Yearly Archives

2022

ମଣିଷ ବଦଳରେ ଜେସିବି ଖୋଲୁଛି ପୋଖରୀ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ଗୋଶାଣି ବ୍ଳକରେ ମୃତ୍ତିକା ସଂରକ୍ଷଣ ବା ଜଳ ବିଭାଜିକା ପକ୍ଷରୁ ପୋଖରୀ ଖନନ କାର୍ଯ୍ୟକ୍ରମ ଚାଲୁରହିଛି, ଯାହାକି ମଣିଷ ବଦଳରେ ଜେସିବି ଖନନ କରିଥିବାର ଅଭିଯୋଗ ହୋଇଛି । ଚଳିତ ପଞ୍ଚାୟତ ସମିତି ବୈଠକରେ ସରପଞ୍ଚ ସମିତି ସଭ୍ୟ ମାନେ ବିଭାଗୀୟ
Read More...

ରାତିଅଧିଆ ଚେକିଂରେ ୧୫ଗାଡି ଜବତ ସହ ୧୨ ମଦୁଆ ଚାଳକ ବନ୍ଧା ହେଲେ

ସୁବର୍ଣ୍ଣପୁର: ରାଜ୍ୟ ପରିବହନ ବିଭାଗର କମିଶନରଙ୍କ ନିର୍ଦ୍ଦେଶ କ୍ରମେ ଗତକାଲି ସୁବର୍ଣ୍ଣପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ପୋଲିସ ଓ ପରିବହନ ବିଭାଗ ତରଫରୁ ମିଳିତ ଭାବରେ ଗାଡି ମୋଟର ଯାଞ୍ଚ କରାଯାଇଥିଲା । ବିଶେଷ କରି ମଦ୍ୟ ପାନ କରି ଗାଡି ଚଳାଉଥିବା ଚାଳକଙ୍କ ପ୍ରତି ଦୃଢ
Read More...

ଆରଏସଏସ ଫୁଲବାଣୀ ପକ୍ଷରୁ ସ୍ମାରକ ପତ୍ର ପ୍ରଦାନ

ଫୁଲବାଣୀ: ଆଜି ଆରଏସଏସ ଫୁଲବାଣୀ ପକ୍ଷରୁ ସ୍ଥାନୀୟ ବଜାର ପେଟ୍ରୋଲ ପମ୍ପଛକଠାରୁ ଏକ ରାଲିରେ ଯାଇ କନ୍ଧମାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ନାରାବାଜି ଦେଇ ରାଜ୍ୟପାଳ ଉଦ୍ଦେଶ୍ୟରେ ଅତିରିକ୍ତ ଜିଲ୍ଲାପାଳ ବସନ୍ତ ସାହୁଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କାରାଯାଇଛି । ଯାହା ଲିଖିତ ସୂଚନା
Read More...

ସାମାନ୍ୟ ବର୍ଷାରେ ମୁଖ୍ୟ ସଡ଼କରେ ଆଣ୍ଠୁଏ ପାଣି, ଘରେ ପଶିଲା ଡ୍ରେନ ପାଣି

ଘୁ ଉଦୟଗିରି:କାହାର ଭୁଲ, କିଏ ଦୁର୍ଦ୍ଦଶା ଭୋଗୁଛି । ଏନଏସି କର୍ତ୍ତୃପକ୍ଷଙ୍କ ଭୁଲ ଯୋଗୁଁ ଇଲେକ୍ଟ୍ରି ଅଫିସ ଛକ ବାସିନ୍ଦା ସାମାନ୍ୟ ବର୍ଷା ହେଲେ ଜଳ ବନ୍ଦୀ ଭଳି ଅବସ୍ଥାର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି । ସାମାନ୍ୟ ବର୍ଷା ହେଲେ ରାସ୍ତାରେ ଆଣ୍ଠୁଏ ପାଣି ରହୁଛି । ରାସ୍ତା ଉପରେ
Read More...

ଓଡିଶା ପ୍ରତି ପ୍ରାୟତଃ ବାତ୍ୟା ଭୟ ନାହିଁ: ଏସଆରସି

ଭୁବନେଶ୍ଵର: ଓଡିଶା ପ୍ରତି ପ୍ରାୟତଃ ବାତ୍ୟା ଭୟ ନାହିଁ। ଓଡିଶା ଉପକୂଳ ଛୁଇଁବ ନାହିଁ ବାତ୍ୟା। ୧୦ ତାରିଖରେ ବାତ୍ୟା ରାଜ୍ୟଠୁ ୧୫୦/୨୦୦ କିମି ଦୂରରେ ଥିବ। ବାତ୍ୟା ପ୍ରଭାବରେ ବର୍ଷା ସହ ପବନ ହେବାର ସମ୍ଭାବନା ରହିଛି। ୧୦ ତାରିଖରେ ବିଶେଷ କରି ଗଞ୍ଜାମ, ଗଜପତି, ପୁରୀ ଜିଲ୍ଲାରେ ପ୍ରବଳ
Read More...

