Yearly Archives

2022

କେନ୍ଦୁମୁଣ୍ଡି ସେକ୍ସନ ଫରେଷ୍ଟରଙ୍କ ବଦଳୀ ଦାବି

ପାଟଣାଗଡ: କେନ୍ଦୁପତ୍ର ପଶ୍ଚିମଓଡ଼ିଶାର ଏକ ଅର୍ଥକାରୀ ଫସଲ । କେନ୍ଦୁପତ୍ର ଉପରେ ନିର୍ଭର କରି ଲକ୍ଷାଧିକ ପରିବାର କିଛି ମାସ ପରିତ୍ରାଣ ହେଉଛନ୍ତି । କେନ୍ଦୁପତ୍ର ଜୀବନ ଜୀବିକାର ଅନ୍ୟ ଏକ ଆଶାବାଡ଼ି କହିଲେ ଅତ୍ୟୁକ୍ତି ହେବନାହିଁ । ପ୍ରବଳ ଖରାରେ ମହିଳାମାନେ ନିଜନିଜ ପିଲା ଛୁଆକୁ ଛାଡି
Read More...

ଘାଟିରେ ଅଟୋକୁ ପିଟିଲା ଟ୍ରକ୍‌, ଅଙ୍ଗନବାଡି କର୍ମୀଙ୍କ ସମେତ ୬ ଆହତ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ମାଝିପଡ଼ା ଘାଟିରେ ଦୁର୍ଘଟଣା । ଅଟୋକୁ ପିଟିଲା ଟ୍ରକ । ୩ ଅଙ୍ଗନବାଡି କର୍ମୀଙ୍କ ସମେତ ୬ ଜଣ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।ତେବେ ଆହତଙ୍କୁ ପ୍ରଥମେ ଫିରିଙ୍ଗିଆ ମେଡିକାଲରେ
Read More...

ରାସ୍ତା କଡରୁ ମୃତଦେହ ଉଦ୍ଧାର

ନବରଙ୍ଗପୁର : ନବରଙ୍ଗପୁର ସହର କେନ୍ଦ୍ରୀୟ ବିଦ୍ୟାଳୟକୁ ଯିବା ରାସ୍ତା କଡରୁ ଏକ ମୃତଦେହ ଉଦ୍ଧାର କରାଯାଇଛି । ମୃତ ବ୍ୟକ୍ତିଙ୍କ ପରିଚୟ ମିଳିଛି । ତାଙ୍କ ନାମ ସୈବଲ୍‌ ସେଖ ଓ ବୟସ ୫୦ ବର୍ଷ । ହିର୍ଲି ଡଙ୍ଗରକୁ ଯିବା ରାସ୍ତା ପାର୍ଶ୍ୱରେ ଥିବା କୁନି ସାହୁଙ୍କ ଘରେ ସେ ରହୁଥିଲେ । ଘଟଣା
Read More...

ଫୁଲବାଣୀ ଧର୍ମାଞ୍ଚଳ ଉତ୍ତର ଭାରତୀ ମଣ୍ଡଳୀର ୮୩ ତମ ବାର୍ଷିକ ମହାସଭା ଉଦଘାଟିତ

ଘୁ.ଉଦୟଗିରି : ଘୁ. ଉଦୟଗିରି ଓ ରିସୁଙ୍ଗିଆ ପାଷ୍ଟୋରେଟ୍‌ ସମ୍ମିଳନୀ , ଫୁଲବାଣୀ ଧର୍ମାଞ୍ଚଳ,ଉତ୍ତର ଭାରତ ମଣ୍ଡଳୀ ପକ୍ଷରୁ ଆଡାସକୁପା ଠାରେ ୮୩ ତମ ବାର୍ଷିକ ମହାସଭା ବା ରୌପ୍ୟ ଜୟନ୍ତୀ ଉତ୍ସବ - ୨୦୨୨ ଉଦଘାଟିତ ହୋଇଯାଇଛି । ଏହି ବାର୍ଷିକ ମହାସଭାରେ ମୁଖ୍ୟ ଅତିଥି ଭାବେ ଡେପୁଟି ମଡରେଟର,
Read More...

ସୋନପୁର ପୋଲିସକୁ ଆଉ ଏକ ସଫଳତା : ହିରୋ ହାତୀ ମର୍ଡ଼ର କେସରେ ୪ ଅଭିଯୁକ୍ତ ଗିରଫ

ସୁବର୍ଣ୍ଣପୁର: ଗତ ୧୪ତାରିଖରେ ସୁବର୍ଣ୍ଣପୁର ଜିଲ୍ଲା ବାରପାହାଡ ଜଙ୍ଗଲରେ ମିଳିଥିବା ଏକ ଗଳିତ ମୃତଦେହ ରହସ୍ୟର ପର୍ଦ୍ଦାଫାସ କରିଛି ସୁବର୍ଣ୍ଣପୁର ଜିଲ୍ଲା ପୋଲିସ । ତରଭା ବ୍ଲକ ଅନ୍ତର୍ଗତ ମେଣ୍ଡା ଗ୍ରାମର ୪୮ବର୍ଷିୟ ଯୁବକ ହିରୋ ହାତୀ ଗତ ୧୧ ତାରିଖରୁ ନିଖୋଜ ଥିବା ବେଳେ ୧୪ତାରିଖ ଦିନ
Read More...

