Yearly Archives

2022

ପିଏମ୍‌ କେୟାର୍ସରେ ସାମିଲ ହେଲେ ୪ ପିତୃମାତୃ ହୀନ

ପୁରୀ : କୋଭିଡ ସଂକ୍ରମଣ ଓ ତଦଜନିତ ପ୍ରଭାବରୁ ପୁରୀ ଜିଲ୍ଲାରେ ୪ ଜଣ ନାବାଳକ ପିତୃମାତୃ ହୀନ ହୋଇଥିଲେ । ଏହି ପିଲାମାନଙ୍କୁ ଭାରତ ସରକାରଙ୍କ ପିଏମ୍‌ କେୟାର୍ସ କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତ କରାଯାଇଛି । ସେମାନଙ୍କ ଭବିଷ୍ୟତକୁ ସୁରକ୍ଷିତ ରଖିବା ଏବଂ ସେମାନଙ୍କୁ ଯତ୍ନ ଓ ସୁରକ୍ଷା ଯୋଗାଇ
Read More...

ପ୍ରକାଶ ପାଇଲା ସିଭିଲ ସର୍ଭିସ୍ ପରୀକ୍ଷା ଫଳ,ଓଡ଼ିଶାରୁ କିଏ ହେଲେ ଆଇଏଏସ ଜାଣନ୍ତୁ

ନୂଆଦିଲ୍ଲୀ : ୟୁପିଏସସି ପରୀକ୍ଷା ଫଳ ପ୍ରକାଶ ପାଇଛି । ୟୁପିଏସସିର ଅଫିସିଆଲ ୱେବସାଇଟରେ ପରୀକ୍ଷା ଫଳ ପ୍ରକାଶ ପାଇଛି । ଶ୍ରୁତି ଶର୍ମା ପରୀକ୍ଷାରେ ୧ ନମ୍ବର ସ୍ଥାନ ହାସଲ କରିଛି । ପ୍ରଥମ ଚାରିଟି ସ୍ଥାନରେ ଝିଅମାନେ ରହିଛନ୍ତି । ଷ୍ଟିଫେନ୍ସ କଲେଜ ଏବଂ ଜେଏନୟୂରେ ଶ୍ରୁତି
Read More...

ତରଭା ମଦ ଦୋକାନ ଚୋରିର ପର୍ଦ୍ଦାଫାସ କଲା ସୋନପୁର ପୋଲିସ୍‌

ସୁବର୍ଣ୍ଣପୁର-ଗତ ୧୯ତାରିଖରେ ତରଭା ମଦ ଦୋକାନରେ ହୋଇଥିବା ଚୋରି ଘଟଣାର ପର୍ଦ୍ଦାଫାସ କରିଛି ସୁବର୍ଣ୍ଣପୁର ଜିଲ୍ଲା ପୋଲିସ । ଗତ ୧୯ ତାରିଖ ଦିନ ତରଭା ବିଦେଶୀ ମଦ ଦୋକାନରୁ ୧୫୨ କାର୍ଟୁନ ମଦ ସହିତ ୯୦ ହଜାର ଟଙ୍କା ଚୋରି ହୋଇଥିବା ମଦ ଦୋକାନ ମାଲିକ ତରଭା ଥାନାରେ ଅଭିଯୋଗ କରିଥିଲେ । ପରେ
Read More...

ସରପଞ୍ଚ ତାରାକାନ୍ତୀ ତାଣ୍ଡିଙ୍କ ଉଦ୍ୟମରେ କୂଅରୁ ସୁରକ୍ଷିତ ଭାବେ ବଳଦକୁ ଉଦ୍ଧାର କଲେ ଅଗ୍ନିଶମ ବାହିନୀ

ପାଟଣାଗଡ଼ : ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ଜିଲ୍ଲା ଖପ୍ରାଖୋଲ ବ୍ଲକ ଦମାଇଁପାଲି ପଞ୍ଚାୟତ ଅନ୍ତର୍ଗତ ବଡ଼ଉଡେନ ଗ୍ରାମର ଡୁଙ୍ଗୁରିପାଲିପଡ଼ା ଠାରେ ଏକ ବଳଦ ଅଳ୍ପକେ ମୃତ୍ୟୁ ମୁଖରୁ ବଞ୍ଚିପାରିଛି । ରଖେ ହରି ତ ମାରେ କିଏ ଆଉ ମାରେ ହରି ତ ରଖେ କିଏ ଭଳି କୂଅ ପାଖରେ ଚରୁ ଚରୁ ଏକ ବଳଦ
Read More...

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସାକ୍ଷାତ କଲେ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ : ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପରେ ନବୀନ ଓ ମୋଦୀଙ୍କ ମଧ୍ୟରେ ୩୦ ମିନିଟର ଆଲୋଚନା ହୋଇଥିଲା। ମୋଦୀଙ୍କୁ ଭେଟିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତିକ୍ରିୟା ଦେଇ କହିଛନ୍ତି “କରୋନା ପାଇଁ
Read More...

୭୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ନୂତନ ବଜାର ଘର କାର୍ଯ୍ୟକ୍ଷମ ହେବ କେବେ?

