Yearly Archives

2022

ଏ ବର୍ଷ ଭକ୍ତଙ୍କ ଗହଣରେ ହେବ ସ୍ନାନ ଯାତ୍ରା

ପୁରୀ : ଚଳିତ ବର୍ଷ ଭକ୍ତଙ୍କ ଗହଣରେ ହେବ ସ୍ନାନ ଯାତ୍ରା । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ଦଇତାପତି ନିଯୋଗ ବୈଠକ ପରେ ଏହି ସୂଚନା ଦିଆଯାଇଛି । ଭକ୍ତ ମାନେ ପୂର୍ବବର୍ଷ ଗୁଡିକରେ ଯେଭଳି ସ୍ନାନ ବେଦୀ ତଳ ରାସ୍ତା ଦେଇ ମହାପ୍ରଭୁଙ୍କ ଦର୍ଶନ କରୁଥିଲେ ସେହିଭଳି ଚଳିତ ବର୍ଷ ମଧ୍ୟ ଦର୍ଶନ
Read More...

ଜି.ଉଦୟଗିରି ପ୍ରେସ କ୍ଲବର ସ୍ୱତନ୍ତ୍ର ବୈଠକ

ଜି ଉଦୟଗିରି : ଜି ଉଦୟଗିରି ପ୍ରେସ କ୍ଲବର ଏକ ସ୍ୱତନ୍ତ୍ର ବୈଠକ ବୁଧୁବାର ଦିନ ସନ୍ଧ୍ୟାରେ ସମନ୍ୱିତ ସଭା ଗୃହ ଠାରେ ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ସାମ୍ବାଦିକ ଶିଶିର ପଟ୍ଟନାୟକଙ୍କ ଆବାହକତ୍ୱରେ ଓ ପ୍ରେସ କ୍ଲବ ସଭାପତି ସମୀର କୁମାର ପାଢିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ପ୍ରଥମେ
Read More...

ଡୁଡୁକେଲ ପ୍ରାଥମିକ ବିଦ୍ୟାଳୟରେ ତାଲା ମରା ଘଟଣା, ବ୍ଲକ ଅଧ୍ୟକ୍ଷ ପହଞ୍ଚି ତୁରନ୍ତ କଲେ ସମାଧାନ

ଗୋଲାମୁଣ୍ଡା: ଗୋଳାମୁଣ୍ଡା ବ୍ଲକ ଡୁଡୁକେଲ ପ୍ରାଥମିକ ବିଦ୍ୟାଳୟରେ ଦୁଇ ଜଣ ଶିକ୍ଷକଙ୍କ ମଧ୍ୟରୁ ଜଣଙ୍କୁ ବଦଳି ହୋଇଥିଲା । ତେଣୁ ତାଙ୍କୁ ବଦଳି ନ କରିବା ଦାବିରେ ସମସ୍ତ ଅଭିଭାବକ ମାନେ ଆଜି ବିଦ୍ୟାଳୟ ତାଲା ବନ୍ଦ କରିଥିଲେ । ବିଦ୍ୟାଳୟକୁ ତାଲାବନ୍ଦ ଥିବା ଜାଣି ତୁରନ୍ତ ଗୋଳାମୁଣ୍ଡା ବ୍ଲକ
Read More...

ମଡେଲ ବସଷ୍ଟାଣ୍ଡ ନିର୍ମାଣ ନେଇ ପ୍ରଶାସନ ପକ୍ଷରୁ ଜବରଦଖଲ ଉଚ୍ଛେଦ ଆରମ୍ଭ

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ବିନିକା ବସଷ୍ଟାଣ୍ଡକୁ ଅତ୍ୟାଧୁନିକ ପାଇଁ ପ୍ରଶାସନ ତରଫରୁ ଜବରଦଖଲ ଉଚ୍ଛେଦ ଅଭିଯାନ ଆରମ୍ଭ ହୋଇଛି । ସୂଚନାଥାଉ କି ବିନିକା ବସଷ୍ଟାଣ୍ଡକୁ ମଡେଲ ବସଷ୍ଟାଣ୍ଡରେ ପରିଣତ କରିବା ପାଇଁ ଅନୁଦାନ ଯୋଗାଇ ଦିଆଯାଇ ବିଭିନ୍ନ ସମୟରେ ସର୍ଭେ କରାଯାଇଥିଲା,
Read More...

ଶ୍ରମିକଙ୍କ ଉପରେ ମାଡିଗଲା ଟ୍ରକ : ୩ ମୃତ, ୧୧ ଗୁରୁତର

ଚଣ୍ଡିଗଡ: ହରିୟାଣାର ବାହାଦୂରଗଡରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ରାସ୍ତାକଡରେ ଶୋଇଥିବା ସମୟରେ ୧୪ ଜଣ ଶ୍ରମିକଙ୍କ ଉପରେ ମାଡିଗଲା ଟ୍ରକ । ଦୁର୍ଘଟଣାରେ ଘଟଣାସ୍ଥଳରେ ୩ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି ଏବଂ ୧୧ ଜଣ ଗୁରୁତର ଅଛନ୍ତି । ଆଜି ସକାଳେ ବାହାଦୂରଗଡ ସ୍ଥିତ କୁଣ୍ଡଳି ମାନେସର ପଲୱଲ
Read More...

