Yearly Archives

2022

ପ୍ରଧାନ ଶିକ୍ଷୟତ୍ରୀଙ୍କ ବିରୋଧରେ ସଙ୍ଗୀନ୍‌ ଅଭିଯୋଗ

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା କ.ନୂଆଗାଁ ବ୍ଲକ୍‌ କଲୋନୀ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ ଓ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟର ପ୍ରଧାନ ଶିୟତ୍ରୀଙ୍କ ବିରୋଧରେ ସଙ୍ଗୀନ୍‌ ଅଭିଯୋଗ । ଛାତ୍ରଛାତ୍ରୀଙ୍କୁ ନିମ୍ନ ମାନର ସାମଗ୍ରୀ ଦେବା ସହ ବିଲ୍‌ ହେରଫେର କରିଥିବା ଅଭିଯୋଗ ଆଣିଲେ ସ୍କୁଲ
Read More...

ଜିଲ୍ଲାସ୍ତରୀୟ ଶିଶୁ ଶ୍ରମିକ ନିରାକରଣ ସଭା

ଗଜପତି,୧୧/୬- “ଶିଶୁଶ୍ରମ ମୁକ୍ତ ଓଡିଶା ଆମର ସଙ୍କଳ୍ପ” ଏହି ଉଦ୍ଦେଶ୍ୟ ନେଇ ଶ୍ରମ ଓ ରାଜ୍ୟ କର୍ମଚାରୀ ବୀମା ବିଭାଗ ଓଡିଶା ସରକାରଙ୍କ ଦ୍ୱାରା ପ୍ରତ୍ୟେକ ଜିଲ୍ଲାରେ ସଭା, ଶୋଭାଯାତ୍ରା, ସଚେତନା ସନ୍ଦେଶ ପ୍ରଦାନ କରାଯାଉଛି । ଆଜି ଗଜପତି ଜିଲ୍ଲାରେ ଶ୍ରମ କାର୍ଯ୍ୟାଳୟ ତରଫରୁ ସଚେତନା ସଭା
Read More...

କୋଶଳ ଆବାସିକ ବିଦ୍ୟାଳୟରେ ତିନିଦିନିଆ ଆଚାର୍ଯ୍ୟ ପ୍ରଶିକ୍ଷଣ ଶିବିର ଉଦଘାଟିତ

ସୁବର୍ଣ୍ଣପୁର,୧୧/୬- ସୁବର୍ଣ୍ଣପୁର ଜିଲ୍ଲା ସଦର ମହକୁମା ସୋନପୁରସ୍ଥିତ କୋଶଳ ଆବାସିକ ବିଦ୍ୟାଳୟର ସମ୍ମିଳନୀ କକ୍ଷରେ ଆଜି ପ୍ରଥମ ଆଚାର୍ଯ୍ୟ ପ୍ରଶିକ୍ଷଣ ଶିବିର ଉଦଘାଟିତ ହୋଇଯାଇଛି । ଆଜିର ଏହି ଉଦଘାଟନୀ ଉତ୍ସବରେ ମୁଖ୍ୟଅତିଥି ଭାବରେ ସୋନପୁର ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରତାପ
Read More...

ରାଜ୍ୟସରକାରଙ୍କ ନୂତନ ଶିକ୍ଷାନୀତି ଅନୁଯାୟୀ ସରକାରୀ ବିଦ୍ୟାଳୟର ନବୀକରଣ

ଗଜପତି,୧୧/୬- ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଦ୍ୱିତୀୟ ପର୍ଯ୍ୟାୟ ଭିତ୍ତିରେ ୫ଟି ଅନ୍ତର୍ଭୁକ୍ତ ହାଇସ୍କୁଲ ରୁପାନ୍ତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ପର୍ଯ୍ୟାୟରେ ଗଜପତିର ୩୧ଟି ରୁପାନ୍ତରିତ ହାଇସ୍କୁଲ ଭିଡିଓ କନଫରେନ୍ସ ମାଧ୍ୟମରେ ମାନ୍ୟବର ମୁଖ୍ୟମନ୍ତ୍ରୀ
Read More...

ପାଣ-ଗଣ୍ଡା ବିକାଶ ପରିଷଦ ତରଫରୁ ସାତ ଦଫା ଦାବିପତ୍ର

ବୌଦ୍ଧ,୧୧/୬:- ବିଭିନ୍ନ ଦାବି ନେଇ ବୌଦ୍ଧ ଜିଲ୍ଲା ପାଣ - ଗଣ୍ଡା ସମାଜ ବିକାଶ ପରିଷଦ ପକ୍ଷରୁ ସାଧାରଣ ସଂପାଦକ ସୁଧାଂଶୁ ଡାଙ୍ଗଙ୍କ ନେତୃତ୍ୱରେ ଏବଂ ସଭାପତି ବଟକୃଷ୍ଣ ପ୍ରଧାନ ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପୃଥକ୍‌ ପୃଥକ୍‌ ଭାବେ ହରଭଂଗା ବ୍ଲକ୍‌ ଏବଂ ତହସିଲ୍‌ କାର୍ଯ୍ୟାଳୟ ଘେରାଉ
Read More...

ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ, ୨୪ ତାରିଖରେ ସଭାପତି ଆସନ ପାଇଁ ଭୋଟ୍‌

ଘୁ. ଉଦୟଗିରି,୧୧/୬:- ସାରା ରାଜ୍ୟରେ ଥିବା ସମସ୍ତ ସମବାୟ ସମିତି ଗୁଡିକରେ ନିର୍ବାଚନ ନିମନ୍ତେ ଦିନ ଧାର୍ଯ୍ୟ ହେବା ପରେ ନିର୍ବାଚନ ନିମନ୍ତେ ସମସ୍ତ ପ୍ରକ୍ରିୟା କାର୍ଯ୍ୟକାରୀ ହେବାର ଦେଖିବାକୁ ମିଳିଛି । ଘୁ. ଉଦୟଗିରି ଠାରେ ଥିବା ବୃହଦାକାର ବହୁମୂଖୀ ସମବାୟ ସମିତିର ବିଭିନ୍ନ ପଦ ପଦବୀ
Read More...

ବୌଦ୍ଧ ମୁଖ୍ୟ ଚିିକିତ୍ସାଳୟରେ ଏଣିକି ମିଳିବ ସମସ୍ତ ପ୍ରକାର ଅଲଟ୍ରାସାଉଣ୍ଡ ସୁବିଧା

ବୌଦ୍ଧ,୧୧/୬: ଆଧୁନିକ ଚିକିତ୍ସା ବ୍ୟବସ୍ଥାରେ ସରକାର ସମସ୍ତ ପ୍ରକାର ଚିକିତ୍ସା ସେବା ସାଧାରଣଲୋକଙ୍କୁ ଯୋଗାଇଦେବା ପାଇଁ ପ୍ରତିଶୃତିବଦ୍ଧ ହୋଇଥିବାବେଳେ ବୌଦ୍ଧବାସୀଙ୍କ ପାଇଁ ଜିଲାପ୍ରଶାସନ ପକ୍ଷରୁ ଏଣିକି ସମସ୍ତ ପ୍ରକାର ଅଲଟ୍ରାସାଉଣ୍ଡ ସୁବିଧା ସଂପୂର୍ଣ୍ଣ ମାଗଣାରେ ଯୋଗାଇଦେବାର
Read More...

୨୫ ଦିନ ପରେ ଘରକୁ ଫେରିଲେ ଦାଦନ ଶ୍ରମିକ

ଦଶପଲ୍ଲା,୧୧/୬: - ଗତ ମାସ ୧୫ ତାରିଖ ଦିନ ପରିବାର ଲୋକଙ୍କ ଅଜ୍ଞାତରେ ଦାଦନ ଖଟିବାକୁ ରାଜ୍ୟ ବାହାରକୁ ଯାଇଥିବା ପୁଅକୁ ଆଜି ଫେରି ପାଇଛନ୍ତି ପରିବାର ଲୋକ ଯାହାକୁ ନେଇ ପରିବାର ଲୋକଙ୍କ ମଧ୍ୟରେ ଖୁସି ପ୍ରକାଶ ପାଇଛି । ପୁଅ ଫେରି ଆସିଥିବା ନେଇ ଥାନାରେ ହାଜର ହୋଇ ପରିବାର ଲୋକ ଜଣାଇଛନ୍ତି
Read More...

ଅଟୋ ଦୁର୍ଘଟଣା ଗ୍ରସ୍ତ, ୨ ଗୁରୁତର

ଫୁଲବାଣୀ,୧୧/୬ - କନ୍ଧମାଳ ଜିଲ୍ଲା ଫୁଲବାଣୀ ନିକଟସ୍ଥ ରୁଜାଙ୍ଗୀଠାରେ ଏକ ଅଟୋ ଭାରସାମ୍ୟ ହରାଇ ଦୁର୍ଘଟଣା ଗ୍ରସ୍ତ ହୋଇପଡିବା ଫଳରେ ଡ୍ରାଇଭର ସମେତ ଜଣେ ଯାତ୍ରୀ ଆହତ ହୋଇଛନ୍ତି । ସ୍ଥାନୀୟ ଲୋକେ ଆହତ ୨ ଜଣଙ୍କୁ ଚିକିତ୍ସା ପାଇଁ ଫୁଲବାଣୀ ସଦର ମହକୁମା ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି ।
Read More...

ପ୍ରେସକ୍ଳବକୁ କନ୍ଧମାଳ ସାଂସଦ ଡ଼ଃ ଅଚ୍ୟୁତ ସାମନ୍ତ ବ୍ୟକ୍ତିଗତ ଭାବେ ଏକଲକ୍ଷ ଟଙ୍କା ପ୍ରଦାନ

ଫୁଲବାଣୀ,୧୧/୬:- ଫୁଲବାଣୀ ଜିଲ୍ଲା ପ୍ରେସ କ୍ଲବର ବିଭିନ୍ନ ଅଭାବ ଅସୁବିଧାକୁ ହୃଦୟଙ୍ଗମ କରି କନ୍ଧମାଳ ସାଂସଦ ଡ଼. ଅଚ୍ୟୁତ ସାମନ୍ତ ବ୍ୟକ୍ତିଗତ ଭାବେ ଏକଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି । ଏନେଇ ସାଂସଦ ପ୍ରତିନିଧି ଦେବେନ୍ଦ୍ର ସାମଲ ସୂଚନା ଦେଇଛନ୍ତି । ଫଳରେ ପ୍ରେସକ୍ଲବ ସଭାପତି ସୁନୀଲ
Read More...