Yearly Archives

2022

ସୋନପୁରରେ ବେନିୟମ ବାଲି ଚାଲାଣ, ୫୮ହଜାର ଟଙ୍କା ଜରିମାନା ଆଦାୟ

ସୁବର୍ଣ୍ଣପୁର : ଆଜି ସୋନପୁର-ମନମୁଣ୍ଡା ବ୍ରିଜ ତଳ ତେଲ ନଦୀରୁ ୬ ଗୋଟି ଟ୍ରାକ୍ଟରକୁ ବେନିୟମ ବାଲି ଚାଲାଣ କରୁଥିବା ସମୟରେ ସୋନପୁର ତହସିଲଦାର ନବୀନ କିଶୋର ପାଢ଼ୀଙ୍କ ତତ୍ତ୍ୱାବଧାନରେ, ଅତିରିକ୍ତ ତହସିଲଦାର ପ୍ରମୋଦ କୁମାର ମେହେର, ଆରଆଇ ସୁଧୀର ପାଣ୍ଡିଆ, ଏଆରଆଇ ସଞ୍ଜୟ ଭୋଇ, ଅମିନ
Read More...

ଘୁ ଉଦୟଗିରି ବ୍ଲକ ପ୍ରେକ୍ଷାଳୟରେ କନ୍ଧମାଳ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ

ଘୁ ଉଦୟଗିରି :ଦୀର୍ଘ ବର୍ଷ ପରେ ଘୁ.ଉଦୟଗିରି ବ୍ଲକ ପରିସରରେ ଥିବା ପ୍ରେକ୍ଷାଳୟରେ କନ୍ଧମାଳ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣିବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏହି କାର୍ଯ୍ୟକ୍ରମରେ କନ୍ଧମାଳ ଜିଲ୍ଲାପାଳ ଡ଼ଃ.ବୃନ୍ଧା ଡି, କନ୍ଧମାଳ ଏସପି ଶ୍ରୀ ଭିନିତ୍‌ ଅଗ୍ରୱାଲ ପିଡି ପିଆରଡିଏ
Read More...

ବିଶିଷ୍ଟ ବାମପନ୍ଥୀ ନେତା ଶିବାଜୀ ପଟ୍ଟନାୟକଙ୍କ ପରଲୋକ

ଭୁବନେଶ୍ୱର : ଆଉ ନାହାନ୍ତି ବିଶିଷ୍ଟ ବାମପନ୍ଥୀ ନେତା ଶିବାଜୀ ପଟ୍ଟନାୟକ । ଆଜି ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୯୨ ବର୍ଷ ହୋଇଥିଲା । ଗତକାଲି ସେ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ରାଜଧାନୀରେ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି
Read More...

ଚତୁର୍ଥ ଏନଟିପିସି ଜାତୀୟ ତୀରନ୍ଦାଜ ଚାଂପିଆନସିପରେ ବୌଦ୍ଧର ପ୍ରତିନିଧିତ୍ୱ

ବୌଦ୍ଧ,୨୩/୫: ଆଜିଠାରୁ ୩୧ ତାରିଖ ପର୍ଯ୍ୟନ୍ତ ଆନ୍ଧ୍ରପ୍ରଦେଶର ରାଜମୁନ୍ଦ୍ରିଠାରେ ଅନୁଷ୍ଠିତ ହେବାକୁ ଥିବା ଚତୁର୍ଥ ଏନଟିପିସି କିଡ୍‌ସ (୯ବର୍ଷ ବୟସରୁ କମ୍‌) ବିଭାଗରେ ଉଭୟ ବାଳକ ଓ ବାଳିକା ବର୍ଗରେ ଓଙ୍ଗିଶାର ମୋଟ ୬ଜଣ ଖେଳାଳୀ ପ୍ରତିନିଧିତ୍ୱ କରୁଥିବାବେଳେ ତନ୍ମଧ୍ୟରୁ ବୌଦ୍ଧ କେନ୍ଦ୍ରୀୟ
Read More...

ଭାରତ ସମେତ ୧୬ଟି ଦେଶକୁ ଯିବା ଉପରେ କଟକଣା ଲଗାଇଲା ସାଉଦୀ ଆରବ

ଜେଦ୍ଦା: କୋଭିଡ୍‌ ସଂକ୍ରମଣ ପୁଣି ଗୁରୁତର ରୂପ ଧାରଣ କରୁଥିବାରୁ ସାଊଦିଆରବ କେତେକ କଟକଣା ଲାଗୁ କରିଛି । ଭାରତ ସମେତ ୧୬ଟି ଦେଶ ଭ୍ରମଣ ଉପରେ ସାଉଦୀ ଆରବ କଡ଼ା କଟକଣା ଲଗାଇଛି । ସାଉଦୀ ଆରବ ନିଷେଧାଜ୍ଞା ଜାରି କରିଥିବା ୧୬ ଦେଶ ମଧ୍ୟରେ
Read More...

