Yearly Archives

2022

ଗାଧେଇବାକୁ ଯାଇ ଶାଲୁଙ୍କି ନଦୀରେ ଖସି ପଡି ଶ୍ରମିକଙ୍କ ମୃତ୍ୟୁ

ଘୁ ଉଦୟଗିରି: ସ୍ଥାନୀୟ ସହରର ଜଣେ ଶ୍ରମିକ ସାଲୁଙ୍କି ନାଳରେ ଗାଧୋଇବାକୁ ଯାଇ ସେଠାରେ ପଡି ମୃତ୍ୟୁବରଣ କରିଥିବା ଜଣାପଡ଼ିଛି । ଗତକାଲି ରାତିରେ ସ୍ଥାନୀୟ ୧୩ନଂ ୱାର୍ଡର ବୁଲୁସୁଗା ସାହିର ଅଶୋକ ବେହେରା(୪୦)ନାମକ ଶ୍ରମିକ ପ୍ରତ୍ୟେକ ଦିନ ଭଳି ନିଜ କାମ ସାରି ଏମଏମସି ରୋଡ଼ରେ ଥିବା ସାଲୁଙ୍କି
Read More...

ଧର୍ମପରାୟଣ ବ୍ୟକ୍ତି ପେଦା ଗୁରୁଙ୍କ ଅକାଳ ବିୟୋଗ

ନବରଙ୍ଗପୁର: ସବୁଦିନ ପାଇଁ ନିରବି ଗଲା ଗୋଟିଏ ଶବ୍ଦ, ରାମ ରାମ ନନା, ଭଲ ଅଛୁ କି ? କାହାର ଭୋଜି, ପର୍ବ ପର୍ବାଣୀ, ଯେ କୌଣସି ମନ୍ଦିର ଉତ୍ସବ ହେଉ ନିରବଚ୍ଛିନ୍ନ ସେବା ଯୋଗାଇ ଆସୁଥିବା ଧାର୍ମିକ ବ୍ୟକ୍ତି ଥିଲେ ସିଏଚ. ଚନ୍ଦ୍ରଶେଖର ରାଓ ଓରଫ ପେଦା । ମୃତ୍ୟୁ ବେଳକୁ ତାଙ୍କୁ ୬୦ ବର୍ଷ ବୟସ
Read More...

ଅନୁମତି ଦେଲେ କେନ୍ଦ୍ର ସରକାର : ବଢିବ ବିଧାୟକଙ୍କ ଦରମା

ନୂଆଦିଲ୍ଲୀ,୬/୫ : କେନ୍ଦ୍ର ସରକାର ଓ ଦିଲ୍ଲୀ ରାଜ୍ୟ ସରକାରଙ୍କ ମଧ୍ୟରେ ଅଧିକାଂଶ ସମୟରେ ବିଭିନ୍ନ ପ୍ରସଙ୍ଗରେ ବିବାଦ ସୃଷ୍ଟି ହୋଇଥାଏ । ଏହାକୁ ନେଇ ମୁହାଁମୁହିଁ ସ୍ଥିତି ମଧ୍ୟ ସୃଷ୍ଟି ହୋଇଚି । ତେବେ ଏବେ ଏକ ପ୍ରସଙ୍ଗରେ କେନ୍ଦ୍ର ସରକାର ସହମତି ପ୍ରକାଶ କରି ସମସ୍ତଙ୍କୁ ଭିନ୍ନ
Read More...

ଦେଶରେ କରୋନା ଆରୋଗ୍ୟ ହାର ୯୮.୭୪%

ନୂଆଦିଲ୍ଲୀ,୬/୫ : ଦେଶରେ ମୁଖ୍ୟତଃ ୫ଟି ରାଜ୍ୟର ସଂକ୍ରମଣ ବୃଦ୍ଧି ଏବେ ବଡ଼ ଚିନ୍ତାର କାରଣ ହୋଇଛି । କାରଣ,ଏହି ରାଜ୍ୟଗୁଡ଼ିକ ହିଁ ଜାତୀୟ ସଂକ୍ରମଣ ସ୍ଥିତିକୁ ଗୁରୁତର କରୁଛି । ଏହି ରାଜ୍ୟଗୁଡ଼ିକ ହେଲା ହରିୟାଣା,କେରଳ,ଉତ୍ତର ପ୍ରଦେଶ,ମହାରାଷ୍ଟ୍ର ଓ ନୂଆଦିଲ୍ଲୀ । ଏବେ ପ୍ରାୟ ଅଧିକାଂଶ
Read More...

ଜିଲ୍ଲା ପରିଷଦ ତୃତୀୟ ବୈଠକ ଅନୁଷ୍ଠିତ

ପୁରୀ : ଜିଲ୍ଲା ପରିଷଦ ତୃତୀୟ ବୈଠକ ସ୍ଥାନୀୟ ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି । ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ସ୍ବପ୍ନାରାଣୀ ସ୍ବାଇଁ ଏଥିରେ ଅଧ୍ୟକ୍ଷତା କରିଥିଲେ । ଖରାଦିନେ ପାନୀୟ ଜଳ ସମସ୍ୟା ସମ୍ପର୍କରେ ବିଶଦ ଭାବରେ
Read More...

