Yearly Archives

2022

ଜୀବିକା ମିଶନ ଦ୍ୱାରା ୪୫ ଜଣ ଚାଷୀଙ୍କୁ ପାଣି ପମ୍ପସେଟ ବଣ୍ଟନ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ମୋହନା ବ୍ଳକର ୩୯ ପଞ୍ଚାୟତର ୪୫ ଜଣ ଚାଷୀଙ୍କୁ ପାଣି ପମ୍ପସେଟ ମାଗଣାରେ ଯୋଗାଇ ଦିଆଯାଇଛି । ଗଜପତି ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଆଦିବାସୀ ଉନ୍ନୟନ ସଂସ୍ଥା ଓ ଜୀବିକା ମିଶନ ତରଫରୁ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଚାଷି ପାଣି ପମ୍ପ ପାଇ
Read More...

ପୌରପରିଷଦ ଅଧିନିୟମ ଓ ଅଧ୍ୟକ୍ଷଙ୍କ ମନମୁଖୀ କାର୍ଯ୍ୟକୁ ନେଇ ପରିଷଦରେ ବିରୋଧୀଙ୍କ ହଟଗୋଳ

ଗଞ୍ଜାମ:ଗଞ୍ଜାମ ଜିଲ୍ଲା କୋଦଳା ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ କୋଦଳା କଲ୍ୟାଣି ମଣ୍ଡପ ଠାରେ ପରିଷଦର ପ୍ରଥମ କାଉନସିଲର ବୈଠକ ଅନୁଷ୍ଠିତ ହୋଇଥିଲା ।କିନ୍ତୁ ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷ ସୂର୍ଯ୍ୟନାରାୟଣ ନାୟକ ପରିଷଦର ଅଧିନିୟମ ବିରୋଧରେ ଏହି ବୈଠକ ଡାକିଥିଲେ । ମିଟିଙ୍ଗ
Read More...

ମା’ ନାରାୟଣୀ ଯାତ୍ରା : ଜଗନ୍ନାଥ ଓ ଗଣେଶ ମାର୍କେଟ ପକ୍ଷରୁ ବିରାଟ ଯାତ୍ରା ପରିଚାଳନା

ଫୁଲବାଣୀ:-ବୁଧବାର ଦିନ ମା' ନାରାୟଣୀ ଠାକୁରାଣୀ ଯାତ୍ରାର ୨୩ ତମ ଦିବସରେ ପହଞ୍ଚିଛି । ପଞ୍ଚ ଠାକୁରାଣୀଙ୍କ ସମେତ ମା' କାଳୀ ନଗର ପରିଭ୍ରମଣ ରେ ବାହାରିଥିଲେ । ଏହି ଅବସରରେ ଜଗନ୍ନାଥ ମାର୍କେଟ ଓ ଗଣେଶ ବଜାର ପକ୍ଷରୁ ବିରାଟ ବାଣ,ବାଦ୍ୟ, ଘଣ୍ଟନୃତ୍ୟ ପଟୁଆର ମାଧ୍ୟମରେ ମାଙ୍କ ଯାତ୍ରା
Read More...

ଅଘୋଷିତ ବିଦ୍ୟୁତ କାଟ ପ୍ରତିବାଦରେ ବଢିଗାଁରେ ରାସ୍ତାରୋକ

ଜହ୍ନାପଙ୍କ,୨୫/୫:ବୌଦ୍ଧ ବ୍ଳକ ବଢିଗାଁରେ ଦୀର୍ଘ ୧୦ ଦିନ ହେଲା ଅଘୋଷିତ ବିଦ୍ୟୁତ କାଟ ପ୍ରତିବାଦରେ ଆଜି ବୁଟୁପାଲି-ବଘିଅପଡା ପୂର୍ତ୍ତ ବିଭାଗ ରାସ୍ତାର ବଢିଗାଁ ଛକଠାରେ ଗ୍ରାମବାସୀ ସକାଳ ସାଢେ ଆଠଟାରୁ ସାଢେ ୧୧ ଟା ପର୍ଯ୍ୟନ୍ତ ଦୀର୍ଘ ୩ ଘଣ୍ଟା ଧରି ରାସ୍ତା ଅବରୋଧ କରିଥିଲେ । ଫଳରେ ଉଭୟ
Read More...

ପ୍ରଧାନମନ୍ତ୍ରୀ ଅଣୁ ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗ ସଂଗଠିକରଣ ଯୋଜନା ଉପରେ ସଚେତନତା କାର୍ଯ୍ୟକ୍ରମ

ସୁବର୍ଣ୍ଣପୁର : ଆଜି ଜିଲ୍ଲା ଶିଳ୍ପ କେନ୍ଦ୍ର ସୁବର୍ଣ୍ଣପୁର ଆନୁକୂଲ୍ୟରେ ସ୍ଥାନୀୟ ଟାଉନହଲ ଠାରେ ପ୍ରଧାନମନ୍ତ୍ରୀ ଅଣୁ ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗ ସଂଗଠିକରଣ ଯୋଜନା ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଶିଳ୍ପ କେନ୍ଦ୍ରର ସାଧାରଣ ପରିଚାଳକ ବଳଭଦ୍ର ନାୟକଙ୍କ
Read More...

