Yearly Archives

2022

ଭୀଷଣ ବାତ୍ୟାର ରୂପ ନେଲା ଅସାନି, ଜାଣନ୍ତୁ ପୁରୀଠାରୁ କେତେ କି.ମି ଦୂରରେ ଅଛି

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟ ବାତ୍ୟା ‘ଅସାନି’ ବର୍ତ୍ତମାନ ଭୀଷଣ ବାତ୍ୟାରେ ପରିଣତ ହୋଇଛି। ଏବେ ଏହା ପୁରୀଠାରୁ ୬୮୦ କିଲୋମିଟର ଦୂରରେ ଉତ୍ତର, ଉତ୍ତର-ପୂର୍ବ ଦିଗରେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ହୋଇଛି। ଏହି ଭୀଷଣ ବାତ୍ୟା ଗତ ୬ ଘଣ୍ଟାରେ ଘଣ୍ଟା ପ୍ରତି ୨୫
Read More...

ପଞ୍ଚଦିବସୀୟ ପ୍ରଯୁକ୍ତିବିଦ୍ୟା ଆଧାରିତ ପ୍ରଶିକ୍ଷଣ ଶିବିର ଉଦଯାପିତ

ବୌଦ୍ଧ,୯/୫:- ବୌଦ୍ଧ ଜିଲ୍ଲା ଶିକ୍ଷକ ପ୍ରଶିକ୍ଷଣ ପ୍ରତିଷ୍ଠାନ ଲାଣ୍ଡିବନ୍ଧ ସମ୍ମିଳନୀ କକ୍ଷରେ ପଞ୍ଚଦିବସୀୟ ପ୍ରଯୁକ୍ତିବିଦ୍ୟା ଆଧାରିତ ପ୍ରଶିକ୍ଷଣ ଶିବିରର ଉଦଯାପନୀ ସଭା ପ୍ରତିଷ୍ଠାନର ଅଧ୍ୟକ୍ଷ ବୃନ୍ଦାବନ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବୌଦ୍ଧ ଗୋଷ୍ଠୀ ଶିକ୍ଷା ଅଧିକାରୀ
Read More...

ବାତ୍ୟା ଯୋଗୁ ମହିଳା ଲିଗ୍‌ ରାଉଣ୍ଡ-୭ ଖେଳସୂଚୀରେ ପରିବର୍ତ୍ତନ

ଭୁବନେଶ୍ୱର,୮/୫ : ବାତ୍ୟା ଆଲର୍ଟ କାରଣରୁ ଭାରତୀୟ ମହିଳା ଲିଗ୍‌ ରାଉଣ୍ଡ-୭ର ଖେଳସୂଚୀରେ ପରିବର୍ତ୍ତନ କରାଯାଇଛି । ପରିବର୍ତ୍ତିତ ସୂଚୀ ଅନୁଯାୟୀ,ଆଜି ତିନୋଟି ମ୍ୟାଚ ଖେଳାଯାଇଛି । ସେହିପରି ଆସନ୍ତାକାଲି ମଧ୍ୟ ଆଉ ୩ଟି ମ୍ୟାଚ ଖେଳାଯିବ । ସେଗୁଡ଼ିକ ହେଲା ଗୋକୁଲମ କେରଳ ଏଫସି ବନାମ
Read More...

ଅମିତଙ୍କୁ ଭେଟିବା ପରେ ମମତାଙ୍କୁ ପଶଂସା କଲେ ଦାଦା

କୋଲକାତା,୮/୫ : ଗତ ୬ ତାରିଖରେ ବିସିସିଆଇ ସଭାପତି ସୌରଭ ଗାଙ୍ଗଲିଙ୍କ ଘରେ କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ରାତ୍ରି ଭୋଜନ କରିବା ପରଠୁ ରାଜ୍ୟ ଓ କେନ୍ଦ୍ରୀୟ ରାଜନୀତି ସରଗରମ ରହିଛି । ଏହାକୁ ନେଇ ନାନା କଳ୍ପନାଜଳ୍ପନା ଲାଗି ରହିଥିବା ବେଳେ ଦାଦା ଆଜି ଏକ ବୟାନ ଦେଇ ସମସ୍ତଙ୍କୁ
Read More...

