Yearly Archives

2022

ସାଲୁଙ୍କି ନାଳ ଉନ୍ନତିକରଣ କାର୍ଯ୍ୟରେ ଅନିୟମିତତା ଅଭିଯୋଗ,କାର୍ଯ୍ୟସ୍ଥଳ ପରିଦର୍ଶନ କଲେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷା…

ଘୁ ଉଦୟଗିରି: ଘୁ.ଉଦୟଗିରି ସହରର ଜୀବନରେଖା ସାଲୁଙ୍କି ନାଳ । ଏହି ନାଳ ଏବେ ବିପଦସଙ୍କୁଳ ଅବସ୍ଥାରେ ଥିବା ବେଳେ କ୍ଷୁଦ୍ର ଜଳସେଚନ ବିଭାଗ ପକ୍ଷରୁ ଏହାର ପୁନରୁଦ୍ଧାର ସହ ମୃତ୍ତିକା ସଂରକ୍ଷଣ ନିମନ୍ତେ ଯୋଜନା ପ୍ରସ୍ତୁତ କରି କାର୍ଯ୍ୟ ଜାରି ରହିଛି । ସାଲୁଙ୍କି ନାଳ ଉନ୍ନତିକରଣ ପାଇଁ
Read More...

ଲିଙ୍ଗ ନିରୂପଣ ନିଷେଧ ଆଇନ-୧୯୯୪ ଅନ୍ତର୍ଗତ ଜିଲ୍ଲାସ୍ତରୀୟ ଉପଦେଷ୍ଟା କମିଟି ବୈଠକ

ସୁବର୍ଣ୍ଣପୁର: ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ ଲିଙ୍ଗ ନିରୂପଣ ନିଷେଧ ଆଇନ-୧୯୯୪ ଅନ୍ତର୍ଗତ ଜିଲ୍ଲାସ୍ତରୀୟ ଉପଦେଷ୍ଟା କମିଟି ବୈଠକ ଅତିରିକ୍ତ ଜିଲ୍ଲାପାଳ ନିଶି ପୁନମ ମିଞ୍ଜଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବୈଠକ ପ୍ରାରମ୍ଭରେ ମୁଖ୍ୟ ଜିଲ୍ଲା ସ୍ୱାସ୍ଥ୍ୟ
Read More...

କମିଲା ବସ୍‌ ଭଡା, ଜାଣନ୍ତୁ କେତେ ?

ଭୁବନେଶ୍ୱର : ତେଲ ଦର କମିବାରୁ ହ୍ରାସ ପାଇଛି ବସ୍ ଭଡ଼ା। ବିଭିନ୍ନ ବସ୍ ସେବା ପାଇଁ ଭଡ଼ା ହ୍ରାସ କରାଯାଇଛି। ଅର୍ଡିନାରୀ ବସ୍ ଭଡ଼ା ପୂର୍ବରୁ କିଲୋମିଟର ପିଛା ୯୨ ପଇସା ଥିଲା। ଏବେ ଏହା ହ୍ରାସ ପାଇ ୮୯ ପଇସା ହୋଇଛି। ଏକ୍ସପ୍ରେସ ବସ୍‌ର ଭଡ଼ା କିଲୋମିଟର ପିଛା ୯୬ ପଇସା ଥିବା ବେଳେ ଏବେ ଏହା
Read More...

ଶିଳ୍ପ ବିହୀନ ଜିଲ୍ଲାରେ ଦାଦନ ଦୁଃଖ : ପୁଣି ଏକ ଦାଦନ ଶ୍ରମିକଙ୍କ ଶବ ଭିଟାମାଟିକୁ ଫେରୁଛି, ତଦନ୍ତ ଦାବି

ପାଟଣାଗଡ଼ : ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡରେ ସରୁନି ଦାଦନ ଦୁଃଖ । ଶିଳ୍ପ ବିହୀନ ବଲାଙ୍ଗୀର ଜିଲ୍ଲାରେ କାମଧନ୍ଦା ଅଭାବରୁ ପେଟପାଟଣା ପାଇଁ ବାହାର ରାଜ୍ୟ ଆନ୍ଧ୍ର ପ୍ରଦେଶ, କେରଳ, ଚେନ୍ନାଇ, ଓ ବେଙ୍ଗୁଲୁରକୁ ଦାଦନ ଖଟିବାକୁ ଯାଉଛନ୍ତି ଲୋକେ । ହେଲେ ଦୁଃଖର ବିଷୟ କିଏ ଶବ ହୋଇ
Read More...

ଟିମ୍‌ ଇଣ୍ଡିଆ ପାଇଁ ଇଂଲଣ୍ଡରୁ ଆସିଲା ଖୁସି ଖବର, ଜାଣନ୍ତୁ କ’ଣ

ନୂଆଦିଲ୍ଲୀ : ଇଂଲଣ୍ଡର ଷ୍ଟାର ଅଲରାଉଣ୍ଡର ତଥା ନବ ନିଯୁକ୍ତ ଟେଷ୍ଟ ଅଧିନାୟକ ବେନ ଷ୍ଟୋକ୍ସ ଭାରତ ବିପକ୍ଷ ଦିନିକିଆ ଓ ଟି-୨୦ ସିରିଜରେ ଉପଲବ୍ଧ ହେବେ ନାହିଁ । ଏହି ଖବର ନିହାତି ଭାବେ ଭାରତର ଅଧିନାୟକ ରୋହିତ ଶର୍ମାଙ୍କୁ ଖୁସି ଦେଇଥିବ । କାରଣ ଷ୍ଟୋକ୍ସ ଜଣେ ଧୁଆଁଧାର ବ୍ୟାଟ୍ସମ୍ୟାନ ଭାବେ
Read More...

