Yearly Archives

2022

ମଧ୍ୟାହ୍ନ ଭୋଜନରେ ପ୍ଲାଷ୍ଟିକ ଚାଉଳକୁ ନେଇ ସ୍କୁଲରେ ଉତ୍ତେଜନା, ବିଇଓ କହିଲେ ଏମିତି

ପାଟଣାଗଡ : ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଲକ ଘୁନସର ପଂଚାୟତ ଝାଂକ୍ରିପାଲି ଗାଁ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ପାଇଁ ଯୋଗାଯାଇଥିବା ଚାଉଳ ମଧ୍ୟରେ ପ୍ଲାଷ୍ଟିକ ଭଳି ଚାଉଳ ମିଶିଥିବା ନେଇ ଗୁରୁବାର ଉତ୍ତେଜନା ପ୍ରକାଶ ପାଇଥିଲା । ବିଦ୍ୟାଳୟକୁ ଯୋଗାଯାଇଥିବା ଚାଉଳକୁ ଧୋଇ ରୋଷେଇ କଲା ବେଳେ
Read More...

ଚାଷୀଙ୍କୁ ପ୍ରତାରଣା ; ଗଭୀର ନଳକୂପ ଯୋଗାଇବାରେ ଟାଲଟୁଲ ନୀତି

ଦଶପଲ୍ଲା : ନୟାଗଡ଼ ଜିଲ୍ଲାର ଦଶପଲ୍ଲା ବ୍ଲକ ଅନ୍ତର୍ଗତ ଘୋଳାହାଣ୍ଡି ପଞ୍ଚାୟତର ବାଘୁଆପଶି ଗ୍ରାମର ବିରେଶ୍‌ କୁମାର ବେହେରା, ଦାଶରଥି ପ୍ରଧାନ, କୈଳାସ ବେହେରା, ଅକ୍ରୁର ବେହେରା, ଗୋବର୍ଦ୍ଧନ ପ୍ରଧାନ ଓ ଦିଲ୍ଲୀପ ବେହେରା ଆଜକୁ ଛଅ ବର୍ଷତଳେ ଏକ ଚାଷୀ ଗୋଷ୍ଠୀ ଗଠନ କରିିଲେ । ଉଠା ଜଳସେଚନ
Read More...

ବର୍ଷାକୁ ନେଇ ଏହି ବଡ କଥା କହିଲେ ଅନୁଭବ

ଭୁବନେଶ୍ୱର : ଏ ଜନ୍ମରେ ନୁହେଁ । ଯଦି ବି ପୁନର୍ଜନ୍ମ ନିଏ, ତଥାପିବି ବର୍ଷାଙ୍କୁ ଗ୍ରହଣ କରିପାରିବି ନାହିଁ । କେନ୍ଦ୍ରାପଡ଼ା ସାଂସଦ ତଥା ଓଲିଉଡ଼ ସୁପରଷ୍ଟାର ଅନୁଭବ ମହାନ୍ତି ଏକଥା କହିଛନ୍ତି । ନିକଟରେ ସେ ଏକ ଭିଡ଼ିଓ ଜାରି କରି ନିଜର ବ୍ୟଥା ବେଦନା ପରିପ୍ରକାଶ
Read More...

ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଥିବା ଗ୍ରାମୀଣ ଆତ୍ମ ନିଯୁକ୍ତି ତାଲିମ ପ୍ରତିଷ୍ଠାନ ସମ୍ମିଳନୀ ଗୃହ ଠାରେ ପ୍ରାକୃତିକ ବିପର୍ଯ୍ୟୟ ଜନିତ ଜିଲ୍ଲାସ୍ତରୀୟ ବୈଠକ ବିଭିନ୍ନ ବିଭାଗୀୟ ଅଧିକାରୀ ମାନଙ୍କ ଗହଣରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ଅତିଥି ମାନେ
Read More...

ରାଜଧାନୀରେ ପୁଣି ଫୁଟିଲା ବୋମା

ଭୁବନେଶ୍ବର: ରାଜଧାନୀରେ ପୁଣି ଫୁଟିଲା ବୋମା। ପଳାଶୁଣି ନିକଟ ଜଗନ୍ନାଥ ବିହାରରେ ବିଳମ୍ବିତ ରାତିରେ ହୋଇଛି ବୋମା ମାଡ଼। କେହି ଦୁର୍ବୃତ୍ତ ୩ଟି ବୋମା ମାଡ଼ କରିଥିବା ସୂଚନା ମିଳିଛି। ତେବେ ବୋମାମାଡ଼ର କାରଣ ସମ୍ପର୍କରେ ଜଣାପଡ଼ିନି। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ କରୁଛି।
Read More...

