ୍ୟ ସଂପନ୍ନ

ପୁରୀ : ଭାରତୀୟ ସଂଗୀତ ଜଗତର ଚର୍ଚ୍ଚିତ ବାଦ୍ୟଗୁରୁ ପ୍ରଫେସର ପଣ୍ଡିତ ଉମେଶ ଚନ୍ଦ୍ର କରଙ୍କ ଶେଷ କୃତ୍ୟ ଆଜି ଅପରାହ୍ନରେ ପୁରୀ ସ୍ୱର୍ଗଦ୍ୱାର ଠାରେ ସଂପନ୍ନ ହୋଇଛି । ୭୪ବର୍ଷିୟ ସ୍ୱର୍ଗତ କର ଭାରତବର୍ଷର ଅନନ୍ୟ ଶାସ୍ତ୍ରୀୟ ବାଦ୍ୟଗୁରୁ ଭାବେ ଅନେକ ବିଦେଶ ରାଷ୍ଟ୍ରରେ ଭାରତର ସୁନାମ ଆଣିଥିଲେ
Read More...

ସୋନପୁର ଓମସାର କାର୍ଯ୍ୟକର୍ତ୍ତା ନିର୍ବାଚନ

ସୁବର୍ଣ୍ଣପୁର: ଓଡିଶା ମେଡିକାଲ ସେବା ସଂଘ ସୁବର୍ଣ୍ଣପୁର ଶାଖାର ସାଧାରଣ ପରିଷଦ ବୈଠକ ଆଜି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସ୍ଥିତ ତାଲିମ କେନ୍ଦ୍ରଠାରେ ଭାରପ୍ରାପ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ପ୍ରଦୀପ କୁମାର ଗୁରୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।
Read More...

୨୭ତମ ଜିଲ୍ଲାସ୍ତରୀୟ ଫୁଟବଲ କ୍ରୀଡ଼ା ପ୍ରତିଯୋଗିତା ଉଦଯାପିତ

ଖଜୁରୀପଡ଼ା:-କନ୍ଧମାଳ ଜିଲ୍ଲାର ବ୍ଲକ୍‌ ଉତ୍କଳମଣି ଯୁବକ ସଂଘ, ଦୁତିମେଣ୍ଡି ତରଫରୁ ୨୭ତମ ଜିଲ୍ଲା ସ୍ତରୀୟ ଫୁଟବଲ କ୍ରୀଡ଼ା ପ୍ରତିଯୋଗିତା ୧୬ଗୋଟି ଟିମକୁ ନେଇ ଆୟୋଜନ କରାଯାଇଥିଲା । ଏହି ଟୁର୍ଣ୍ଣାମେଣ୍ଟଟି ୫ରୁ ୭ ତାରିଖ ଯାଏଁ ଚାଲିଥିଲା । ପ୍ରତିଯୋଗିତାରେ ୧୬ଟି ଦଳ ଭାଗ ନେଇଥିଲେ । ଏହି
Read More...

ପଦ୍ମପୁରରେ ବିଜେଡିର ବିପୁଳ ବିଜୟ

ଭୁବନେଶ୍ୱର: ପଦ୍ମପୁରଉପନିର୍ବାଚନ ଫଳାଫଳ ଆସିଛି । ବିଜେଡି଼ ପ୍ରାର୍ଥୀ ବର୍ଷା ସିଂ ବରିହା ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେପିର ପ୍ରଦୀପ ପୁରୋହିତଙ୍କୁ ୪୧,୯୪୬ ଭୋଟରେ ପରାସ୍ତ କରିଛନ୍ତି । ଗଣତି ଆରମ୍ଭରୁ ହିଁ ବର୍ଷା ବିଜେପି ପ୍ରାର୍ଥୀଙ୍କ ଉପରେ ଭାରି ପଡ଼ିଥିଲେ । ପ୍ରତି ରାଉଣ୍ଡରେ
Read More...

ଆର୍‌ଆର୍‌ କଳୋନୀ ତିଆରି ପାଇଁ ରାମପାଲିରେ ଜବରଦଖଲ ଉଚ୍ଛେଦ କଲା ପ୍ରଶାସନ

ପାଟଣାଗଡ଼: ପାଟଣାଗଡ଼ ଏନ୍‌ଏସି ଅଧିନରେ ଥିବା ୭ ନମ୍ବର ୱାର୍ଡ ରାମପାଲିରେ ଆରଆର କଳୋନୀ ତିଆରି କରାଯିବାକୁ ନେଇ ସେହି ୱାର୍ଡରେ ଥିବା ସରକାରୀ ଜମି ଗୁଡିକରେ ଜବରଦଖଲ କରି ଘର ତିଆରି କରିଥିବା ପରିବାରକୁ ଆଜି ପ୍ରଶାସନ ପକ୍ଷରୁ ଉଚ୍ଛେଦ କରାଯାଇଛି । ସୂଚନା ଅନୁସାରେ ଏହି ୱାର୍ଡରେ ୧୭ ଜଣ
Read More...

