Yearly Archives

2022

ଗୁଣ୍ଠୁଣି ସେବକ ବଟକୃଷ୍ଣ ମହାନ୍ତିଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ

ଚଣ୍ଡିଖୋଲ: ବଡ଼ଚଣା ବ୍ଲକ ଚଣ୍ଡିତଳ ପଞ୍ଚାୟତ ଚଣ୍ଡିତଳ ଗ୍ରାମରେ ଗୁଣ୍ଠୁଣୀ ସେବକ ସ୍ୱର୍ଗତ ବଟକୃଷ୍ଣ ମହାନ୍ତିଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ ହୋଇଯାଇଛି । ଏହି ଉନ୍ମୋଚନ ସଭାରେ ପ୍ରାକ୍ତନ ମନ୍ତ୍ରୀ ତଥା ବଡ଼ଚଣା ବିଧାୟକ ଅମର ପ୍ରସାଦ ଶତପଥି ମୁଖ୍ୟ ଅତିଥି ଭାବରେ ଯୋଗଦେଇ ପ୍ରତିମୂର୍ତ୍ତି
Read More...

କଟକ ଚଣ୍ଡୀ ମନ୍ଦିରର ବିକାଶ ଯୋଜନାକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ,୭୦ କୋଟି ଟଙ୍କା ଖର୍ଚ୍ଚ ହେବ

କଟକର ଅଧିଷ୍ଠାତ୍ରୀ ଦେବୀ ମା କଟକ ଚଣ୍ଡୀ । ହଜ଼ାର ହଜ଼ାର ଭକ୍ତଙ୍କ ଆସ୍ଥା ଓ ବିଶ୍ୱାସର ପୀଠ.ଏହି ପୀଠର ବିକାଶ ଯୋଜନାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଅନୁମୋଦନ କରିଛନ୍ତି । ଏଥିପାଇଁ ଖର୍ଚ୍ଚ ହେବ ୭୦ କୋଟି ଟଙ୍କା । ଭକ୍ତ ମାନଙ୍କ ପାଇଁ ବିଭନ୍ନ ସୁବିଧା ସୁଯୋଗ ସହିତ ଏକ
Read More...

ଏଏସଆଇ କାର୍ଯ୍ୟାଳୟକୁ ଗଲା ଉଦ୍ଧାର ଭଗ୍ନ ସିଂହ ମୂର୍ତ୍ତି, ସଂରକ୍ଷଣ ପାଇଁ ପ୍ରକ୍ରିୟା ଆରମ୍ଭ

ପୁରୀ : ପୁରୀ ଏମାର ମଠ ଖନନ ସ୍ଥାନରେ ମିଳିଥିବା ଭଗ୍ନ ସିଂହ ମୂର୍ତ୍ତି ଦ୍ୱୟକୁ ଆଜି ଏଏସଆଇ ପୁରୀ ସ୍ଥିତ ଆଞ୍ଚଳିକ କାର୍ଯ୍ୟାଳୟକୁ ନିଆଯାଇଛି । ଏହି ମୂର୍ତ୍ତିର ସଂରକ୍ଷଣ ପାଇଁ ସେଠାରେ ପ୍ରକ୍ରିୟା ଆରମ୍ଭ ହେବ । ଏଏସଆଇର ୬ ଜଣିଆ ଟିମ୍‌ ଖନନ ସ୍ଥାନରେ ପହଞ୍ଚିବା ପରେ ଭଗ୍ନ ସିଂହ
Read More...

୩ ରଥର ୧୫ ଚକ ନିର୍ମାଣ ଶେଷ

ପୁରୀ : ମହାପ୍ରଭୁଙ୍କ ରଥଯାତ୍ରା ନିମନ୍ତେ ତିନିରଥ ପାଇଁ ୧୫ଚକ ନିର୍ମାଣ ଶେଷ ହୋଇଛି । ତାଳଧ୍ୱଜ ରଥର ୫, ନନ୍ଦିଘୋଷ ରଥର ୬ ଏବଂ ଦେବଦଳନ ରଥର ୪ଟି ଚକ ନିର୍ମାଣ ସରିଛି । ଆଉକିଛି ତୁମ୍ବରେ ଅର ଏବଂ ପହି ସଂଯୋଗ କରାଯାଉଛି । ୪୫ଫୁଟିଆ ତିନୋଟି ଧଉରା କାଠରେ ଶ୍ରୀଫଳ ବାଡେଇ ମହାରଣା ସେବକ ଅଖ
Read More...

୧୩ ବର୍ଷ ନାବାଳକକୁ ହତ୍ୟା ଅଭିଯୋଗ

ନବରଙ୍ଗପୁର: ୧୯.୫ ନବରଙ୍ଗପୁର ଥାନା ଅନ୍ତର୍ଗତ ଅଗ୍ନିପୁର ପଂଚାୟତ ଚକାଛପର ଗ୍ରାମରେ ଗତକାଲି ରାତିରେ ନିଜ ଘର ଛାତ ଉପରେ ଶୋଇଥିବା ବେଳେ, ୧୩ ବର୍ଷର ନାବାଳକକୁ କେହି ଜଣେ ବ୍ୟକ୍ତି ଆସି ହତ୍ୟା କରିଥବା ଅଭିଯୋଗ କରୁଛନ୍ତି ତାଙ୍କ ପରିବାର ବର୍ଗ । ନବରଙ୍ଗପୁର ଥାନା ଅଧିକାରୀ ତାରିକ ଅହମ୍ମଦ
Read More...