ବୃନ୍ଦାବନ ସୁବୁଦ୍ଧି ମହାବିଦ୍ୟାଳୟରେ ଛାତ୍ର ଅଶାନ୍ତି,ଗେଟରେ ପକାଇଲେ ତାଲା

ଦଶପଲ୍ଲା : ଦଶପଲ୍ଲା ବୃନ୍ଦାବନ ସୁବୁଦ୍ଧି ମହାବିଦ୍ୟାଳୟରେ ସୃଷ୍ଟି ହୋଇଛି ଛାତ୍ର ଅଶାନ୍ତି । +୩ କଳା ପ୍ରଥମ ବର୍ଷର ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଏହି ଅଶାନ୍ତି ଦେଖା ଦେଇଛି । ଛାତ୍ର ଛାତ୍ରୀମାନଙ୍କ ଅଭିଯୋଗ କରିଛନ୍ତି ଯେ, ଆସନ୍ତା ୨୫ ତାରିଖରେ ହେବାକୁ ଯାଉଛି +୩ ପ୍ରଥମ ବର୍ଷ କଳା
Read More...

ଫୁଲବାଣୀ ଠାକୁରାଣୀ ଯାତ୍ରା; ସମ୍ବଲପୁରୀ ଗୀତରେ ଦୁଲକିଲା ମଣ୍ଡପ

ଫୁଲବାଣୀ: ଫୁଲବାଣୀର ପ୍ରସିଦ୍ଧ ନାରାୟଣୀ ଯାତ୍ରାର ଷୋଡ଼ଶ ସନ୍ଧ୍ୟାରେ ବର୍ଷା ସହ ବିଜୁଳି ମାରୁଥିବା ଦେଖିବାକୁ ମିଳିଥିଲେ ହେଁ ଦର୍ଶକଙ୍କ ଭିଡ଼ କିଛି କମ ନଥିଲା । ବୁଧବାର ପଞ୍ଚଦେବୀଙ୍କ ସହ ମା କାଳୀ ନଗର ଭ୍ରମଣରେ ଗୋପାଳ ସାହି, ଅମଲା ପଡା, ଏସପିଙ୍କ ବାସଭବନ, ଉପଜିଲ୍ଲାପାଳଙ୍କ ବାସଭବନ
Read More...

ମା’ ଅଗ୍ନି ଗଙ୍ଗାମ୍ମା ଠାକୁରାଣୀ ଯାତ୍ରା ମହାସମାରହରେ ପାଳିତ

ନବରଙ୍ଗପୁର: ତେନ୍ତୁଳିଖୁଣ୍ଟି ବ୍ଲକର ଚାରାମୁଳା ଗ୍ରାମରେ ମାଁ ଅଗ୍ନିଗଙ୍ଗାମ୍ମା ଠାକୁରାଣୀ ଯାତ୍ରା ମହାସମାରୋହରେ ପାଳିତ ହୋଇଯାଇଛି । ପ୍ରଥମ ଦିନରେ ଗ୍ରାମବାସୀଙ୍କ ଦ୍ୱାରା ମାଙ୍କୁ ଆହ୍ୱାନ କରାଯାଇଥିଲା । ପରେ ମାଙ୍କ ଘଟ ଗାଁରେ ତିନିଦିନ ପରିଭ୍ରମଣ କରି ପ୍ରତ୍ୟେକ ଘରେ ପୂଜା ପାଇଥିଲେ ।
Read More...

ବୌଦ୍ଧ: ବନ୍ୟାଜନିତ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପ୍ରସ୍ତୁତି ବୈଠକ

ବୌଦ୍ଧ : ବନ୍ୟା ଜନିତ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପାଇଁ ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷଠାରେ ଆଜି ଅନୁଷ୍ଠିତ ହୋଇଯାଇଛି । ଚଳିତବର୍ଷ ମୌସୁମୀ ଶୀଘ୍ର ଆସୁଥିବା ନେଇ ପାଣିପାଗ ବିଭାଗ ପକ୍ଷରୁ
Read More...

ଆସନ୍ତା ୨୯ରୁ ଭାରତରୁ ବଂଲାଦେଶକୁ ଗଡିବ ଟ୍ରେନ୍‌

ନୂଆଦିଲ୍ଲୀ: ଭାରତ ଓ ବାଂଲାଦେଶ ମଧ୍ୟରେ ପୁଣି ଚାଲିବ ଟ୍ରେନ୍‌ ସେବା । ଆସନ୍ତା ମେ’ ୨୯ ତାରିଖରୁ ଭାରତରୁ ବଂଲାଦେଶକୁ ଗଡିବ ଟ୍ରେନ୍‌ । ଏ ସମ୍ପର୍କରେ ରେଳମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି । କୋଭିଡ୍‌ ଯୋଗୁ ୨୦୨୦ ମାର୍ଚ୍ଚ ମାସରେ କୋଲକାତା ଓ ବାଂଲାଦେଶ ମଧ୍ୟରେ ଟ୍ରେନ୍‌ ସେବା ବାତିଲ
Read More...