ଆଶା କର୍ମୀଙ୍କ ୭ଦଫା ଦାବି ନେଇ ରାଲି

ଗଞ୍ଜାମ: ପୁରୁଷୋତ୍ତମପୁର ବ୍ଲକ ଭାଟ କୁମରଡ଼ାରେ ଆଶା କର୍ମୀଙ୍କ ୭ଦଫା ଦାବି ନେଇ ସଙ୍ଘର ସଭାପତି ରାଜ ଲକ୍ଷ୍ମୀ ପଣ୍ଡାଙ୍କ ତତ୍ତ୍ୱାବଧାନରେ ରାଲି ଓ ଆନ୍ଦୋଳନ କରାଯାଇଛି । ପୁରୁଷୋତ୍ତମପୁର ବ୍ଳକରେରେ ୭ଦଫା ଦାବି ନେଇ ଏକ ରାଲି କାଳୀ ମନ୍ଦିର ଛକଠାରୁ ବାହାରି ବିଭିନ୍ନ ସ୍ଲୋଗାନ ଦେଇ
Read More...

ପଦ୍ମପୁର ଉପନିର୍ବାଚନ: ବିଜେଡି ଆଗରେ, ଭୋଟ୍‌ ବ୍ୟବଧାନ ୨୧ ହଜାର ଟପିଲା

ବରଗଡ଼ : ବରଗଡ଼ ଜିଲା ପଦ୍ମପୁର ଉପନିର୍ବାଚନର ଭୋଟ୍‌ ଗଣତି ଗୁରୁବାର ସକାଳୁ ଆରମ୍ଭ ହୋଇଛି। ତେବେ ୧୧ ରାଉଣ୍ଡ ସୁଦ୍ଧା ବିଜେଡି ପ୍ରାର୍ଥିନୀ ବର୍ଷା ସିଂ ବରିହା ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ତଥା ଭାଜପାର ପ୍ରଦୀପ ପୁରୋହିତଙ୍କଠାରୁ ୨୧,୩୫୧ ଭୋଟ୍‌ରେ ଆଗୁଆ ଅଛନ୍ତି। ଏପର୍ଯ୍ୟନ୍ତ ବିଜେଡି
Read More...

ବିଦ୍ୟୁତ ବିଭାଗ ଅଧିକାରୀଙ୍କ ଅବହେଳା ଯୋଗୁ ଖାଉଟି ହନ୍ତସନ୍ତ

ଖପ୍ରାଖୋଲ : ଖପ୍ରାଖୋଲ ବ୍ଳକ୍‌ ବଡଗୁର୍ଜିଭଟା ଗ୍ରାମର ବିଦ୍ୟୁତ ଖାଉଟି ବିଦ୍ୟୁତ ବିଭାଗ ଅଧିକାରୀ ଖାମ ଖିଆଲି ନିତି ଯୋଗୁ ହନ୍ତସନ୍ତ ହେଉଥିବା ଅଭିଯୋଗ ହେଉଛି । ବଡଗୁର୍ଜିଭଟା ଗ୍ରାମର ବିହାରି ପଧାନ ଗତ:୧୯/୬/୨୦୨୨ ଦିନ ଘରୋଇ ବିଦ୍ୟୁତ ଲାଇନ ସଂଯୋଗ କରିଥିଲେ । ବର୍ତ୍ତମାନ ପୁଅଝିଅ
Read More...

ଓଡ଼ିଶାର ବିଶିଷ୍ଟ ତବଲା ବାଦକ ପଣ୍ଡିତ ଉମେଶ କରଙ୍କ ପରଲୋକ

ଭୁବନେଶ୍ୱର: ଓଡ଼ିଶାର ବିଶିଷ୍ଟ ତବଲା ବାଦକ ପଣ୍ଡିତ ଉମେଶ କରଙ୍କ ଗୁରୁବାର ପରଲୋକ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ ୭୨ ବର୍ଷ ହୋଇଥିଲା। ଆଜି ସକାଳେ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି।ସେ ସଙ୍ଗୀତ ମହାବିଦ୍ୟାଳୟର ଛାତ୍ର ଥିଲେ। ପରେ
Read More...

ହିମାଚଳ ପ୍ରଦେଶରେ ଘୋଡା ବେପାରକୁ ନେଇ କଂଗ୍ରେସ ଭୟଭୀତ

ଶିମ୍‌ଲା: ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଭୋଟ ଗଣନା ଚାଲିଛି। ତେବେ କଡା ପ୍ରତିଯୋଗିତା ମଧ୍ୟରେ ଘୋଡା ବେପାରକୁ ନେଇ କଂଗ୍ରେସ ଭୟଭୀତ ଥିବା ଜଣାପଡିଛି। ବିଧାୟକମାନେ ବିକି ଯିବା ଭୟରେ କଂଗ୍ରେସ ସେମାନଙ୍କୁ ଏକ ସୁରକ୍ଷିତ ସ୍ଥାନକୁ ନେବା ପାଇଁ ପ୍ରସ୍ତୁତି ଆରମ୍ଭ
Read More...