Yearly Archives

2022

ସମର କ୍ରିକେଟ, ଆଗୁଆ ସିରିଜ ଜିତିଲା ପୋଲିସ ଟିମ

ଫୁଲବାଣୀ : ଏଠାରେ ଚାଲିଥିବା ତିନିଟିକିଆ ସମର କ୍ରିକେଟ ସିରିଜର ଦ୍ୱିତୀୟ ମ୍ୟାଚରେ ମଧ୍ୟ ପୁଲିସ ଟିମ୍‌ ବିଜୟୀ ହୋଇଛି । ଏଥି ସହିତ ଦଳ ତିନିଟିକିଆ ମ୍ୟାଚରେ ଦ୍ୱିତୀୟ ବିଜୟ ସହ ସିରିଜକୁ ଆଗୁଆ କବଜା କରିଛି । ଶୁକ୍ରବାର ଠାରୁ ପୋଲିସ ଓ ପ୍ରେସ ମଧ୍ୟରେ ସମର କ୍ରିକେଟ ମ୍ୟାଚର ଆରମ୍ଭ ହୋଇଛି
Read More...

ମା’ ନାରାୟଣୀ ଯାତ୍ରାର ୧୯ତମ ଦିନରେ ବସଷ୍ଟାଣ୍ଡ ପକ୍ଷରୁ ବିରାଟ ଯାତ୍ରା ପରିଚାଳନା

ଫୁଲବାଣୀ: ମା' ନାରାୟଣୀ ଠାକୁରାଣୀ ଯାତ୍ରାର ୧୯ତମ ଦିନରେ ପହଞ୍ଚିଛି । ପଞ୍ଚ ଠାକୁରାଣୀଙ୍କ ସମେତ ମା' କାଳୀ ନଗର ପରିଭ୍ରମଣରେ ବାହାରିଥିଲେ । ଏହି ଅବସରରେ ବସଷ୍ଟାଣ୍ଡ ପକ୍ଷରୁ ବିରାଟ ବାଣ,ବାଦ୍ୟ, ଦଣ୍ଡନୃତ୍ୟ ପଟୁଆର ମାଧ୍ୟମରେ ମାଙ୍କ ଯାତ୍ରା ପରିଚାଳନା କରାଯାଇଥିଲା । ହଜାର ହଜାର
Read More...

ରଶ୍ମି ରଞ୍ଜନ ସିଦ୍ଧାଶ୍ରମର ଆଲୋଚନା ଚକ୍ର

ନବରଙ୍ଗପୁର : ଶନିବାର ପୂର୍ବାହ୍ନରେ ନବରଙ୍ଗପୁର ବ୍ଳକ୍‌ ଅନ୍ତର୍ଗତ ତାରାଗାଁ ସ୍ଥିତ ରଶ୍ମି ରଞ୍ଜନ ସିଦ୍ଧାଶ୍ରମ ପକ୍ଷରୁ ନବରଙ୍ଗପୁରର ସରସ୍ୱତୀ ଶିଶୁ ମନ୍ଦିରରେ ଆଶ୍ରମ ଅଧ୍ୟକ୍ଷ ଡ଼. ନୀଳ କଣ୍ଠ ପାଢ଼ୀଙ୍କ ପରିଚାଳନା ଓ ଡ଼ା. ବିପିନ ବିହାରୀ ମିଶ୍ରଙ୍କ ସଭାପତିତ୍ୱରେ ଭାରତୀୟ ସଂସ୍କୃତି ଓ
Read More...

ପୂର୍ବତନ ସୈନିକ ଓ ସହିଦଙ୍କ ପତ୍ନୀଙ୍କୁ ସମ୍ବର୍ଦ୍ଧନା

ସମ୍ବଲପୁର:ଏଠାକାର ବୀର ସୁରେନ୍ଦ୍ର ସାଏ ଷ୍ଟେଡିୟମ ପରିସର ସ୍ଥିତ ଏନସିସିର ପଶ୍ଚିମ ଓଡ଼ିଶା ଷ୍ଟେସନ ମୁଖ୍ୟାଳୟଠାରେ ପରାକ୍ରମ ପ୍ରଦର୍ଶନ ପାଇଁ ପୂର୍ବତନ ସୈନିକ, ସୈନିକଙ୍କ ବିଧବା ପତ୍ନୀ ଓ ମାତାଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି । ମୁଖ୍ୟାଳୟର ମୁଖ୍ୟ ଭାବେ ପ୍ରଶାସନିକ କମାଣ୍ଡେଣ୍ଟ
Read More...

ପୁରୀରେ ପହଞ୍ଚିଲା ରଥ ଦଉଡି

ପୁରୀ : ପୁରୀରେ ପହଞ୍ଚିଲା ରଥଯାତ୍ରା ପାଇଁ ରଥ ଦଉଡି। ୧୨ଟି ରଥ ଟଣା ଦଉଡି ଶ୍ରୀମନ୍ଦିର କାର୍ଯ୍ୟାଳୟରେ ପହଞ୍ଚିଛି। ପୁରୀ ବୀରପ୍ରତାପପୁରରେ ଥିବା ଓଡ଼ିଶା ସମବାୟ କତା ନିଗମ ପକ୍ଷରୁ ପ୍ରାୟ ଏକ ମାସ ଧରି ୧୪ ଜଣ କାରିଗର ଏହି ରଥ ଦଉଡି ପ୍ରସ୍ତୁତ କରିଛନ୍ତି। ଏହି ଦଉଡି ଶ୍ରୀମନ୍ଦିର
Read More...

