Yearly Archives

2022

ଟି-୨୦ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା କଲେ ଜାଫର, ଏହି ଖେଳାଳିଙ୍କୁ କଲେ ଅଧିନାୟକ

ନୂଆଦିଲ୍ଲୀ : ଆଇପିଏଲ୍‌ ୨୦୨୨ ଶେଷ ହେବା ପରେ ଭାରତକୁ ଜୁନ୍‌ ୯ ରୁ ଦକ୍ଷିଣ ଆଫ୍ରିକା ବିପକ୍ଷରେ ପାଞ୍ଚ ମ୍ୟାଚ୍‌ ବିଶିଷ୍ଟ ଟି -୨୦ ସିରି ଖେଳିବାକୁ ପଡିବ । ଏହି ସିରିଜ୍‌ ପାଇଁ ଆଜି ଦଳ ଘୋଷଣା ହେବାର ସମ୍ଭାବନା ରହିଛି । ଦକ୍ଷିଣ ଆଫ୍ରିକା ସିରିଜ୍‌ ଏବଂ ଇଂଲଣ୍ଡ ଗସ୍ତ ପାଇଁ ଚୟନକର୍ତ୍ତା
Read More...

ଓଡ଼ିଆରେ ନାମଫଳକ ଲେଖିବା ପାଇଁ ଜିଲ୍ଲାପାଳଙ୍କ କଡା ନିର୍ଦ୍ଦେଶ

ନବରଙ୍ଗପୁର:ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ସମସ୍ତ ସରକାରୀ, ବେସରକାରୀ କାର୍ଯ୍ୟାଳୟ, ଅନୁଷ୍ଠାନ, ପ୍ରତିଷ୍ଠାନ ମାନଙ୍କରେ ଓଡ଼ିଆରେ ନାମଫଳକ ଲେଖିବା ବାଧ୍ୟତାମୂଳକ । ଏହାର ଖିଲାପ କଲେ ଆଇନ ଅନୁଯାୟୀ ଏଥି ସଂପୃକ୍ତ ଅଧିକାରୀ, ଅନୁଷ୍ଠାନ, ବ୍ୟକ୍ତବିଶେଷଙ୍କ ବିରୁଦ୍ଧରେ ଦୃଢ଼
Read More...

କନ୍ଧମାଳ ଏସପିଙ୍କ ନିକଟରେ ମାଓବାଦୀଙ୍କ ଆତ୍ମସମର୍ପଣ

ବାଲିଗୁଡ଼ା: କେକେବିନ ମାଓ ଡିଭିଜନର ଜଣେ ଏରିଆ କମିଟି ମେମ୍ବର ଅଶୋକ ପୁନେ କନ୍ଧମାଳ ଆରକ୍ଷୀ ଅଧିକ୍ଷକ ଭିନୀତ ଅଗ୍ରୱାଲଙ୍କ ନିକଟରେ ଆତ୍ମସମର୍ପଣ କରିଛି । ଅଶୋକ କେକେବିଏନ ମାଓ ସଂଗଠନରେ ଦୀର୍ଘ ୧୩ ବର୍ଷ ଧରି କାର୍ଯ୍ୟ କରୁଥିଲା । କନ୍ଧମାଳ ଜିଲ୍ଲାରେ ମଧ୍ୟ ସାତ ବର୍ଷ ଧରି ମାଓ ସଂଗଠନରେ
Read More...

ସିନ୍ଧୁଙ୍କୁ ରୁଚୁନି ଜେଲ ଖାଦ୍ୟ

ଚଣ୍ଡିଗଡ: ଜେଲରେ କଟୁଛି କଂଗ୍ରେସ ନେତା ନବଜୋତ ସିଂହ ସିଦ୍ଧୁଙ୍କ ଦିନ। ତାଙ୍କୁ ପଞ୍ଜାବର ପଟିଆଲା ଜେଲର ବାରାକ୍ ନମ୍ବର ୧୦ରେ ରଖାଯାଇଛି। ତାଙ୍କର ପ୍ରଥମ ରାତି ଅନ୍ୟ ୮ କଏଦୀଙ୍କ ସହ କଟିଥିଲା। ସିଦ୍ଧୁଙ୍କୁ ଜେଲ ରୁଟିନ୍ ଅନୁସାରେ ରୁଟି ଓ ଡାଲି ଖାଇବାକୁ ଦିଆଯାଇଥିଲା। ହେଲେ ଏହି ଜେଲ୍‌
Read More...

କେବେ ସରିବ ତିଳାବାଡି ଅଙ୍ଗନୱାଡି ଗୃହ ନିର୍ମାଣ କାର୍ଯ୍ୟ ?

ଦଶପଲ୍ଲା : ଗର୍ଭବତୀ, ପ୍ରସୂତି ତଥା ଶିଶୁଙ୍କ ଶାରୀରିକ ତଥା ମାନସିକସ୍ତରରେ ବିକାଶ କରିବା ନିମନ୍ତେ ସରକାର ପ୍ରତି ଗାଁରେ ଅଙ୍ଗନୱାଡି କେନ୍ଦ୍ର ଖୋଲିଛନ୍ତି କିନ୍ତୁ ଦଶପଲ୍ଲା ବ୍ଲକର ଅନେକ ଅଙ୍ଗନୱାଡି କେନ୍ଦ୍ର ବହୁବର୍ଷ ଧରି ଅଧପନ୍ତରିଆ ହୋଇ ରହିଛି । ନିଜସ୍ୱ ଗୃହ ନଥିବାରୁ ପିଲାମାନେ
Read More...