ପାରଳାଖେମୁଣ୍ଡି : ପ୍ରାୟ ଦେଢ଼ ଶହ ବର୍ଷ ପୁରୁଣା ପାରଳାଖେମୁଣ୍ଡି ପୌର ପରିଷଦ ଅଞ୍ଚଳରେ ଏକ ମାତ୍ର ପରିବା ବଜାର ରହିଛି । ଦିନକୁ ଦିନ ପାରଳାଖେମୁଣ୍ଡି ସହରର ଜନସଂଖ୍ୟା ବୃଦ୍ଧି ପାଉଥିବା ବେଳେ ପ୍ରତିଦିନ ଏହା ଉପରେ ସମସ୍ତେ ନିର୍ଭରଶୀଳ । ତେଣୁ ଏହି ଅଞ୍ଚଳରେ ଟ୍ରାଫିକ ଠାରୁ ଆରମ୍ଭ କରି
Read More...

ପ୍ରଦୀପ ଓ ଜୟଦେବଙ୍କୁ ରାଜ୍ୟସଭା ଟିକଟ ନ ମିଳିବାରୁ ନବରଙ୍ଗପୁରବାସୀ ନିରାଶ

ନବରଙ୍ଗପୁର: ବରିଷ୍ଠ ଆଦିବାସୀ ନେତା ପୂର୍ବତନ ସାଂସଦ ପ୍ରଦୀପ ମାଝୀଙ୍କୁ ମିଳିଲାନି ରାଜ୍ୟସଭା ସାଂସଦ ଟିକଟ । ଫଳରେ ନବରଙ୍ଗପୁର ଜିଲ୍ଲାବାସୀ ନିରାଶ ହୋଇଛନ୍ତି । ପ୍ରଦୀପ ପ୍ରଦେଶ କଂଗ୍ରେସ କମିଟିର କାର୍ଯ୍ୟକାରୀ ସଭାପତି ପଦ ଛାଡି ବିଜୁ ଜନତା ଦଳରେ ସାମିଲ ହୋଇଥିଲେ । ତାଙ୍କୁ ବିଜେଡିର
Read More...

ତ୍ରିବେଣୀ ସଙ୍ଗମ ଠାରେ ବୁଡ଼ ପକାଇଲେ ସଚେତନ ନାଗରିକ ମଞ୍ଚର କର୍ମକର୍ତ୍ତା

ସୁବର୍ଣ୍ଣପୁର,୩୦/୫ - ରାମେଶ୍ୱର ସ୍ଥିତ ତ୍ରିବେଣୀ ସଙ୍ଗମରେ ବୁଡ଼ ପକାଇଲେ ସଚେତନ ନାଗରିକ ମଞ୍ଚର କର୍ମକର୍ତ୍ତା ମାନେ । ଆଜି ହେଉଛି ପବିତ୍ର ସୋମବତୀ ଅମାବାସ୍ୟା । ଏହି ଦିନ ସଙ୍ଗମ୍‌ ଘାଟରେ ବୁଡ଼ ପକାଇ ଭଗବାନ ଦେବ ଦେବ ମହାଦେବଙ୍କୁ ଦର୍ଶନକଲେ ମନସ୍କାମନା ପୁରଣ ହୋଇଥାଏ ବୋଲି ବିଶ୍ୱାସ
Read More...

ବୌଦ୍ଧ ଜିଲ୍ଲା କ୍ରିକେଟ ସଙ୍ଘର ନିର୍ବାଚନ: ସଭାପତି ଭାବେ ନିରଞ୍ଜନ ମେହେର ଓ ସଂପାଦକ ଯୁଗଳ କିଶୋର ସାମଲ ନିର୍ବାଚିତ

ବୌଦ୍ଧ,୩୦/୫:- ବୌଦ୍ଧ ଜିଲ୍ଲା କ୍ରିକେଟ ସଙ୍ଘର ବାର୍ଷିକ ସାଧାରଣ ପରିଷଦ ବୈଠକ ଏବଂ ନିର୍ବାଚନ ରବିବାର ଅନୁଷ୍ଠିତ ହୋଇଯାଇଛି । ଏହି ନିର୍ବାଚନରେ ସଙ୍ଘର ସଭାପତି ଭାବେ ନିରଞ୍ଜନ ମେହେର, ଉପ ସଭାପତି ଭାବେ ଲମ୍ବୋଦର ପୁରୋହିତ, ସମ୍ପାଦକ ଭାବେ ଯୁଗଳ କିଶୋର ସାମଲ, ସହ ସମ୍ପାଦକ ଭାବେ ପ୍ରଦୀପ
Read More...

ଋତୁସ୍ରାବ ସ୍ୱଚ୍ଛତା ଦିବସ ପାଳିତ

ଫୁଲବାଣୀ,୩୦/୫ : ଅନ୍ତର୍ଜାତୀୟ ସଂଗଠନ ସେଭ୍‌ ଦି ଚିଲ୍ଡରେନ ତରଫରୁ କ.ନୂଆଗାଁ ବ୍ଳକର ସାରଙ୍ଗଗଡ ଓ ବଣ୍ଡଗୁଡା ଠାରେ ( ଋତୁସ୍ରାବ ସ୍ୱଚ୍ଛତା ଦିବସ) ପାଳିତ ହୋଇଯାଇଛି । ପଂଚାୟତରେ ପୃଥକ ପୃଥକ ସ୍ଥାନରେ ଆୟୋଜିତ କାର୍ଯ୍ୟକ୍ରମରେ ୧୦୦ରୁ ଅଧିକ କିଶୋରୀ ବାଳିକା , ମହିଳା ସ୍ୱାସ୍ଥ୍ୟକର୍ମୀମାନେ
Read More...