ଚାଷୀଙ୍କୁ ମଟର ପମ୍ପ୍‌ସେଟ ପ୍ରଦାନ

ଗଜପତି,୨୩/୫- ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିର ଆଦିବାସୀ ପ୍ରକଳ୍ପ ସଂସ୍ଥାର ମିଶନ ଜୀବିକା ପକ୍ଷରୁ ଆର.ଉଦୟଗିରି ବ୍ଳକ ଓ ନୂଆଗଡ଼ ବ୍ଲକର ୫୨ ଜଣ ଚାଷୀଙ୍କୁ ମଟର ପମ୍ପ୍‌ସେଟ ପ୍ରଦାନ କରାଯାଇଛି । ଏହାଦ୍ୱାରା ଚାଷୀଙ୍କ କ୍ଷେତକୁ ଜଳସେଚନ ସୁବିଧାରେ ହୋଇପାରିବ । ଫସଲ ଉତ୍ପାଦନ
Read More...

ଆମ୍ବଝରୀ ପଂଚାୟତରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି

ବୌଦ୍ଧ/ଜହ୍ନ ।ପଙ୍କ,୨୩/୫: ବୌଦ୍ଧ ବ୍ଳକ ଆମ୍ବଝରୀ ପଂଚାୟତ କାର୍ଯ୍ୟାଳୟ ପ୍ରାଙ୍ଗଣରେ ଆଜି ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶିବିରରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଜ୍ଞାନ ରଞ୍ଜନ ମହାନ୍ତି
Read More...

ପୋଲିସର ନିଷ୍କ୍ରିୟତା ଦାବିରେ କୋଶଳ ମୁକ୍ତି ମୋର୍ଚ୍ଚା ପକ୍ଷରୁ ଥାନା ଘେରାଉ, ଧାରଣା ସ୍ଥଳରେ ୪ଜଣ ଅସୁସ୍ଥ

ପାଟଣାଗଡ଼: ପାଟଣାଗଡ଼ ବ୍ଲକ କନିଷ୍ଠ ଯନ୍ତ୍ରୀ ସୁରେଶ ଚନ୍ଦ୍ର ସାହୁଙ୍କୁ ହତ୍ୟା ଘଟଣା ଦୀର୍ଘ ୧୭ ଦିନ ବିତିଯାଇଥିଲେ ବି ପୋଲିସର ହତ୍ୟାକାରୀକୁ ଗିରଫ କରିବା ସହ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ପୋଲିସ ନିଷ୍କ୍ରିୟତା ଅପାରଗତା ଯୋଗୁ ଯନ୍ତ୍ରୀଙ୍କ ହତ୍ୟାକାରୀଙ୍କୁ ଗିରଫ କରିବାରେ ବିଫଳ ହୋଇଛି ।
Read More...

ଜନ ଅଭିଯୋଗ ଶୁଣାଣି ଏବଂ ଗ୍ରାମ୍ୟମୁଖୀ ପ୍ରଶାସନ ଶିବିର

ଗଜପତି,୨୩/୫- ଗଜପତି ଜିଲ୍ଲା ଗୋଶାଣି ବ୍ଳକର ଶୋବରା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଜନ ଅଭିଯୋଗ ଶୁଣାଣି ଏବଂ ଗ୍ରାମ୍ୟ ମୁଖୀ ପ୍ରଶାସନ ଶିବିର ଆଜି ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା, ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଜୟରାମ ଶତପଥୀ,
Read More...

ଜାପାନରେ ମୋଦୀଙ୍କୁ ଭବ୍ୟ ସମ୍ବର୍ଦ୍ଧନା : ଭାରତରେ ପୁଞ୍ଜି ନିବେଶ ପାଇଁ ଶିଳ୍ପପତିଙ୍କୁ ଆହ୍ୱାନ

ଟୋକିଓ : ଭାରତର ବିକାଶ ଯାତ୍ରାରେ ଜାପାନର ଏକ ମହତ୍ତ୍ୱପୂର୍ଣ୍ଣ ଯୋଗଦାନ ରହିଛି । ଭାରତ ଓ ଜାପାନ ପ୍ରାକୃତିକ ସହଯୋଗୀ । ଉଭୟ ଦେଶ ମଧ୍ୟରେ ଆଧ୍ୟାତ୍ମିକତା ଓ ସହଯୋଗର ବନ୍ଧନ ରହିଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଟୋକିଓଠାରେ ଚାଲିଥିବା କ୍ୱାଡ ଶିଖର ସମ୍ମିଳନୀରେ ଯୋଗ
Read More...