କ୍ରୀଡ଼ାରେ ପୁଣି କରୋନା ମାଡ଼ : ସ୍ଥଗିତ ରହିଲା ଏସିଆନ ଗେମ୍ସ

ବେଜିଂ: କ୍ରୀଡ଼ା କ୍ଷେତ୍ରରେ କରୋନା ପୁଣିଥରେ ତା’ର ଆତଙ୍କ ଖେଳାଇବା ଆରମ୍ଭ କରିଦେଇଛି । ଚୀନ ତଥା ସାଂଘାଇରେ ସଂକ୍ରମଣ ଅତି ସାଂଘାତିକ ସ୍ଥିତିରେ ପହଞ୍ଚିଥିବାରୁ ସୁରକ୍ଷା ଦୃଷ୍ଟିରୁ ଏସିଆନ ଗେମ୍ସ-୨୦୨୨କୁ ସ୍ଥଗିତ ରଖାଯାଇଛି । ଆସନ୍ତା ସେପ୍‌ଟେମ୍ବର ମାସରେ ଚାଇନାର ହାଙ୍ଗଜୋହରେ ଏହା
Read More...

ଗୋଟିଏ ଓଭରରେ ୫ ଛକା ମାରିଲେ ଷ୍ଟୋକ୍ସ

ନୂଆଦିଲ୍ଲୀ: ଅଲରାଉଣ୍ଡର ବେନ ଷ୍ଟୋକ୍ସଙ୍କୁ ଇଂଲଣ୍ଡର ଟେଷ୍ଟ କ୍ରିକେଟ ଦଳ ଅଧିନାୟକ ପଦ ମିଳିବା ପରେ ସେ କମାଲ ଦେଖାଇଛନ୍ତି । ଆଜି ଓର୍ସେଷ୍ଟରସାୟର ବିରୋଧରେ ଖେଳିଥିବା କାଉଁଟି ଚାମ୍ପିୟନସିପ ଡିଭିଜନ-୨ରେ ସେ ୬୪ ବଲରେ ଶତକ ହାସଲ କରିଥିଲେ । ଯାହା ଭିତରେ ସେ ବାମହାତି ସ୍ପିନର ଯୋସ
Read More...

ଦାଦାଙ୍କ ଘରେ ରାତ୍ରିଭୋଜନ କଲେ ଅମିତ ଶାହ

କୋଲକାତା,୬/୫ : ବର୍ତ୍ତମାନ ପଶ୍ଚିମ ବଙ୍ଗ ଗସ୍ତରେ ଥିବା କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ଆଜି ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲିଙ୍କ ଘରେ ଆଜି ରାତ୍ରୀଭୋଜନ କରିଛନ୍ତି । ଏହାପରେ,ଗାଙ୍ଗୁଲି ବିଜେପିରେ ଯୋଗଦେବା ନେଇ ଲାଗି ରହିଥିବା ଚର୍ଚ୍ଚା ଅଧିକ ସକ୍ରିୟ ହୋଇଉଠିଛି । ଶୁକ୍ରବାର
Read More...

ମାଉସୀ ମନ୍ଦିର ପ୍ରତିଷ୍ଠା ଓ ପଞ୍ଚକୁଣ୍ଡିୟ ମହାଯାଜ୍ଞ ପାଇଁ ପ୍ରସ୍ତୁତି ବୈଠକ

ପାଟଣାଗଡ: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ବେଲପଡ଼ା ବ୍ଲକ ବେଲପଡ଼ା ମାଉସୀ ମନ୍ଦିର ପ୍ରତିଷ୍ଠା ଓ ପଞ୍ଚ କୁଣ୍ଡିୟ ମହାଯଜ୍ଞ ପାଇଁ ପ୍ରସ୍ତୁତି ବୈଠକ ମହାଦେବ ମେହେରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ମାଉସୀ ମନ୍ଦିର ପ୍ରତିଷ୍ଠା ଓ ପଞ୍ଚ କୁଣ୍ଡିୟ ମହାଯଜ୍ଞ ଦୀର୍ଘ ଚାରି
Read More...

ଘୁ.ଉଦୟଗିରି ଏନଏସି କାଉନସିଲରଙ୍କ ସ୍ୱତନ୍ତ୍ର ବୈଠକ

ଘୁ ଉଦୟଗିରି: ଆଜି ସ୍ଥାନୀୟ ଏନଏସି କାଉନସିଲ ହଲଠାରେ ସ୍ୱତନ୍ତ୍ର କାଉନସିଲ ବୈଠକ ଏନଏସି ଅଧ୍ୟକ୍ଷା ଶ୍ରୀମତୀ ଭାନୁପ୍ରଭା ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏନଏସି ନିର୍ବାହୀ ଅଧିକାରୀ ଶ୍ରୀମତୀ ଇତିଶ୍ରୀ ଷଡ଼ଙ୍ଗୀ ଉପସ୍ଥିତ ରହିଥିବା ବେଳେ ଉପାଧ୍ୟକ୍ଷ ସନ୍ତୋଷ ବାଘଙ୍କ ସମେତ
Read More...