ରାତାରାତି ଲକ୍ଷପତି ବନିଗଲେ ଜଣେ ଗରିବ ଚାଷୀ.ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୮/୫; ସମୟ ଓ ଭାଗ୍ୟ କାହାକୁ କେତେବେଳେ ରଜା କରିଦେବ ତ ଆଉ କେତେବେଳେ ଫକୀର । ଭାଗ୍ୟରେ ଯଦି ଧନୀ ହେବାର ଥିବ,ତାହାକୁ କେହି ଅଟକାଇ ପାରିବେନି । ସେହିଭଳି ଏକ ଘଟଣା ଘଟିଚି ମଧ୍ୟପ୍ରଦେଶର ଜଣେ ଗରିବ ଚାଷୀଙ୍କ ଜୀବନରେ । ରାତାରାତି ସେ ବନିଯାଇଛନ୍ତି ଲକ୍ଷପତି । ମଧ୍ୟପ୍ରଦେଶର
Read More...

ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର କାର୍ଯ୍ୟକାରିଣୀ ବୈଠକ

ପାଟଣାଗଡ : ବ୍ରହ୍ମପୁରା ସ୍ଥିତ ଆଦିବାସୀ ଭବନଠାରେ ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଂଘର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ସଂଘର କାର୍ଯ୍ୟକାରୀ ସଭାପତି ନିତ୍ୟାନନ୍ଦ ଶବରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଓଡିଶା ସରକାର ଏବଂ କେନ୍ଦ୍ର ସରକାରଙ୍କ ଆଦିବାସୀ ମାରଣ ନୀତିଗୁଡିକୁ
Read More...

ଅଗ୍ନିକାଣ୍ଡରେ ଜଳିଗଲା ଘର, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡ଼ି ପାଉଁଶ

ବାଲିଗୁଡ଼ା,୮/୫: କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ତିଲୋରୀ ପଞ୍ଚାୟତ ଜଗେରମାହା ଗ୍ରାମରେ ଅଘଟଣ । ସର୍ଟସର୍କିଟ୍‌ରୁ ଘର ଜଳି ସମ୍ପୂର୍ଣ୍ଣ ପୋଡ଼ିଯାଇଛି । ତେବେ ଅଗ୍ନିକାଣ୍ଡରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଘରେ ଥିବା ପରିବାର ଲୋକେ । ଗ୍ରାମର ଜସେଫ ପ୍ରଧାନଙ୍କ ଘରେ ନିଆଁ ଲାଗି
Read More...

ବୌଦ୍ଧରେ ବିଶ୍ୱ ରେଡକ୍ରସ ଦିବସ ପାଳିତ

ବୌଦ୍ଧ,୮/୫- ବୌଦ୍ଧ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଶ୍ୱ ରେଡକ୍ରସ ଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ସକାଳ ୭ ଘଂଟା ସମୟରେ ଜିଲା ସଂଗ୍ରହାଳୟ ସମ୍ମୁଖରୁ ଏକ ସଚେତନତା ଶୋଭାଯାତ୍ରା ବାହାରି ଟାଉନହଲ ଠାରେ ପହଞ୍ଚିଥିଲା । ଏଥିରେ ଆଦର୍ଶ ବିଦ୍ୟାଳୟ ତେତେଲେଙ୍ଗା, ମଡେଲ ଡିଗ୍ରୀ କଲେଜ
Read More...

ବାଗ୍ମୀ ରଜତ କରଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର: ସୁସାହିତ୍ୟିକ, ଜଗନ୍ନାଥ ସଂସ୍କୃତି ର ଅନନ୍ୟ ଗବେଷକ ପଦ୍ମଶ୍ରୀ ରଜତ କରଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି ।ଶୋକବାର୍ତ୍ତା ରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସ୍ବର୍ଗତ ରଜତ କର ଓଡ଼ିଆ ସାରସ୍ୱତ ଜଗତକୁ ବହୁ ଭାବରେ ସମୃଦ୍ଧ
Read More...

ବୌଦ୍ଧ : ଓଡ଼ିଶା ସାହିତ୍ୟ ଏକାଡେମୀର ସାରସ୍ୱତ ସମାବେଶ

ବୌଦ୍ଧ,୮/୫- ବୌଦ୍ଧ ସମବାୟ ବ୍ୟାଙ୍କ ସମ୍ମିଳନୀ କକ୍ଷରେ ଓଡିଶା ସାହିତ୍ୟ ଏକାଡେମୀ ତରଫରୁ ଜିଲ୍ଲାସ୍ତରୀୟ ସାରସ୍ୱତ ସମାବେଶ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ମୁଖ୍ୟଅତିଥ ଭାବେ ଜିଲ୍ଲାପାଳ ଶ୍ରୀଯୁକ୍ତ ଲଲାଟେନ୍ଦୁ ମିଶ୍ର ଯୋଗଦେଇଥିବାବେଳେ ମୁଖ୍ୟବକ୍ତା ଭାବେ ରବି ନାରାୟଣ ନନ୍ଦ,
Read More...