ଦୃଷ୍ଟାନ୍ତମୂଳକ ପଦକ୍ଷେପ ନେଉନାହିଁ ବନ ବିଭାଗ, ଜଳୁଛି ଦଶପଲ୍ଲା ବନାଞ୍ଚଳ

ଦଶପଲ୍ଲା : ନିଆଁର ଆଁରେ ଦଶପଲ୍ଲା ବନାଞ୍ଚଳ । ଛାରଖାର ହୋଇଚାଲିଛି ଶହ ଶହ ଏକର ଜଙ୍ଗଲ । ଯେତିକି ପରିମାଣର ନିଆଁ ଲିଭା ଯାଉଛି ତାହାଠାରୁ ଅଧିକ ପରିମାଣର ଜଙ୍ଗଲ ଜଳୁଛି । ଦଶପଲ୍ଲା ବନାଞ୍ଚଳର ଚଢେୟାପଲ୍ଲୀ , ପୋଖରୀଗୋଛା , ଟାକରା,ବାଣୀଗୋଛା ପ୍ରଭୃତି ସେକ୍ସନରେ ନିଆଁ ଅଣାୟତ ପରିସ୍ଥିତି
Read More...

ବିଶ୍ୱ କର୍ମା ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କାର୍ଯ୍ୟାଳୟରେ ବିଶ୍ୱ ଶ୍ରମିକ ଦିବସ ପାଳିତ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରର ୱାର୍ଡ ନଂ ୩ ରେ ଥିବା ଗଜପତି ଜିଲ୍ଲା ବିଶ୍ୱ କର୍ମା ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ ସଂଘ କାର୍ଯ୍ୟାଳୟ ପରିସରରେ ବିଶ୍ୱ ଶ୍ରମିକ ଦିବସ ପାଳିତ ହୋଇ ଯାଇଛି । ସଂଘର ସଭାପତି ସତ୍ୟ ନାରାୟଣ ମହାରଣାଙ୍କ ଅଧ୍ୟକ୍ଷତରେ ଏକ
Read More...

କନିଷ୍ଠ ଯନ୍ତ୍ରୀଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ପାଟଣାଗଡ଼ : ବଲାଙ୍ଗୀର ଜିଲା ପାଟଣାଗଡ଼ ବ୍ଲକରେ କାର୍ଯ୍ୟରତ କନିଷ୍ଠ ଯନ୍ତ୍ରୀ ସୁରେଶ ଚନ୍ଦ୍ର ସାହୁ (୫୪)ଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି । ପାଟଣାଗଡ଼-ବନକାବିହାର ରାସ୍ତାକଡ଼ ଏକ କପା କିଆରୀରେ କନିଷ୍ଠ ଯନ୍ତ୍ରୀ ସାହୁଙ୍କ ମୃତଦେହ ପଡ଼ିଥିବା ଖବର ମିଳିବା ପରେ ପାଟଣାଗଡ଼ ପୋଲିସ
Read More...

ଗୋଶାଣି ବ୍ଳକରେ ସ୍ଥାୟୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ପଦବୀ ପୂରଣ ହେବ କେବେ?

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ଗୋଶାଣି ବ୍ଳକରେ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ସ୍ଥାୟୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ପଦବୀ ଦୀର୍ଘ ଦିନ ହେଲା ଖାଲି ପଡ଼ିଛି । ଏହାର କାର୍ଯ୍ୟ ତୁଲାଉଛନ୍ତି କାଶୀ ନଗର ଗୋଷ୍ଠୀ ଶିକ୍ଷା ଅଧିକାରୀ । ତେଣୁ ସ୍ଥାୟୀ ଗୋଷ୍ଠୀ ଶିକ୍ଷା ଅଧିକାରୀ
Read More...

ନୟାଗଡ଼ ଜିଲ୍ଲାରେ ପ୍ରହସନ ପାଲଟିଛି କନ୍ୟାଭୃଣ ହତ୍ୟା ଓ ବାଲ୍ୟବିବାହ ସଚେତନତା କାର୍ଯ୍ୟକ୍ରମ

ଦଶପଲ୍ଲା : କନ୍ୟାଭୃଣହତ୍ୟା ହେଉ କି ବାଲ୍ୟବିବାହ ହେଉ , ଏହି ଦୁଇଟି କାର୍ଯ୍ୟରେ ନୟାଗଡ଼ ଜିଲ୍ଲା ଓଡିଶାରେ ପ୍ରଥମସ୍ଥାନ ଅଧିକାର କରିଛି । ନୟାଗଡ ଜିଲ୍ଲାର ବିଭିନ୍ନ ବ୍ଲକ୍‌ ଓ ଗ୍ରାମ ପଞ୍ଚାୟତରେ ନୟାଗଡ ଜିଲ୍ଲା ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ତରଫରୁ ବାଲ୍ୟ ବିବାହ ରୋକିବା ଉପରେ
Read More...