Yearly Archives

2022

ଜାଣନ୍ତୁ ଆଇପିଏଲ ବିଜେତା ଦଳକୁ କେତେ କୋଟି ମିଳିବ ପୁରସ୍କାର ରାଶି

ନୂଆଦିଲ୍ଲୀ : ଆଜି ସଂଧ୍ୟାରେ ଆଇପିଏଲ-୨୦୨୨ର ଟାଇଟଲ ମୁକାବଲା ରାଜସ୍ଥାନ ରୟାଲ୍ସ ଓ ଗୁଜରାଟ ଟାଇଟନ୍ସ ମଧ୍ୟ ହେବ । ଏହା ପୂର୍ବରୁ ଦ୍ୱିତୀୟ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚରେ ରୟଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପରାସ୍ତ ହୋଇ ଟୁର୍ଣ୍ଣାମେଣ୍ଟରୁ ବିଦାୟ ନେବା ଟାଇଟଲ ହାତେଇବା ବିଫଳ ହୋଇଛି । ଦଳ
Read More...

୧୦ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଗିରଫ କଲା ପୁରୀ ପୁଲିସ

ପୁରୀ: ପୁରୀ ପୋଲିସକୁ ପୁଣିଥରେ ମଳିଛି ସଫଳତା । ବାସେଳୀ ସାହି, କୁମ୍ଭାରପଡ଼ା, ବଳିଆପଣ୍ଡା ଓ ସମୁଦ୍ରକୂଳ ଥାନା ପୋଲିସ ଅଞ୍ଚଳରେ ଚଢାଉ କରାଯାଇ ୧୦ ଜଣ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଗିରଫ କରାଯାଇଛି । ସେମାନଙ୍କ ଠାରୁ ଦୁଇଟି ଅଫୁଟା ବୋମା, ଗୋଟିଏ ଖଣ୍ଡା, ଲୁହା ରଡ଼, ମୋବାଇଲ, ୫ଟି ବିୟର
Read More...

କେରଳ ଛୁଇଁଲା ଦକ୍ଷିଣ -ପଶ୍ଚିମ ମୌସୁମୀ ବାୟୁ

ଭୁବନେଶ୍ୱର: କେରଳ ଛୁଇଁଲା ଦକ୍ଷିଣ -ପଶ୍ଚିମ ମୌସୁମୀ ବାୟୁ । ନିର୍ଦ୍ଧାରିତ ସମୟର ତିନି ଦିନ ପୂର୍ବରୁ ସ୍ଥଳଭାଗ ଛୁଇଁଛି ମୌସୁମୀ ବାୟୁ । ଏନେଇ ଟୁଇଟ୍ କରି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଜୁନ ୧ରେ କେରଳ ଛୁଇଁବ ବୋଲି ପୂର୍ବାନୁମାନ କରିଥିଲା ଆଇଏମଡି । ମୌସୁମୀ ବାୟୁ କେରଳ
Read More...

ଶୀତଳ ଷଷ୍ଠୀ ଯାତ୍ରା :ମିଳିତ ସମନ୍ୱୟ ସମିତି ସହିତ ଏସପିଙ୍କ ବୈଠକ

ସମ୍ବଲପୁର: ସମ୍ବଲପୁରଠାରେ ଅନୁଷ୍ଠିତ ଐତିହାସିକ ବିଶ୍ୱ ପ୍ରସିଦ୍ଧ ଶୀତଳ ଷଷ୍ଠୀ ଯାତ୍ରାର ଆୟୋଜନ ପାଇଁ ପ୍ରସ୍ତୁତି ପର୍ବ ଚୂଡାନ୍ତ ପର୍ଯ୍ୟାୟରେ ପହଁଚି ଯାଇଛି । ଆଗାମୀ ୩୧ ତାରିଖରୁ ପ୍ରାୟ ଏକ ସପ୍ତାହବ୍ୟାପି ଏହି ଧାର୍ମିକ ମହୋତ୍ସବ ଆରମ୍ଭ ହେବାକୁ ଥିବା ବେଳେ ସମ୍ବଲପୁର ଜିଲା ପୁଲିସ
Read More...

ସୁଲତା, ସସ୍ମିତ,ମାନସ ଓ଼ ନିରଞ୍ଜନଙ୍କୁ ରାଜ୍ୟସଭା ଲଡୁ

ଭୁବନେଶ୍ୱର : କଳ୍ପନାଜଳ୍ପନାର ଅନ୍ତ । ଘୋଷଣା ହେଲା ୪ଜଣ ରାଜ୍ୟସଭା ପ୍ରାର୍ଥୀଙ୍କ ନାମ । ବିଜେଡି ପକ୍ଷରୁ ୪ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି । ଏଥିରେ ସସ୍ମିତ ପାତ୍ରଙ୍କୁ ପୁଣି ଥରେ ରିପିଟ କରାଯାଇଥିବା ବେଳେ ମହିଳା ପ୍ରାର୍ଥୀ ଭାବେ ସୁଲତା ଦେଙ୍କୁ ପ୍ରାର୍ଥୀ କରିଛି ଦଳ ।
Read More...