ଛୁରାମାଡ ଘଟଣା ; ଅଟକ ଅଭିଯୁକ୍ତ ଗିରଫ

ପୁରୀ : ଗତକାଲି ସନ୍ଧ୍ୟାରେ ପୁରୀରେ ଘଟିଥିବା ଛୁରା ମାଡ଼ ଘଟଣାରେ ପୋଲିସ ତିନି ଜଣ ଯୁବକଙ୍କୁ ଅଟକ ରଖିଛି । ଏମାନଙ୍କୁ ଗତକାଲି ରାତିରୁ ପୋଲିସ ଅଟକ ରଖିଥିଲା । ଦୁଇ ଦିନ ତଳେ କିଛି ବ୍ୟକ୍ତିଗତ ଘଟଣାକୁ ନେଇ ଉଭୟଙ୍କ ମଧ୍ୟରେ ବାକ ବିତଣ୍ଡା ହୋଇଥିଲା । ତେବେ ସେହି ଘଟଣାକୁ ନେଇ ସୂର୍ଯ୍ୟ
Read More...

ଜୁନ ପହିଲାରୁ “ନୋ ହେଲମେଟ ନୋ ପେଟ୍ରୋଲ’କୁ ଜିଲ୍ଲାରେ କଡାକଡି କରିବାକୁ ଜିଲ୍ଲାପାଳଙ୍କ କଡା ନିର୍ଦ୍ଦେଶ

ସୁବର୍ଣ୍ଣପୁର: ଆଜି ଅପରାହ୍ନରେ ସୁବର୍ଣ୍ଣପୁର ଜିଲ୍ଲାରେ ସଡକ ସୁରକ୍ଷା ଓ ତତ୍‌ସମ୍ୱନ୍ଧୀୟ ଦୁର୍ଘଟଣାକୁ ହ୍ରାସ କରିବା ନିମନ୍ତେ ପ୍ରଶାସନ ଓ ଜିଲ୍ଲା ପେଟ୍ରୋଲ ପମ୍ପ ମାଲିକମାନଙ୍କ ମଧ୍ୟରେ ଏକ ସମନ୍ୱୟ ବୈଠକ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠିତ ବୈଠକରେ
Read More...

ଆସନ୍ତାକାଲିଠାରୁ ବ୍ୟାଙ୍କ ଉଠାଣରେ ଏହି ସବୁ ନିୟମ ଲାଗୁ ହେବ, ଜାଣି ରଖନ୍ତୁ

ନୂଆଦିଲ୍ଲୀ : ଗୁରୁବାର ଅର୍ଥାତ ମେ ୨୬ରୁ ବ୍ୟାଙ୍କରେ ଟଙ୍କା ଉଠାଣ ଓ ଜମା ରଖିବା ଉପରେ କେତେକ ନୂଆ ନିୟମ ଲାଗୁ ହେବ । ଏଣିକି ଗୋଟିଏ ଆର୍ଥିକ ବର୍ଷରେ ଜଣେ ବ୍ୟକ୍ତି ଗୋଟିଏ କିମ୍ବା ନିଜ ନାଁରେ ଥିବା ଏକାଧିକ ବ୍ୟାଙ୍କ ଖାତାରୁ ମୋଟ ୨୦ ଲକ୍ଷ ଟଙ୍କା ଉଠାଣ କିମ୍ବା ଜମା ବେଳେ ପ୍ୟାନ ନମ୍ବର
Read More...

ଭିଜିଲାନ୍ସ ଜାଲରେ ଜଳଛାୟା ପ୍ରକଳ୍ପ ସହାୟକ ନିର୍ବାହୀ ଯନ୍ତ୍ରୀ

ବାଲିଗୁଡ଼ା: ସରକାରୀ ବାବୁଙ୍କ ଲାଞ୍ଚ ନିଶା । ମହଙ୍ଗା ପଡ଼ିଲା ୫୦ ହଜାର ଟଙ୍କା ଲାଞ୍ଚ । ଭିଜିଲାନ୍ସ ଜାଲରେ କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଲକ ଅନ୍ତର୍ଗତ କୁର୍ତମଗଡ଼ କ୍ଷେତ୍ରଞ୍ଚଳ ଦାୟିତ୍ୱରେ ଥିବା ଜଳଛାୟା ପ୍ରକଳ୍ପ ସହାୟକ ନିର୍ବାହୀ ଯନ୍ତ୍ରୀ ନଗେନ୍ଦ୍ରନାଥ ସ୍ୱାଇଁ । ସୂଚନା
Read More...

ଅନୁଷ୍ଠିତ ହେଲା ବାମ୍‌ ଲଙ୍କାପୋଡି ଯାତ୍ରା, ଉତ୍ସବରେ ଯୋଗଦେଲେ ସମାଜସେବୀ ଶ୍ରୀହରି ନାୟକ

ଦଶପଲ୍ଲା : ବଣ ପାହାଡ ଘରା ଦଶପଲ୍ଲା ପଶ୍ଚିମାଞ୍ଚଳ ଚଢେୟାପଲ୍ଲୀ ଗ୍ରାମପଂଚାୟତ ଅନ୍ତର୍ଗତ ଐତିହ୍ୟ ପୂର୍ଣ୍ଣ ପୁରାତନ ବାମ୍‌ ଗ୍ରାମରେ ରାମଲୀଳା ମହୋତ୍ସବ ଉଦଯାପିତ ହୋଇଯାଇଛି । ଶ୍ରୀରାମ ନବମୀଠାରୁ ଆରମ୍ଭ ହୋଇଥିବା ଏହି ନୀଳାଭିନୟ ମହୋତ୍ସବ, ରାବଣ ବଧ ବା ଲଂକାପୋଡିରେ ସମାପ୍ତ ହୋଇଥାଏ ।
Read More...