ଏହି ରାଜ୍ୟରେ ଭତ୍ତା ୧୦୦୦ଟଙ୍କା ମିଳିବ, ବଜେଟରେ ଘୋଷଣା କଲେ ସରକାର

ନୂଆଦିଲ୍ଲୀ : ଉତ୍ତରପ୍ରଦେଶ ଅର୍ଥମନ୍ତ୍ରୀ ସୁରେଶ ଖାନ୍ନା ଯୋଗୀ ସରକାରଙ୍କ ଦ୍ୱିତୀୟ କାର୍ଯ୍ୟକାଳର ପ୍ରଥମ ବଜେଟକୁ ଗୁରୁବାର ବିଧାନସଭାରେ ଉପସ୍ଥାପନ କରିଛନ୍ତି । ୬ ଲକ୍ଷ ୧୫ ହଜାର ୫୧୮ କୋଟି ୯୭ ଲକ୍ଷ ବଜେଟରେ ଯୋଗୀ ସାମାଜିକ ସୁରକ୍ଷା ପାଇଁ ଅନେକ ବଡ଼ ଘୋଷଣା କରିଛନ୍ତି । ବୃଦ୍ଧ,
Read More...

ଗାଡ଼ି ଜାଳିଦେଲେ ମାଓବାଦୀ

ଭବାନୀପାଟଣା : ଗାଡ଼ି ଜାଳିଦେଲେ ମାଓବାଦୀ । ନିର୍ମାଣ କାମରେ ନିୟୋଜିତ ଥିବା ଗାଡି ଜାଳିଦେଲେ ମାଓବାଦୀ । ଭବାନୀପାଟଣା ସଦର ବ୍ଲକ ଯୁଗସାଇପାଟଣା ପୋଖରୀ ଘାଟି ନିକଟରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଖବର ଅନୁଯାୟୀ, ଯୁଗସାଇପାଟଣା ପୋଖରୀ ଘାଟି ମାନସ୍କାରେ ପ୍ରଧାନମନ୍ତ୍ରୀ ସଡ଼କ
Read More...

୧୦ମ ଦିନରେ ଶ୍ରୀ ଶ୍ରୀ ଲଷ୍ମୀ ନୃସିଂହ ଚତୁର୍ଦ୍ଦଶୀ ଚନ୍ଦନ ଯାତ୍ରା

ଫୁଲବାଣୀ: ଫୁଲବାଣୀ ସହର ଜିରିଙ୍ଗିପଡା ଶ୍ରୀ ଶ୍ରୀ ଲଷ୍ମୀ ନୃସିଂହ ମନ୍ଦିର ପ୍ରାଙ୍ଗଣରେ ଚାଲିଥିବା ଶ୍ରୀ ଶ୍ରୀ ଲଷ୍ମୀ ନୃସିଂହ ଚତୁର୍ଦ୍ଦଶୀ ଚନ୍ଦନ ଯାତ୍ରା ଦଶମ ଦିନରେ କନ୍ଧମାଳ ସାଂସଦ ଡ଼ଃ ଅଚ୍ୟୁତ ସାମନ୍ତ ମୁଖ୍ୟ ଅତିଥି ଭାବେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ବିଜେଡି ମହିଳା ସଭାନେତ୍ରୀ
Read More...

ପୁଣି ଦଶପଲ୍ଲା ମହାବୀରଙ୍କ ହୁଣ୍ଡିରୁ ଚୋରି

ଦଶପଲ୍ଲା : ଦଶପଲ୍ଲା ଗଡ଼ଜାତର ଆରାଧ୍ୟ ଦେବତା ମହାବୀରଙ୍କ ମନ୍ଦିର ପରିସରରେ ଥିବା ହୁଣ୍ଡିକୁ ଗତରାତିରେ କେହି ଭାଙ୍ଗିଦେବା ସହିତ ହୁଣ୍ଡିରେ ଥିବା ସମସ୍ତ ଦାନରାଶି ଚୋରି କରି ନେଇଯାଇଛନ୍ତି । ଗତ କିଛିଦିନ ତଳେ ମଧ୍ୟ ଶ୍ରୀ ମହାବୀରଙ୍କ ହୁଣ୍ଡି ଭାଙ୍ଗି ଅନୁରୁପ ଭାବରେ ଚୋରି ହୋଇଥିଲା ।
Read More...

ଶୀଘ୍ର ଆସିବନି ମୌସୁମୀ

ନୂଆଦିଲ୍ଲୀ: ଆସନ୍ତାକାଲି କେରଳ ଛୁଇଁବନି ମୌସୁମୀ । ପୂର୍ବରୁ ଏନେଇ ପାଣିପାଗ ବିଭାଗ ଆକଳନ କରିଥିଲେ ମଧ୍ୟ ପାଗ ବିଗାଡ଼ି ଦେଇଛି ଘୂର୍ଣ୍ଣିବଳୟ । ଘନଘନ ଘୂର୍ଣ୍ଣିବଳୟ ଯୋଗୁ ସୃଷ୍ଟି ମୌସୁମୀ ପାଇଁ ସୃଷ୍ଟି କରିଛି ପ୍ରତିକୂଳ ପାଗ । କାଳବୈଶାଖୀ କିମ୍ବା ଲଘୁଚାପ ସୃଷ୍ଟି ସମ୍ଭାବନା ନଥିବାରୁ
Read More...