ରାଜନୀତିରେ ପାଦ ଥାପିବେ ପାରଳା ଗଜପତି ବଂଶର ଆଉ ଜଣେ ଦାୟଦ

ପାରଳାଖେମୁଣ୍ଡି : ରାଜ୍ୟ ରାଜନୀତିରେ ପାରଳା ରାଜ ବଂଶର ସବୁବେଳେ ପ୍ରମୁଖ ଭୂମିକା ରହି ଆସିଛି । ଏବେ ପାରଳା ଗଜପତି ବଂଶର ଆଉ ଜଣେ ଦାୟଦ ରାଜନୀତିରେ ପାଦ ଥାପିପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି । ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଓଡ଼ିଶାର ପ୍ରଥମ ପ୍ରଧାନମନ୍ତ୍ରୀ ହୋଇ ଥିବା ବେଳେ ତାଙ୍କ
Read More...

ମଧ୍ୟାହ୍ନ ଭୋଜନ ଚାଉଳ ବୋଝେଇ ମିନିଟ୍ରକକୁ ଅଟକ ରଖିଲା ପାଟଣାଗଡ ପୁଲିସ

ପାଟଣାଗଡ଼: ଦ୍ରୁତ ଗତିରେ ଯାଉଥିବା ବେଳେ ଏକ ମିନିଟ୍ରକକୁ ପାଟଣାଗଡ ପୁଲିସ ଅଟକ ରଖିଛି । ମିନିଟ୍ରକ୍‌ ଓଆର୍‌-୦୨କ୍ୟୁ-୯୯୧୫ରେ ମଧ୍ୟାହ୍ନ ଭୋଜନ ଚାଉଳ ବୋଝେଇ ହୋଇଥିବା ଜଣାପଡିଛି । ପୁଲିସ ସୂତ୍ରରୁ ପ୍ରକାଶ ଯେ, ଗତ ଗୁରୁବାର ଅପରାହ୍ନ ୪ଟା ସମୟରେ ଉକ୍ତ ମିନିଟ୍ରକ୍‌ ଯୋଗୀମୁଣ୍ଡା ସ୍ଥିତ
Read More...

ଓଡିଶା ପୁଲିସ ପକ୍ଷରୁ ଅଙ୍ଗପଡାର ସୁପୁତ୍ର ସହିଦ ଦେବାଶିଷ ସେଠୀଙ୍କ ପରିବାରଙ୍କୁ ସମ୍ବର୍ଦ୍ଧନା

ଭୁବନେଶ୍ୱର : ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ନିର୍ବାଚନ ମଣ୍ଡଳୀର କିଶୋରନଗର ବ୍ଲକ ଅନ୍ତର୍ଗତ ଅଙ୍ଗପଡା ଗ୍ରାମର ସୁପୁତ୍ର କନ୍ଧମାଳ ସୀମାନ୍ତରେ ମାଓବାଦୀଙ୍କ ସହ ଲଢେଇ କରି ସହିଦ ହୋଇଥିବା ଦେବାଶିଷ ସେଠୀ ସୌର୍ଯ୍ୟଚକ୍ର ସମ୍ମାନିତ ହେବେ । ଏହା ପୂର୍ବରୁ ଓଡିଶା ପୁଲିସ ପକ୍ଷରୁ ଡିଜି
Read More...

ଆଇପିଏଲ : ଆଜି ରାଜସ୍ଥାନ ଓ ଗୁଜରାଟ ମଧ୍ୟରେ ଟାଇଟଲ ଲଢେଇ

ଅହମ୍ମଦାବାଦ : ଦୀର୍ଘ ୬୬ ଦିନର ରୋମାଞ୍ଚ ଓ ୭୩ଟି ସଂଘର୍ଷପୂର୍ଣ୍ଣ ମୁକାବିଲା ପରେ ଚଳିତ ଆଇପିଏଲ୍‌ର ଟାଇଟଲ ଲଢେଇ ଆରମ୍ଭ ହେବାକୁ ଯାଉଛି । ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା । ଗୁଜରାଟ ଟାଇଟନ୍ସ ଓ ରାଜସ୍ଥାନ ରୟାଲ୍ସ ଆଇପିଏଲ୍‌ର ଆକର୍ଷଣୀୟ ଟ୍ରଫି ଓ ମନଲୋଭା ପୁରସ୍କାର ହାତେଇବା ପାଇଁ
Read More...

ରଟିଙ୍ଗିଆରେ ନିର୍ବାଚିତ ଜନ ପ୍ରତିନିଧିଙ୍କୁ ସମ୍ବର୍ଦ୍ଧନା

ଘୁ. ଉଦୟଗିରି :- କନ୍ଧମାଳ ଜିଲ୍ଲା ଘୁ. ଉଦୟଗିରି ବ୍ଲକ ଅନ୍ତର୍ଗତ ରଟିଙ୍ଗିଆ ପଞ୍ଚାୟତର ପଞ୍ଚାୟତ ବିଦ୍ୟାଳୟ ଠାରେ ନବନିର୍ବାଚିତ ଜନ ପ୍ରତିନିଧିମାନଙ୍କୁ ନେଇ ଏକ ସମ୍ବର୍ଦ୍ଧନା ଉତ୍ସବ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଚତୁର୍ଭୁଜ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ
Read More...