Yearly Archives

2022

ଭୁବନେଶ୍ୱରରେ ହେବ ଜୁନିୟର ମହିଳା ଫୁଟବଲ ବିଶ୍ୱ କପ

ଭୁବନେଶ୍ୱର: ଓଡ଼ିଶା କ୍ରୀଡ଼ାପ୍ରେମୀଙ୍କ ପାଇଁ ଖୁସି ଖବର । ରାଜଧାନୀ ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମରେ ହେବ ଫିଫା ୧୭ ବର୍ଷରୁ କମ ମହିଳା ବିଶ୍ୱ କପ । ଆସନ୍ତା ଅକ୍ଟୋବରରେ ଏହି ଗୁରୁତ୍ୱପୂର୍ଣ୍ଟ ଇଭେଣ୍ଟ ଖେଳାଯିବ । ଫିଫା ଅଣ୍ଟର-୧୭ ମହିଳା ବିଶ୍ୱକପ ଇଣ୍ଡିଆ ୨୦୨୨ର ଫିଫା ଏବଂ
Read More...

ଜ୍ୱରରେ ପୀଡିତ ଚତୁର୍ଦ୍ଧାବିଗ୍ରହ,ପୂଜା ପାଉଛନ୍ତି ପଟିଦିଅଁ

ପୁରୀ: ପବିତ୍ର ଦେବସ୍ନାନ ପୂର୍ଣ୍ଣିମାରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ କରି ଅଣସର ଘରେ ଜ୍ୱରରେ ପୀଡିତ ଏବେ ଚତୁର୍ଦ୍ଧାବିଗ୍ରହ । ତେବେ ଶ୍ରୀଜୀଉଙ୍କ ଅନବସରର ଆଜି ହେଉଛି ପ୍ରଥମ ଦିନ । ଆଜିଠାରୁ ମହାପ୍ରଭୁଙ୍କ ଶ୍ରୀଅଙ୍ଗ ସେବକ ଦଇତାପତିମାନେ ଗୁପ୍ତ ସେବା ଅନ୍ଧାରୀ କୋଠରୀ ଭିତରେ ଆରମ୍ଭ
Read More...

ଅଲାରନାଥ ପୀଠରେ ଭକ୍ତଙ୍କ ଭିଡ

ପୁରୀ:ଜଗତର ନାଥ ଜଗନ୍ନାଥ ସ୍ନାନ ପୂର୍ଣ୍ଣିମା ୧୦୮ ଜଳ ସ୍ନାନ କରି ଅସୁସ୍ଥ ହୋଇ ଅନବସର ଗୃହରେ ଗୁପ୍ତ ସେବା ଲୀଳା କରୁଛନ୍ତି ।ଶ୍ରୀକ୍ଷେତ୍ର ୧୫ଦିନ ନିମନ୍ତେ ଭକ୍ତ ଶୂନ୍ୟ ହୋଇପଡିଛି । ଜଗନ୍ନାଥ ପ୍ରେମୀ ଭକ୍ତ ଙ୍କ ଭିଡ଼ ବ୍ରହ୍ମଗିରି ଅଲାରନାଥ ପୀଠର ଲାଗିଛି । ଦ୍ୱିତୀୟ ଶ୍ରୀ କ୍ଷେତ୍ର
Read More...

ଟେଷ୍ଟ ର‍୍ୟାଙ୍କିଙ୍ଗ୍‌ : ନମ୍ବର ୱାନ ବ୍ୟାଟ୍ସମ୍ୟାନ ହେଲେ ଜୋ ରୁଟ୍‌

ଦୁବାଇ : ଆଇସିସି ଟେଷ୍ଟ ର଼୍ୟାଙ୍କିଙ୍ଗରେ ଇଂଲଣ୍ଡ ବ୍ୟାଟ୍ସମ୍ୟାନ୍‌ ଜୋ ରୁଟ୍‌ଙ୍କ ପୁଣି ଦବଦବା ଆରମ୍ଭ ହୋଇଛି । ଲଗାତାର ଦୁଇଟି ମ୍ୟାଚରେ ଦୁଇଟି ଶତକ ହାସଲ କରିବା ପରେ ଜୋ ରୁଟ୍‌ ଟେଷ୍ଟ କ୍ରିକେଟ୍‌ର ଏକ ନମ୍ବର ବ୍ୟାଟ୍ସମ୍ୟାନ୍‌ ହୋଇଛନ୍ତି । ଜୋ ରୁଟ୍‌ ଅଷ୍ର୍ଟ୍ରେଲୀୟ ବ୍ୟାଟ୍ସମ୍ୟାନ
Read More...

ସାରଙ୍ଗଗଡର ସୁଧାରାଣୀଙ୍କୁ ମିଳିଲା ପ୍ରକୃତି ବନ୍ଧୁ ପୁରସ୍କାର

ଫୁଲବାଣୀ: କନ୍ଧମାଳ ଜିଲ୍ଲା କ. ନୁଆଗାଁ ବ୍ଳକ୍‌ ଅନ୍ତର୍ଗତ ସାରଙ୍ଗଗଡର ସୁଧାରାଣୀ ଶତପଥିଙ୍କୁ ବନ ବିଭାଗ ତରଫରୁ ମିଳିଛି ଏ ବର୍ଷର ପ୍ରକୃତି ବନ୍ଧୁ ପୁରସ୍କାର । ତାଙ୍କର ଉଦ୍ୟମରେ ସାରଙ୍ଗଗଡ ଅଂଚଳର ବିଭିନ୍ନ ସ୍ଥାନରେ ପରିବେଶ ସୁରକ୍ଷାକୁ ନେଇ ସଚେତନତା କାର୍ଯ୍ୟକ୍ରମ କରାଯିବା ସହ
Read More...

