Yearly Archives

2022

ଭୁବନେଶ୍ୱର କେଶରୀ ମଲରେ ନିଆଁ

ଭୁବନେଶ୍ୱର : ରାଜଧାନୀର ମାର୍କେଟ ବିଲ୍ଡିଂରେ ଥିବା ବିଏମସି କେଶରୀ ମଲରେ ଭୟାବହ ଅଗ୍ନିକାଣ୍ଡ । ଭୁବନେଶ୍ୱର କେଶରୀ ମଲରେ ଗତ କିଛି ଦିନ ତଳେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା । ଆଜି ପୁଣି କେଶରୀ ମଲରେ ଅଗ୍ନିକାଣ୍ଡ ଘଟିଛି । ମଲର ପ୍ରଥମ ଓ ଦ୍ୱିତୀୟ ମହଲାରେ ନିଆଁ
Read More...

ପିତା ହେବେ ଏହି କ୍ରିକେଟର

ମୁମ୍ବାଇ : ଭାରତୀୟ ଦଳର ଖେଳାଳି ବିନୟ କୁମାର ଦୀର୍ଘ ଦିନ ଧରି ଅନ୍ତର୍ଜାତୀୟ କ୍ରିକେଟରୁ ଦୂରେଇ ରହିଛନ୍ତି। ୨୦୧୩ ରେ ଟିମ୍ ଇଣ୍ଡିଆ ପାଇଁ ଶେଷ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିଲେ । କିନ୍ତୁ ବର୍ତ୍ତମାନ ବିନୟ ଚର୍ଚ୍ଚାର ବିଷୟ ପାଲଟିଛନ୍ତି। ତାଙ୍କ ପତ୍ନୀ ରିଚା ଖୁବ୍‌ ଶୀଘ୍ର
Read More...

ଉତ୍କଳ ପ୍ରାଦେଶିକ ମାରୱାଡି ସମ୍ମେଳନର ରାଜ୍ୟ ପରିଷଦ ବୈଠକ, ଦୁଇ ବର୍ଷ ପାଇଁ ପଦାଧିକାରୀ ନିର୍ବାଚିତ

ସମ୍ବଲପୁର: ଉତ୍କଳ ପ୍ରାଦେଶିକ ମାରୱାଡି ସମ୍ମେଳନର ରାଜ୍ୟ ପରିଷଦ ବୈଠକ ଆଜି ସ୍ଥାନୀୟ ହୋଟେଲ ରୋୟଲ ରିଟ୍ରୀଟ ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ସମ୍ପୂର୍ଣ୍ଣ ରାଜ୍ୟରୁ ସମସ୍ତ ୬୦ ଟି ଯାକ ଶାଖାରୁ ପ୍ରାୟ ୩୦୦ ପ୍ରତିନିଧି ସାମିଲ ରହିଥିଲେ । ମାରୱାଡି ସମ୍ମେଳନର ରାଷ୍ଟ୍ରୀୟ ସମ୍ପାଦକ ସଞ୍ଜୟ
Read More...

ଦିନ ଦ୍ୱିପହର ଡକାୟତିକାଣ୍ଡର ପର୍ଦ୍ଦାଫାଶ,୭ ଗିରଫ

ସମ୍ବଲପୁର: ଗତ ୪ତାରିଖ ଦିନ ଦ୍ୱିପହରରେ ସ୍ଥାନୀୟ ଧନକଉଡ଼ାରେ ଏକ ଡକାୟତି କାଣ୍ଡ ଏଠାରେ ଚହଳ ସୃଷ୍ଟି କରିଥିଲା । ଏହି ଡକାୟତି କାଣ୍ଡର ପର୍ଦ୍ଦାଫାଶ କରିବା ସହିତ ପୁଲିସ ଏଥିରେ ସାମିଲ ୧୦ ଜଣଙ୍କ ମଧ୍ୟରୁ ୭ଜଣଙ୍କୁ ଗିରଫ କରିଛି ଓ ଫେରାର ଅନ୍ୟ ୩ ଜଣଙ୍କୁ ଖୋଜୁଛି । ସମ୍ବଲପୁର ଜିଲ୍ଲା
Read More...

ଆଜି ସଂଧ୍ୟାରେ ବାରବାଟୀ ଫାଇଟ୍‌, ବିଜୟ ଲକ୍ଷ୍ୟରେ ଭାରତ

କଟକ : ଆଜି ଭାରତ ଓ ଦକ୍ଷିଣ ଆଫ୍ରିକ ମଧ୍ୟରେ ଚାଲିଥିବା ଟି-୨୦ ସିରିଜର ଦ୍ୱିତୀୟ ମ୍ୟାଚ କଟକର ଐତିହାସିକ ବାରବାଟୀ ଷ୍ଟାଡିୟମରେ ଖେଳାଯିବ । ଏହୁ ନେଇ ଉଭୟ ଦଳର ଖେଳାଳିମାନେ ଗତକାଲି ଜୋରଦାର ଅଭ୍ୟାସ କରିଥିଲେ । ପ୍ରଥମ ଟି-୨୦ ଭାରତ ହାରି ଥିବାରୁ କଟକରେ କମ୍‌ ବ୍ୟାକ୍‌ ପାଇଁ ଦଳ ଜୋରଦାର
Read More...