ଓଜେୟୁ ତରଫରୁ ନୂତନ ଏସପିଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

ନବରଙ୍ଗପୁର: ଓଡ଼ିଶା ସାମ୍ୱାଦିକ ସଂଘ ନବରଙ୍ଗପୁର ତରଫରୁ ଆଜି ଜିଲ୍ଲାର ନୂତନ ଏସପି ଏସ. ସୁଶ୍ରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ଏହି ସାକ୍ଷାତକାର ବେଳେ ସଂଘର ରଜ୍ୟ ସଂପାଦକ ତଥା ଜିଲ୍ଲା ସଭାପତି ବାଙ୍କ ବିହାରୀ ବିଷୋୟୀ ଉପ ସଭାପତି ଜାନକୀ କାନ୍ତ ବିଷୋୟୀ, ରଞ୍ଜନ ପଟ୍ଟନାୟକ, ସହ
Read More...

ମୋତେ ଏଭଳି ମ୍ୟାଚ୍‌ ପାଇଁ ଅଧିକ ଟଙ୍କା ମିଳିବା ଦରକାର, ଏମିତି କାହିଁକି କହିଲେ ରାହୁଲ

ମୁମ୍ବାଇ : ଲକ୍ଷ୍ନୌ ସୁପର ଜଏଣ୍ଟସ୍‌ ଅଧିନାୟକ କେ.ଏଲ୍‌ ରାହୁଲ କୋଲକାତା ନାଇଟ୍‌ ରାଇଡର୍ସ ବିପକ୍ଷ ମ୍ୟାଚ୍‌ ପରେ ଭଲ ନିଶ୍ୱାସ ପ୍ରଶ୍ୱାସ ନେଇଥିବେ ନିଶ୍ଚିତ । କାରଣ ଏହି ବିଜୟ ସହିତ ଲକ୍ଷ୍ନୌ ସୁପର ଜଏଣ୍ଟସ୍‌ ପ୍ଲେ ଅଫ୍‌ରେ ପହଞ୍ଚିବାରେ ଦ୍ୱିତୀୟ ଦଳ ହୋଇପାରିଛି । ବର୍ତ୍ତମାନ ଅବଶିଷ୍ଟ
Read More...

ଇନ୍ଦପୁର ଗାଁ ଶିବମନ୍ଦିରରୁ ଚୋରି

ପାଟଣାଗଡ଼ : ଲରମ୍ଭା ଥାନା ଅନ୍ତର୍ଗତ ଗତକାଲି ରାତିରେ କିଛି ଦୁର୍ବୃତ୍ତ ଇନ୍ଦୁପୁର ଗ୍ରାମର ଶିବ ମନ୍ଦିରର ତାଲା ଭାଙ୍ଗି ଚୋରି କରି ନେଇ ଯାଇଥିବା ଅଭିଯୋଗ ହେଉଛି । ସକାଳୁ ପୂଜାରୀ ନୃପରାଜ ଥନାପତି ମନ୍ଦିରକୁ ପୂଜା କରିବା ପାଇଁ ପ୍ରତିଦିନ ଭଳି ମନ୍ଦିରକୁ ଯାଇଥିଲେ । ପୂଜକ ତାଳା ସହ କବାଟ
Read More...

ବିଜେପିରେ ଯୋଗ ଦେଲେ ସୁନୀଲ ଜାଖର

ଭୁବନେଶ୍ୱର: ପୂର୍ବତନ ଲୋକସଭା ବାଚସ୍ପତି ବରାମ ଜାଖରଙ୍କ ପୁଅ ସୁନୀଲ ଜାଖର ବିଜେପି ଯୋଗ ଦେଇଛନ୍ତି । ସୁନିଲ ଆଜି ବିଜେପି ସଭାପତି ଜେପି ନଡ୍ଡାଙ୍କ ଉପସ୍ଥିତରେ ବିଜେପିରେ ଯୋଗ ଦେଇଛନ୍ତି । ସୁନିଲ ଜାଖର ପଞ୍ଜାବର ପୂର୍ବତନ ପିସିସି ସଭାପତି ଥିଲେ । ନିକଟରେ ସେ କଂଗ୍ରେସରୁୁ ଇସ୍ତଫା
Read More...

ସିଦ୍ଧୁଙ୍କୁ ବର୍ଷେ ଜେଲ,କାହିଁକି ଜାଣନ୍ତୁ

ନୂଆଦିଲ୍ଲୀ: କ୍ରିକେଟର ତଥା କଂଗ୍ରେସ ନବଜୋତ ସିଂହ ସିଦ୍ଧୁଙ୍କୁ ଏକ ବର୍ଷ ପାଇଁ ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି ସୁପ୍ରିମକୋର୍ଟ । ୩୪ ବର୍ଷ ପୁରୁଣା ଏକ ପାର୍କିଂକୁ ନେଇ ଦାଦାଗିରି ମାମଲାରେ ସିଦ୍ଧୁଙ୍କୁ ଏହି ଦଣ୍ଡ ଭୋଗିବାକୁ ପଡିଛି ।୧୯୮୮ଡିସେମ୍ବର ୨୭ । ଏହି ଦିନ ସନ୍ଧ୍ୟାରେ ସିଦ୍ଧୁ
Read More...