ହସ ରୋକିପାରିଲେନି ପାଣ୍ଡ୍ୟାଙ୍କ ପତ୍ନୀ ନତାଶା, କାହିଁକି ଜାଣନ୍ତୁ

ନୂଆଦିଲ୍ଲୀ : ଆଇପିଏଲରେ ଗୁରୁବାର ମୁହାଁମୁହିଁ ହୋଇଥିଲେ ଗୁଜୁରାଟ ଟାଇଟନ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । ମୁକାବିଲାକୁ ଆରସିବି ୮ ଓ୍ୱିକେଟରେ ଜିତି ନେଇଥିଲା । ତେବେ ଖେଳରେ ଏପରି କିଛି ମୁହୂର୍ତ୍ତ ଆସିଥିଲା ଯେତେବେଳେ ଫ୍ୟାନଙ୍କୁ ମନୋରଞ୍ଜନର ଖୋରାକ ମିଳିଥିଲା ।
Read More...

ବ୍ରଜରାଜନଗର ଉପ ନିର୍ବାଚନ, ୨୭୯ ବୁଥରେ ହେବ ମତଦାନ

ଭୁବନେଶ୍ବର: ବ୍ରଜରାଜନଗର ଉପନିର୍ବାଚନର ଭୋଟ୍ ପ୍ରସ୍ତୁତି ନେଇ ମୁଖ୍ୟ ନିର୍ବାଚନ ଅଧିକାରୀ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଯେ ୫ଟି ପିଙ୍କ୍ ବୁଥକୁ ମିଶାଇ ମୋଟ ୨୭୯ ବୁଥରେ ଭୋଟ ଗ୍ରହଣ କରାଯିବ।ସେ କହିଛନ୍ତି, ବ୍ରଜରାଜନଗର ଉପନିର୍ବାଚନରେ ୩ ଜଣ ପ୍ରାର୍ଥୀ ପ୍ରାର୍ଥୀପତ୍ର
Read More...

ଦଶପଲ୍ଲା ଏନ୍‌ଏସି ଅଧ୍ୟକ୍ଷାଙ୍କ ମାରାଥନ୍‌ ଗସ୍ତ, ୱାର୍ଡ ୱାର୍ଡ ବୁଲି ବୁଝୁଛନ୍ତି ସୁବିଧା ଅସୁବିଧା

ଦଶପଲ୍ଲା : ଚର୍ଚ୍ଚାରେ ଦଶପଲ୍ଲା ଏନ୍‌ଏସି ଅଧ୍ୟକ୍ଷା ପୁନମ୍‌ । ୪୫ ଡିଗ୍ରୀ ତାପମାତ୍ରାକୁ ଖାତିର୍‌ ନକରି ବୁଲୁଛନ୍ତି ଦଶପଲ୍ଲା ଏନ୍‌ଏସି ସମସ୍ତ ୱାର୍ଡ଼ । ଗତ ଦିବସ ମାନଙ୍କରେ ଦଶପଲ୍ଲା ଏନଏସି ଅନ୍ତର୍ଗତ ୧୨ନଂ ୱାର୍ଡ କୃଷ୍ଣଚନ୍ଦ୍ରପୁର ପାଟଣା ବିରଞ୍ଚି ବିଶ୍ୱାଳଙ୍କ ଘରେ ଅଗ୍ନିକାଣ୍ଡ ଘଟି
Read More...

ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ବାର୍ଷିକ ଉତ୍ସବ

ବୌଦ୍ଧ : ବୌଦ୍ଧ ସହର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଚଳିତ ବର୍ଷର ବାର୍ଷିକ ଉତ୍ସବ ଗତକାଲି ସନ୍ଧ୍ୟାରେ ପାଳିତ ହୋଇଯାଇଛି । ବୌଦ୍ଧ ବିଧାୟକ ପ୍ରଦୀପ କୁମାର ଅମାତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସରକାରୀ ବିଦ୍ୟାଳୟରେ ଅଧ୍ୟୟନ କଲେ ଉଚ୍ଚ ଶିକ୍ଷା ଓ ନିଯୁକ୍ତି କ୍ଷେତ୍ରରେ ଥିବା ସୁଯୋଗକୁ
Read More...

ଦାଦନ ଖଟିଯାଇଥିବା ପୁଅର ଫେରିବା ବାଟକୁ ଚାହିଁ ରହିଛନ୍ତି ପରିବାର, ଥାନାର ଦ୍ୱାରସ୍ଥ ହେଲେ ମାଆ

ଦଶପଲ୍ଲା : ଦିନକୁ ଦିନ ବଢ଼ି ଚାଲିଛି ଦାଦନ ଦୁଃଖ । ରାଜସ୍ଥାନ କାମ କରିବାକୁ ଯାଇଥିବା ପୁଅର କୌଣସି ସନ୍ଧାନ ପାଉ ନାହାନ୍ତି ପରିବାର । ସାଥୀ ହୋଇ ଯାଇଥିବା ସହଯୋଗୀ ମୃତ୍ୟୁ ସୂଚନା ଦେବା ପରେ ତାଙ୍କ ଫୋନ୍‌ ବନ୍ଦ ରହିଛି । ଏଥି ନେଇ ପରିବାରରେ କାନ୍ଦ ବୋବାଳି ପଡ଼ିବା ସହ ଥାନାର ଦ୍ୱାରସ୍ଥ
Read More...