ମହାପ୍ରଭୁଙ୍କ ସେନାପଟା ଲାଗି ପାଇଁ ପୁରୀରେ ପହଞ୍ଚିଲା ବଉଳ କାଠ

ପୁରୀ : ମହାପ୍ରଭୁଙ୍କ ସେନାପଟା ଲାଗି ପାଇଁ ପୁରୀରେ ପହଞ୍ଚିଲା ବଉଳ କାଠ । ମହାପ୍ରଭୁଙ୍କ ପାଇଁ ପ୍ରତିବର୍ଷ ସତ୍ୟବାଦୀ ଅଂଚଳରୁ ବଉଳ ଗଛ ଚିହ୍ନଟ କରାଯାଇ କାଠ ଅଣାଯାଏ । ଚଳିତ ବର୍ଷ ମନ୍ଦିର ପ୍ରଶାସନ ପକ୍ଷରୁ ଏକ ଟିମ ଯାଇ ଗଛ ଚିହ୍ନଟ କରିବା ପରେ ପୂଜା କରିବା ପରେ ଗଛକୁ କଟାଯାଇଥିଲା । ଆଜି
Read More...

ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ବିବାହ ଉତ୍ସବ

ପୁରୀ : ଶନିବାର ଶ୍ରୀମନ୍ଦିରରେ ପାଳିତ ହୋଇଛି ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ବିବାହ ଓ ରୁକ୍ମଣୀ ହରଣ ଏକାଦଶୀ । ସେଥିପାଇଁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବିଶେଷ ନୀତି ପାଳିତ ହୋଇଛି । ସକାଳ ଧୂପ ପୂଜା ବସିବା ସମୟରେ ଦକ୍ଷିଣୀ ଘରେ ମଦନମୋହନଙ୍କ ବେଶ ଅନୁଷ୍ଠିତ ହୋଇଥିଲା । ପରେ ମଦନମୋହନ ରତ୍ନ
Read More...

ଶିକାର କରିବା ପଡିଲା ମହଙ୍ଗା, ତିନି ଶିକାରୀ ଗିରଫ୍‌

ଦଶପଲ୍ଲା : ନୟାଗଡ ଜିଲ୍ଲା ମହିପୁର ବନ ବିଭାଗକୁ ମିଳିଛି ବଡ଼ ସଫଳତା । ଆଜି ଭୋର୍‌ ସମୟରେ ମାଇଛେଳି ସଂରକ୍ଷିତ ଜଙ୍ଗଲରେ ବନ ବିଭାଗ ଚଢ଼ାଉ କରି ୩ ଜଣ ଶିକାରୀକୁ ଗିରଫ କରି କୋର୍ଟଚାଲାଣ କରିଛି । ପ୍ରାପ୍ତ ସୂଚନା ଅନୁଯାୟୀ ଗତକାଲି ରାତ୍ରରେ ମାଇଛେଳି ସଂରକ୍ଷିତ ଜଙ୍ଗଲରେ ଶିକାରୀମାନେ
Read More...

ଜଣଙ୍କ ପଟ୍ଟାଜମି ଅନ୍ୟ ଜଣଙ୍କ କବ୍‌ଜାରେ; ଅଭିଯୋଗ କଲେ ବି ମିଳୁନି ସୁଫଳ, ଅନଶନ ଧମକ

ଫୁଲବାଣୀ: ଜଣଙ୍କ ପଟ୍ଟା ଜମି ଓ ଘର ଅନ୍ୟ ଜଣଙ୍କ ବେଆଇନ କବଜାରେ । ପ୍ରଶାସନର ନିର୍ଦ୍ଦେଶ ସତ୍ତେ୍ୱ ଜାଗା ଖାଲି କରୁନି ଜବରଦଖଲକାରୀ ଜଣଙ୍କ । ଖାଲିକରିବାକୁ କହିଲେ ଓଲଟା ଧମକ ଦେଉଛି କୁଆଡେ ଜବରଦଖଲକାରୀ ଜଣଙ୍କ । ଏଭଳି ଅଭିଯୋଗ ଅସିଛି କନ୍ଧମାଳ ଜିଲ୍ଲା ଚକାପାଦ ଅଂଚଳରୁ । ଅଭିଯୋଗ ପ୍ରକାରେ
Read More...

୫-ଟି ସଚିବଙ୍କୁ ସାକ୍ଷାତ କଲେ ବ୍ଳକ ଅଧ୍ୟକ୍ଷା ଓ ଉପାଧ୍ୟକ୍ଷ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ରାୟଗଡ ବ୍ଳକ ଅଧ୍ୟକ୍ଷା ପୂର୍ଣ୍ଣବାସୀ ନାୟକ ଓ ଉପାଧ୍ୟକ୍ଷ ଜ୍ୟୋତି ପ୍ରସାଦ ପାଣି ୫-ଟି ସଚିବ ଭି କେ ପାଣ୍ଡିଆନଙ୍କୁ ଭେଟି ବ୍ଳକର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଛନ୍ତି । ସଚିବ ବ୍ଳକର ଉନ୍ନତି କରିବା ପାଇଁ ପ୍ରତିଶ୍ରୁତି ଦେବା ସହ ନିର୍ମାଣଧୀନ
Read More...