Yearly Archives

2022

ଏନଜିଓକୁ ବିଦେଶୀ ଅନୁଦାନ : ବିଭିନ୍ନ ସ୍ଥାନରେ ସିବିଆଇ ରେଡ୍‌

ନୂଆଦିଲ୍ଲୀ: ଦେଶର ବିଭିନ୍ନ ଏନଜିଓଗୁଡିକୁ ବିଦେଶରୁ ମିଳୁଥିବା ଅନୁଦାନର ବିନିଯୋଗରେ ବ୍ୟାପକ ଅନିୟମିତତା ନେଇ ହୋଇଥିବା ଅଭିଯୋଗ ଉପରେ ତଦନ୍ତ ଆରମ୍ଭ କରିଛି ସିବିଆଇ । ଆଜି ସିବିଆଇ ୫ ଜଣ ସରକାରୀ କର୍ମଚାରୀଙ୍କ ସମେତ ମୋଟ ୧୦ ଜଣଙ୍କୁ ଅଟକ ରଖି ଘଟଣାର ଖୋଳତାଡ କରୁଛି । ଏଥିସହ ଦେଶର ୪୦ଟି
Read More...

ଶୁକ୍ରବାର କଂଗ୍ରସର ଚିନ୍ତନ ଶିବିର : ଦଳକୁ ପୁଣି ଫେରିବ ଗୋଟିଏ ପରିବାର, ଗୋଟିଏ ଟିକେଟ ନିୟମ!

ନୂଆଦିଲ୍ଲୀ: ଦେଶରେ କଂଗ୍ରେସର ସ୍ଥିତି ବର୍ତ୍ତମାନ ଅତି ଶୋଚନୀୟ । ଗୋଟିଏ ପରେ ଗୋଟିଏ ରାଜ୍ୟ ହରାଉଥିବା ବେଳେ ଏବେ ରଜସ୍ଥାନରେ ଦଳର ସ୍ଥିତି ଗୁୁରୁତର ହୋଇପଡ଼ିଛି । ଏହାକୁ ସଜାଡ଼ି ଶକ୍ତିଶାଳୀ କରିବା ଲାଗି ଆସନ୍ତା ଶୁକ୍ରବାର ରାଜସ୍ଥାନର ଉଦୟପୁରରେ ହେବ ଚିନ୍ତନ ଶିବିର । ବିପର୍ଯ୍ୟୟରୁ
Read More...

ବାଣୀଗୋଛା ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ଜଣେ ମୃତ

ଦଶପଲ୍ଲା : ଆଜି ସଂଧ୍ୟା ୮ .୩୦ ଘଟିକା ସମୟେ ଖୋର୍ଦ୍ଧା ବଲାଙ୍ଗୀର ୫୭ ନଂ ଜାତୀୟ ରାଜପଥ ବାଣୀଗୋଛା ନିକଟରେ ଘଟିଛି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା । ପ୍ରାପ୍ତ ସୂଚନା ଅନୁସାରେ ଆଜି ରାତ୍ର ୮.୩୦ ଘଟିକା ସମୟରେ ବୌଦ୍ଧ ଜିଲ୍ଲା ତଳଗାଁ ଗ୍ରାମପଂଚାୟତ ଦଲକସାହିର ନିରାକାର ବେହେରା ଏକ ବାଇକ୍‌
Read More...

ଜୁନ୍‌ ୩ରୁ ଗନ୍ଧରାଡ଼ି ଲୋକକଳା ମହୋତ୍ସବ-୨୦୨୨

ଜହ୍ନାପଙ୍କ: ବୌଦ୍ଧ ବ୍ଳକ ଲଷ୍ମୀପ୍ରସାଦ ପଂଚାୟତ ଅନ୍ତର୍ଗତ ଐତିହାସିକ ଗନ୍ଧରାଡି ପୀଠ ପ୍ରାଙ୍ଗଣରେ ଗନ୍ଧରାଡି ଲୋକକଳା ମହୋତ୍ସବ-୨୦୨୨ ପାଇଁ କ୍ଷେତ୍ର ପରିଦର୍ଶନ କାର୍ଯ୍ୟକ୍ରମ ମଙ୍ଗଳବାର ଅପରାହ୍ନରେ ହୋଇଯାଇଛି । ଏହି ଉପଲକ୍ଷେ ସଭାପତି ଅଶୋକ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ
Read More...

ତରଭା ଏନ୍‌ଏସି କାଉନସିଲରଙ୍କ ସ୍ୱାମୀଙ୍କୁ ହତ୍ୟା ଘଟଣାର ପର୍ଦ୍ଦାଫାସ

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲା ତରଭା ଏନ୍‌ଏସି ୧୦ ନମ୍ବର ୱାର୍ଡର ବିଜେଡି କାଉନସିଲର ନଳିନୀ ନାଏକଙ୍କ ସ୍ୱାମୀ ତଥା ଗଡ଼ଭିତର ଅଞ୍ଚଳର ସଞ୍ଜୀବ କୁମାର ଗୁରୁ ଓରଫ ରାଜା(୩୫)ଙ୍କୁ ଗତ ୭ତାରିଖ ଶନିବାର ବିଳମ୍ବିତ ରାତିରେ ହତ୍ୟା କରାଯାଇଥିଲା । ଘଟଣାଦିନ ରାତି ପରିବାର ଲୋକେ ଘରେ ଶୋଇଥିଲା
Read More...