ଲୋକାୟୁକ୍ତଙ୍କ ନିର୍ଦ୍ଦେଶ ନ ମାନିଲେ ଦଣ୍ଡ

ଭୁବନେଶ୍ବର : ଲୋକାୟୁକ୍ତ ବ୍ୟବସ୍ଥାକୁ ଅଧିକ ମଜଭୁତ୍‌ କରିବା ପାଇଁ ‌ଓଡ଼ିଶା ଲୋକାୟୁକ୍ତ ଅଧିନିୟମ, ୨୦୧୪ରେ ଆବଶ୍ୟକ ସଂଶୋଧନ କରାଯିବ। ଏହି ସଂଶୋଧନ ପ୍ରସ୍ତାବରେ କ୍ୟାବିନେଟ୍‌ ମୋହର ବାଜିଛି। କ୍ୟାବିନେଟ୍‌ ନିଷ୍ପତ୍ତି ଅନୁଯାୟୀ ‌ଲୋକାୟୁକ୍ତଙ୍କ ମାମଲାଗୁଡ଼ିକର ଠିକ୍ ପରିଚାଳନା
Read More...

କୋଟଗଡ଼ ବ୍ଲକ ଅଧ୍ୟକ୍ଷା ଓ ସାଂସଦ ପ୍ରତିନିଧିଙ୍କ ମଧ୍ୟରେ ବାକଯୁଦ୍ଧ

ବାଲିଗୁଡ଼ା: ବୁଧବାର କନ୍ଧମାଳ ଜିଲ୍ଲା କୋଟଗଡ଼ ବ୍ଳକ ପରିସରରେ ପ୍ରଥମ ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକ ଆରମ୍ଭ ପୂର୍ବରୁ କୋଟଗଡ଼ ସାଂସଦ ପ୍ରତିନିଧି ମନୋଜ ସାବତ ଓ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ପିଙ୍କି କହଁରଙ୍କ ମଧ୍ୟରେ କୌଣଶି କଥାକୁ ନେଇ ପ୍ରବଳ ପାଟିତୁଣ୍ଡ ହୋଇଥିଲା ।
Read More...

ଦଶପଲ୍ଲାରେ ପୁଣି ସକ୍ରିୟ ହେଲେ ଲୁଟେରା,ଷ୍ପଷ୍ଟ ଦିବାଲୋକରେ ଅଢେଇ ଲକ୍ଷ ଲୁଟ୍‌

ଦଶପଲ୍ଲା : ଷ୍ପଷ୍ଟ ଦିବାଲୋକରେ ଲୁଟେରା ଲୁଟିନେଲେ ଅଢେଇ ଲକ୍ଷ ଟଙ୍କା । କିଛି ଦିନର ବିରତି ପରେ ପୁଣି ଥରେ ରାଜରାସ୍ତାରେ ଆରମ୍ଭ ହୋଇଛି ଲୁଟ୍‌ପାଟ୍‌ । ମିଳିଥିବା ସୂଚନା ଅନୁସାରେ ଗତକାଲି ଦଶପଲ୍ଲା ଷ୍ଟେଟ୍‌ ବ୍ୟାଙ୍କରୁ ଭୋଳେଶ୍ୱର କହଁର ନାମକ ଜନୈକ ବ୍ୟକ୍ତି ଅଢେଇ ଲକ୍ଷ ଟଙ୍କା ଉଠାଇ
Read More...

ବୃଷଭ ଅନୁଷ୍ଠାନ ପକ୍ଷରୁ ୧ ଲକ୍ଷ ଟଙ୍କାର ସହାୟତା

ପାରାଦ୍ୱୀପ, : ପାରାଦୀପ ନୂଆବଜାର ସ୍ଥିତ ବୃଷଭ ଅନୁଷ୍ଠାନ ପକ୍ଷରୁ ସଦସ୍ୟ ମାନେ ସ୍ବର୍ଗତ କେଳୁ ମଉସାଙ୍କର ପରିବାର କୁ ୧ ଲକ୍ଷ ଟଙ୍କାର ସହାୟତା ଯୋଗାଇ ଦେଇଛନ୍ତି।ସ୍ବର୍ଗତ କେଳୁ ମାଉସା ଦୀର୍ଘ ଦିନ ହେବ ଏହି ନୂଆବଜାର ଅଞ୍ଚଳରେ ଚା ଦୋକାନ କରି ଲୋକମାନଙ୍କୁ ସେବା ଯୋଗାଇ ଆସୁଥିଲେ।ତାଙ୍କ
Read More...

ସ୍ଥିତି ଜାହିର କଲା ମାଓ ସଙ୍ଗଠନ, କୋଟଗଡ଼ ଥାନା ଅଞ୍ଚଳରେ ପୁଣି ବ୍ୟାନର ପୋଷ୍ଟର ଜାରି

ବାଲିଗୁଡ଼ା: କିଛି ଦିନର ନୀରବତା ପରେ କନ୍ଧମାଳରେ ମାଓ ସଙ୍ଗଠନ ପୁଣି ନିଜର ସ୍ଥିତି ଜାହିର କରିଥିବା ଜଣାପଡ଼ିଛି । ଗତକାଲି ଜିଲ୍ଲାର ବାଲିଗୁଡ଼ା ଥାନା ଲଣ୍ଡା ଗାଁ,ଖମଣଖୋଲ ଓ ତୁମୁଡ଼ିବନ୍ଧ ଥାନା କୁର୍ତ୍ତମଗଡ଼ ଅଞ୍ଚଳ ଓ ଗୋଛାପଡ଼ା ଥାନା ଅଞ୍ଚଳରେ ମାଓ ସଙ୍ଗଠନ ପକ୍ଷରୁ ପୋଷ୍ଟର ବ୍ୟାନର
Read More...