ବୌଦ୍ଧ ଜିଲ୍ଲାର ଅବସରପ୍ରାପ୍ତ ସୈନିକଙ୍କ ପରଲୋକ

ବୌଦ୍ଧ : ବୌଦ୍ଧ ଜିଲ୍ଲାର ପୂର୍ବତନ ସୈନିକ ସଂଘର ଜଣେ ଆଜୀବନ ସଦସ୍ୟ ଅବସରପ୍ରାପ୍ତ ସୈନିକ ତଥା ମୁଣ୍ଡାପଡାର ଅବସରପ୍ରାପ୍ତ ପଶୁ ଚିକିତ୍ସକ ବୁଲାଲୁ ସାହୁଙ୍କ ଗତକାଲି ପରଲୋକ ହୋଇଯାଇଛି । ସେ ଗତ ଚାରିବର୍ଷ ଧରି ପାରାଲିସିସ୍‌ ରୋଗରେ ପୀଡିତ ଥିଲେ । ଗତକାଲି ଅପରାହ୍ନ ୨ଟା ସମୟରେ ତାଙ୍କର
Read More...

ବୌଦ୍ଧରେ ବିଶ୍ୱ ରକ୍ତଦାତା ଦିବସ ପାଳିତ

ବୌଦ୍ଧ,୧୪/୬- ଜାତୀୟ ସ୍ୱାସ୍ଥ୍ୟମିଶନ୍‌ ତାଲିମ୍‌ କକ୍ଷରେ ଆଜି ବିଶ୍ୱ ରକ୍ତଦାତା ଦିବସ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ବବିତାରାଣୀ ଦଳବେହେରା ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ବୌଦ୍ଧ ବିଜ୍ଞାପିତ ଅଂଚଳ ପରିଷଦର ଅଧ୍ୟକ୍ଷ ମୃତ୍ୟୁଞ୍ଜୟ ମିଶ୍ର
Read More...

ଜିଲ୍ଲା ପ୍ରଶାସନ ପକ୍ଷରୁ ମନ୍ତ୍ରୀ ପ୍ରଦୀପ କୁମାର ଅମାତଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

ବୌଦ୍ଧ,୧୪/୬- ବୌଦ୍ଧ ଜିଲ୍ଲାର ସର୍କିଟ ହାଉସ ପରିସରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜଙ୍ଗଲ ଓ ପରିବେଶ, ପଂଚାୟତିରାଜ ଓ ପାନୀୟ ଜଳ ଏବଂ ସୂଚନା ଓ ଲୋକକସମ୍ପର୍କ ବିଭାଗ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଦୀପ କୁମାର ଅମାତଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଯାଇଛି । ଏହି ଅବସରରେ ଆୟୋଜିତ ସଭାରେ ଜିଲ୍ଲା
Read More...

ଡ୍ୟାନ୍ସ ଏକାଡେମୀ ଫୁଲବାଣୀର ବାର୍ଷିକ ଉତ୍ସବ, ରଜ ମଉଜ ଧୁମଧାମରେ ପାଳିତ

ଫୁଲବାଣୀ: କନ୍ଧମାଳ ଜିଲ୍ଲାର ଗାନ୍ଧୀ ସ୍ମୃତି ଭବନ ଠାରେ ଡ୍ୟାନ୍ସ ଏକାଡେମୀ ଫୁଲବାଣୀର ୨୨ତମ ବାର୍ଷିକ ଉତ୍ସବ ରଜ ମଉଜ ଧୁମଧାମରେ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ବିପିନ ବିହାରୀ ବେହେରା ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ଭାବରେ
Read More...

ପାତାଳି ଶ୍ରୀକ୍ଷେତ୍ରରେ ଦେବସ୍ନାନ ପୂର୍ଣ୍ଣିମା ଓ ମହାପ୍ରଭୁଙ୍କ ଗଜାନନ ବେଶ

ସୁବର୍ଣ୍ଣପୁର:ଆଜି ସୁବର୍ଣ୍ଣପୁର ଜିଲ୍ଲାର କୋଟସମଲାଇ ସ୍ଥିତ ପାତାଳି ଶ୍ରୀକ୍ଷେତ୍ରରେ ସ୍ନାନଯାତ୍ରା ଓ ମହାପ୍ରଭୁଙ୍କ ଗଜାନନ ବେଶ ଅନୁଷ୍ଠିତ ହୋଇଛି । ଏଥିପାଇଁ ଭୋରସକାଳ ୫ଟାରେ ମଙ୍ଗଳ ଆଳତି, ୯ଘଣ୍ଟାରେ ଧାଡ଼ି ପହଣ୍ଡି, ପୂର୍ବାହ୍ନ ୧୧ଟାରେ ଶ୍ରୀଜିଉଙ୍କ ମହାସ୍ନାନ ଓ ଅପରାହ୍ନ ୧ଘଣ୍ଟାରେ
Read More...