କୋମଳମତି ପିଲାଙ୍କୁ ଦେଖି ତରଳିଗଲେ ବିଡ଼ିଓ : ସ୍କୁଲ ଫେରାଇ ଆଣିବାକୁ ଦେଲେ ପ୍ରତିଶ୍ରୁତି

ପାଟଣାଗଡ଼- ପାଟଣାଗଡ ବ୍ଲକ ଖୁଣ୍ଟସମଲେଇ ଗ୍ରାମପଞ୍ଚାୟତ ଗରଗଡ଼ଛାପର ପ୍ରାଥମିକ ବିଦ୍ୟାଳୟରେ ପିଲା କମ୍‌ ହେତୁ ଢୋଡ଼ମହୁଲ ପ୍ରାଥମିକ ବିଦ୍ୟାଳୟରେ ମିଶ୍ରଣ ହୋଇଥିଲା । ଗରଗଡ଼ଛାପର ସ୍କୁଲଟି ଢୋଡ଼ମହୁଲ ସ୍କୁଲଠାରୁ ୨.୫ କିଲୋମିଟର ଦୂର ହୋଇଥିବାବେଳେ ତାହାକୁ ଅଧ କିଲୋମିଟର ଦର୍ଶାଯାଇଥିବାରୁ
Read More...

ରାଜ୍ୟ ସରକାର ପେଟ୍ରୋଲିୟମ ଦର ହ୍ରାସରେ ସହଯୋଗ କରନ୍ତୁ: ଭାଜପା ଯୁବ ମୋର୍ଚ୍ଚା

ସମ୍ବଲପୁର : ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ଘୋଷଣା ପରେ ପେଟ୍ରୋଲ ଓ ଡିଜେଲ ଦରହ୍ରାସ ପାଇଁ ଉତ୍ପାଦନ ଶୁଳ୍କରେ କ୍ରମଶଃ ୯.୫୦ ଟଙ୍କା ଓ ୭ ଟଙ୍କା ତଥା ରନ୍ଧନ ଗ୍ୟାସ ସିଲିଣ୍ଡର ପିଛା ୨୦୦ଟଙ୍କା ସବସିଡି ରୂପେ ହ୍ରାସ କରାଯାଇଛି । ଏଣୁ ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାର ନିଜ
Read More...

ଲାଞ୍ଚ ନେବା ଅଭିଯୋଗରେ ଫରେଷ୍ଟର ଏବଂ ଫରେଷ୍ଟଗାର୍ଡ ନିଳମ୍ବନ

ପାଟଣାଗଡ: ଲାଞ୍ଚ ନେବା ଅଭିଯୋଗରେ ଲରମ୍ଭା ବନବିଭାଗର ଫରେଷ୍ଟର ଭାଗବତିଆ ଦାସ ଏବଂ ଫରେଷ୍ଟଗାର୍ଡ ଗୋପାଳ ଗଡତିଆଙ୍କୁ ବଲାଙ୍ଗିର ଡି.ଏଫ.ଓ ନୀତିଶ କୁମାର ନିଲମ୍ୱିତ କରିଥିବା ଜଣାପଡିଛି । ସୂଚନା ଅନୁସାରେ ଭରତବାହାଲ ଗାଁର କରୁଣାକର ମିଶ୍ରଙ୍କ ସିଜ ହୋଇଥିବା ଟ୍ରାକ୍ଟରକୁ ମୁକୁଲାଇବା ପାଇଁ
Read More...

ଏହି ଦୁଇ ଟିମ୍‌ ଫାଇନାଲ ଖେଳିବେ, ଭବିଷ୍ୟବାଣୀ କଲେ ପଠାନ

ମୁମ୍ବାଇ : ଆଇପିଏଲର ୧୫ ତମ ସିଜନରେ, ଗୋଟିଏ ଲିଗ୍‌ ମ୍ୟାଚ୍‌ ସମେତ ମୋଟ ପାଞ୍ଚଟି ମ୍ୟାଚ୍‌ ବାକି ଅଛି, ଯେଉଁଥିରେ ଦୁଇଟି ଯୋଗ୍ୟତା, ଗୋଟିଏ ଏଲିମେଟର୍‌ ଏବଂ ଗୋଟିଏ ଫାଇନାଲ୍‌ ମ୍ୟାଚ୍‌ ରହିଛି । ଆଇପିଏଲ୍‌ ର ଏହି ସିଜିନର ପ୍ଲେ ଅଫ୍‌ ରେ ପହଞ୍ଚିଥିବା ଚାରିଟି ଦଳ ଘୋଷଣା କରାଯାଇଛି । ଏହି
Read More...

ରାସ୍ତାରେ ଠିଆ ହୋଇଥିବା ଟ୍ରକକୁ ପିଟିଲା ବୋଲେରୋ, ୮ ମୃତ

ନୂଆଦିଲ୍ଲୀ: ମୃତ୍ୟୁ କାହା ପାଇଁ କେତେବେଳେ ଆସେ, ତାହା କହିହେବ ନାହିଁ । ମୃତ୍ୟୁ ଦେଖେନି ବୟସ ସମୟ ଓ ଆବେଗ । ଉତ୍ତରପ୍ରଦେଶର ସିଦ୍ଧାର୍ଥନଗର ଜିଲ୍ଲାର ଜାତୀୟ ରାଜପଥ ୨୮ରେ ଘଟିଛି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଆଜି ଦୁର୍ଘଟଣାରେ ୮ଜଣଙ୍କ ଜୀବନ ଯାଇଛି ।ବିବାହ ସାରି ଫେରୁଥିବା ବାଟରେ
Read More...