କାକିନାଡ଼ା ପାଖାପାଖି ସ୍ଥଳଭାଗ ଛୁଇଁପାରେ ବାତ୍ୟା ‘ଅସାନି

ଭୁବନେଶ୍ୱର: ମାଡ଼ି ଆସୁଛି ବାତ୍ୟା ‘ଅସାନି’ । ବାତ୍ୟା ଏବେ କାକିନାଡ଼ା ଠାରୁ ଦକ୍ଷିଣ-ଦକ୍ଷିଣ ପୂର୍ବ ଦିଗରେ ୨୦୦ କିଲୋମିଟ ଏବଂ ବିଶାଖାପାଟ୍ଟଣମ ଠାରୁ ଦକ୍ଷିଣ-ଦକ୍ଷିଣ ପଶ୍ଚିମ ଦିଗରେ ୩୦୦ କିଲୋମିଟର ଦୂରରେ ରହିଛି ବାତ୍ୟା । ଏନେଇ ସୂଚନା ଦେଇଛନ୍ତି ଏସଆରସି ପ୍ରଦୀପ ଜେନା । ତେବେ
Read More...

ବାତ୍ୟା ପ୍ରଭାବ, ଆଜି ରାତିରୁ ପୁରୀ ଜିଲ୍ଲାରେ ପ୍ରବଳ ବର୍ଷା ଆଶଙ୍କା

ପୁରୀ : ବାତ୍ୟା ଅସାନି ପ୍ରଭାବ ଆଜି ରାତିରୁ ଆସନ୍ତା ୧୨ ତାରିଖ ଯାଏ ପୁରୀ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି । ଏସଆରସି ଅଫିସରୁ ଏ ନେଇ ପୁରୀ ଜିଲାପାଳଙ୍କୁ ଅବଗତ କରାଯିବା ପରେ ପୁରୀ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ହାଇଆଲର୍ଟରେ ରହିଛି । ପୁରୀରେ ଅନେକ ପର୍ଯ୍ୟଟକ ଥିବାରୁ
Read More...

ଗଜପତି ଜିଲ୍ଲାରେ ହକି ଖେଳର ପ୍ରଦର୍ଶନ ଅନୁଷ୍ଠିତ

ପାରଳାଖେମୁଣ୍ଡି:ଗଜପତି ଜିଲ୍ଲାର କ୍ରୀଡା ବିଭାଗ ତରଫରୁ ବିଭିନ୍ନ ଆବାସ ଆଶ୍ରମ ବିଦ୍ୟାଳୟର ଖେଳ ପଡିଆ ଠାରେ ହକି ପ୍ରଦର୍ଶନ କରାଯାଇଅଛି । ଏହି ପରିପକ୍ଷୀରେ ଗଜପତି ଜିଲ୍ଲାର ରାୟଗଡା ବ୍ଲକ ଅନ୍ତର୍ଗତ ନାରାୟଣପୁର ଗ୍ରାମରେ ଥିବା ସରକାରୀ ଉଚ୍ଚ ବିଦ୍ୟାଳୟରେ ଓଡିଶା ନାଭାଲ ଟାଟା ହକି ଏଚପିସିର
Read More...

ବାଲିଗୁଡ଼ା ବ୍ଲକ୍‌ ଅଧ୍ୟକ୍ଷାଙ୍କୁ ବିଡିଓଙ୍କ ଅଣଦେଖା ଅଭିଯୋଗ,ବିଧାୟକଙ୍କ ନେତୃତ୍ୱରେ ବିଡିଓଙ୍କୁ ମିଳିମିଶି ଘେରିଲେ

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ୍‌ କାର୍ଯ୍ୟାଳୟରେ ବିଡିଓ ଅଧ୍ୟକ୍ଷାଙ୍କୁ ଅଣଦେଖା କରୁଥିବା ଅଭିଯୋଗରେ ବିଡ଼ିଓଙ୍କୁ ଘେରିଲେ ବାଲିଗୁଡ଼ା ବିଧାୟକ ଚକ୍ରମଣି କହଁର, ଜିଲ୍ଲା ପରିଷଦ ଅଧ୍ୟକ୍ଷା ନନ୍ଦିନୀ ମଳିକ, ବ୍ଲକ୍‌ ଅଧ୍ୟକ୍ଷା ମିଶାବତୀ ମଳିକ, ଏନ୍‌ଏସି ଅଧ୍ୟକ୍ଷ ଗୋବିନ୍ଦ
Read More...

ବାତ୍ୟାକୁ ନେଇ ପୁରୀ ଜିଲ୍ଲା ପ୍ରଶାସନର ପ୍ରସ୍ତୁତ, ପହଞ୍ଚିଲେ ୪ ଓଡ୍ରାଫ ଟିମ

ପୁରୀ: ବଙ୍ଗୋପ ସାଗର ଅଞ୍ଚଳରେ ସୃଷ୍ଟ ବାତ୍ୟାକୁ ନେଇ ପୁରୀ ଜିଲ୍ଲା ପ୍ରଶାସନ ପ୍ରସ୍ତୁତି ଶେଷ । ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମା ଭର୍ଚ୍ୟୁଆଲ ମାଧ୍ୟମରେ ସମସ୍ତ ବିଭାଗୀୟ ଅଧିକାରୀ ମାନଙ୍କ ସହ ପ୍ରସ୍ତୁତି ସଂକ୍ରାନ୍ତରେ ଆଲୋଚନା କରିଛନ୍ତି । ବୈଠକରେ ଜିରୋ କାଜୁଆଲିଟି ଉପରେ ଗୁରୁତ୍ବ
Read More...