ଆକସ୍ମିକ ଭାବେ ମୃତ୍ୟୁ ବରଣ କରିଥିବା କେନ୍ଦୁପତ୍ର ତୋଳାଳୀଙ୍କ ପରିବାର ଲୋକଙ୍କୁ ଅନୁକମ୍ପା ରାଶି ପ୍ରଦାନ

ପାଟଣାଗଡ଼,୨୧/୫- ପାଟଣାଗଡ କେନ୍ଦୁପତ୍ର ଡିଭିଜନ ଗୌଡପାଲିଠାରେ କେନ୍ଦୁପତ୍ର ବିଭାଗରେ କାମ କରୁଥିବା ସମୟରେ ଆକସ୍ମିକ ଭାବେ ମୃତ୍ୟୁବରଣ କରିଥିବା କେତେକ କର୍ମଚାରୀଙ୍କ ପରିବାର ଲୋକଙ୍କୁ ଅନୁକମ୍ପା ରାଶି ପ୍ରଦାନ କରାଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଓଡିଆ କେନ୍ଦୁପତ୍ର
Read More...

କୃଷି ବିଭାଗରେ କର୍ମଚାରୀ ଅଭାବ ପୂରଣ ହେବ କେବେ ?

ଗଜପତି,୨୧/୫- ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଥିବା ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟରେ କର୍ମଚାରୀ ଅଭାବ ପୂରଣ ହୋଇପାରୁନାହିଁ । ୩୫ ଗୋଟି ପଦବୀ ମଧ୍ୟରୁ ୧୧ ଗୋଟି ପଦବୀ ପୂରଣ ହୋଇଥିବାବେଳେ ୨୪ ଗୋଟି ପଦବୀ ଖାଲିପଡ଼ିଛି । ସେହିପରି ଜିଲ୍ଲା କୃଷି
Read More...

ନିଆଁଦାଉରୁ ରକ୍ଷା ପାଇବା କୌଶଳ ପ୍ରଦର୍ଶନ କଲେ ଅଗ୍ନିଶମ ବିଭାଗ

ନବରଙ୍ଗପୁର,୨୧/୫- ଆଜି ନବରଙ୍ଗପୁର ଜିଲ୍ଲାପାଳ ଡ଼. କମଳ ଲୋଚନ ମିଶ୍ରଙ୍କ ନିର୍ଦ୍ଦେଶକ୍ରମେ ନବରଙ୍ଗପୁର ଜିଲ୍ଲା ସଦର ମୁଖ୍ୟ ଚିକିତ୍ସାଳୟ ପରିସର ମଧ୍ୟରେ ଜିଲ୍ଲା ଅଗ୍ନିଶମ ବିଭାଗର ଅଧିକାରୀ ଏବଂ କର୍ମଚାରୀଙ୍କ ଦ୍ୱାରା ଏକ ମକ୍‌ ଡ୍ରିଲ ଅନୁଷ୍ଠିତ ହୋଇଯାଇଛି । ଅଗ୍ନିଜନିତ ଦୁର୍ଘଟଣା ସମୟରେ
Read More...

ସୁବର୍ଣ୍ଣପୁର ଜିଲ୍ଲାରେ ଓଡିଶାର ପ୍ରଥମ ଶସ୍ୟଭିତ୍ତିକ ଇଥାନଲ୍‌ ପ୍ଲାଣ୍ଟର ଭିତ୍ତିପ୍ରସ୍ତର ସ୍ଥାପନ

ସୁବର୍ଣ୍ଣପୁର,୨୧/୫- ଗତକାଲି ଅପରାହ୍ନରେ ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ ଅନ୍ତର୍ଗତ ପାଣିମୁରାଠାରେ ମାସ୍‌ ବାୟୋ-ଫୁଏଲ୍ସ୍‌ ପ୍ରାଇଭେଟ ଲିମିଟେଡ୍‌ ଦ୍ୱାରା ଶସ୍ୟ ଭିତ୍ତିକ ଇଥାନେଲ ଗ୍ୟାସ ପ୍ଲାଣ୍ଟ ର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି । ଆଭାସୀ ଜରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀ
Read More...

ସଡ଼କ ଦୁର୍ଘଟଣାରେ ଜଣେ ଗୁରୁତର

ଘୁ.ଉଦୟଗିରି,୨୧/୫: ଗତକାଲି ରାତିରେ କଳିଙ୍ଗା ଘାଟିର ଅନ୍ଧାରକୋଟ ମନ୍ଦିର ନିକଟରେ ଜଣେ ବ୍ୟକ୍ତି ଦୁର୍ଘଟଣାର ଶିକାର ହୋଇ ରାସ୍ତାକଡରେ ପଡିଥିବା କିଛି ଯାତ୍ରୀ ଦେଖିଥିଲେ । ତୁରନ୍ତ ସ୍ଥାନୀୟ ଅଗ୍ନିଶମ ବିଭାଗ ଓ ଆମ୍ବୁଲାନ୍ସକୁ ଫୋନ୍‌ କରିଥିଲେ । ଘଟଣା ସ୍ଥଳକୁ ଆମ୍ବୁଲାନ୍ସ ଓ ଅଗ୍ନିଶମ
Read More...