Yearly Archives

2022

ଚାଷ ଜମି କମୁଛି, ଘରବାରି ବଢୁଛି

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଉପକଣ୍ଠରେ ଥିବା ବିଭିନ୍ନ ଚାଷ ଜମି ଘର ବାରିରେ ପରିଣତ କରାଯାଉଛି ।ବାହାର ରାଜ୍ୟର ବେପାରୀ ଆସି ଶାଗ ମାଛ ଦରରେ ଜମି କିଣି ତାହାକୁ ପ୍ଲଟ କରି ଚଢା ଦରରେ ବିକ୍ରି କରି ମାଲାମାଲ ହେଉଛନ୍ତି ବେପାରୀ । ସେମାନଙ୍କୁ ସାହାଯ୍ୟ
Read More...

ବାଘଛାଲ ବେପାରୀଙ୍କୁ ଧରିଲା ଏସଟିଏଫ

ବଲାଙ୍ଗିର : ବାଘଛାଲ ବେପାରିକୁ କାବୁ କରିଛି ଏସଟିଏଫ । ସଇଁତଲା ଟିକ୍ରାପଡା ରାସ୍ତାରେ ବାଘଛାଲ ବିକ୍ରିବଟା ଡିଲ୍‌ ଖବର ସୁତ୍ରରୁ ପାଇ ଏସଟିଫ୍‌ ଟିମ୍‌ ଚଢାଉ କରିଥିଲେ । ଗୋଟେ ବାଘଛାଲ ସହ ଆଦିକନ୍ଦ ଘିଭେଲା ନାମକ ଜୈନିକ ବ୍ୟକ୍ତିଙ୍କୁ ଗିରଫ କରିଛି । ଗତକାଲି ଅନ୍ୟ ଏକ ଘଟଣାରେ ଟାଉନଥାନା
Read More...

୮ରେ ବାତ୍ୟାରେ ପରିଣତ ହୋଇପାରେ ଲଘୁଚାପ

ଭୁବନେଶ୍ୱର: ଆଣ୍ଡାମାନ ସାଗରରେ ସୃଷ୍ଟ ଲଘୁଚାପ ବାତ୍ୟାରେ ପରିଣତ ସମ୍ଭାବନା ଦେଖାଦେଇଛି । ଲଘୁଚାପ କ୍ଷେତ୍ରଟି ଆସନ୍ତାକାଲି ଅବପାତରେ ପରିଣତ ହୋଇପାରେ ବୋଲି ଆକଳନ କରିଛି ପାଣିପାଗ ବିଭାଗ । ୮ ତାରିଖ ସଂଧ୍ୟା ସୁଦ୍ଧା ଅବପାତ ବାତ୍ୟାରେ ପରିଣତ ହେବା ସମ୍ଭାବନା ସୃଷ୍ଟି ହୋଇଛି । ୮ରେ
Read More...

ତାଣ୍ଡବ ରଚିଲା କାଳବୈଶାଖୀ

ଦଶପଲ୍ଲା : ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ମହୀପୁର ଗ୍ରାମପଂଚାୟତ ସମେତ ଦୁରୁଦୁରା ଗ୍ରାମପଞ୍ଚାୟତ ଅନ୍ତର୍ଗତ ବିଭିନ୍ନ ଗ୍ରାମରେ କାଳବୈଶାଖୀ ତାଣ୍ଡବ ଦେଖିବାକୁ ମିଳିଛି । ଶିମିଳିସାହି , ଝରଗାଁ , କିରିଆ ଲାଞ୍ଜି ଗ୍ରାମରେ ବିଭିନ୍ନ ହିତାଧିକାରୀଙ୍କ ଘର ଭାଙ୍ଗିଯିବା ସହିତ ଚାଳ ଛପର
Read More...

ମାସିକ ପତ୍ରିକା “ସମ୍ବଲପୁରୀ ଦର୍ପନ’ ଉନ୍ମୋଚିତ

ସମ୍ବଲପୁର : ସମ୍ବଲପୁରୀ ଭାଷା ସମ୍ବିଧାନର ଅଷ୍ଟମ ସୂଚୀରେ ସ୍ଥାନ ପାଇବାକୁ ଦାବି ହେଉଛି । ଏଭଳି ସମୟରେ ସମ୍ବଲପୁରୀ ଭାଷାରେ ଖବର ପତ୍ରିକାର ଅଭାବକୁ ଦୂର କରିବା ପାଇଁ ମାସିକ ଖବର ପତ୍ରିକା "ସମ୍ବଲପୁରୀ ଦର୍ପନ' ଇଷ୍ଟଦେବୀ ସମଲେଈଙ୍କ ମନ୍ଦିରରେ ଉନ୍ମୋଚିତ ହୋଇଯାଇଛି ।ସମ୍ବଲପୁରୀ ଦର୍ପନ
Read More...

କାଳ ବୈଶାଖୀ ପ୍ରଭାବରେ ପୁରୀରେ ବର୍ଷା

ପୁରୀ : କାଳ ବୈଶାଖୀ ପ୍ରଭାବରେ ପୁରୀରେ ଘଡ଼ ଘଡି ସହ ବର୍ଷା ହୋଇଛି । ସକାଳ ୬ ଟା ୯ ଯାଏ ପୁରୀ ରେ ଘଡ଼ ଘଡି ସହ ଜୋର ବର୍ଷା ହୋଇଛି । ଫଳରେ ପୁରୀ ବାସୀ ଅସହ୍ୟ ଗରମରୁ ଆଶ୍ୱସ୍ଥି ପାଇଛନ୍ତି । ଅନ୍ୟପଟେ ଆଗକୁ ସମ୍ଭାବ୍ୟ ବାତ୍ୟା ଥିବାରୁ କେତେକ ଲୋକଙ୍କ ଭିତରେ ମଧ୍ୟ ଏହି କାଳ ବୈଶାଖୀ
Read More...

ବ୍ରାହ୍ମଣୀଗାଁରେ ଘନଘନ ବିଦ୍ୟୁତ କାଟ ଓ ନେଟୱାର୍କ ସମସ୍ୟାରେ ଅତିଷ୍ଠ ଅଞ୍ଚଳବାସୀ

ବାଲିଗୁଡା : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଳକର ବ୍ରାହ୍ମଣୀଗାଁ ସମେତ ଅଞ୍ଚଳର ଆଠ ଗୋଟି ପଞ୍ଚାୟତ ସରାମୁଳୀ,ତାଜୁଙ୍ଗିଆ, ହତିମୁଣ୍ଡା, ଗଦାପୁର, ଝିଞ୍ଜିରିଗୁଡା,କୁମ୍ଭାରୀଗାଁ ଓ କାଟିଙ୍ଗିଆ ପଞ୍ଚାୟତରେ ଅଘୋଷିତ ବିଦ୍ୟୁତ କାଟ ଜାରି ରହିଛି । ବିଦ୍ୟୁତ ବିଭାଗର ମନମୁଖୀ କାର୍ଯ୍ୟକଳାପ
Read More...

ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର

ଭୁବନେଶ୍ଵର : ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର। ୪୮ ଘଣ୍ଟା ମଧ୍ୟରେ ଏହା ଅଧିକ ସକ୍ରିୟ ହୋଇ ଅବପାତର ରୂପ ନେବ। ଏହା ଉତ୍ତର ପଶ୍ଚିମ ଆଡ଼କୁ ଗତି କରି ଅବପାତରେ ପରିଣତ ହେବ । ଲଘୁଚାପ କ୍ଷେତ୍ର ସୃଷ୍ଟି ପରେ ଆଜି ବାତ୍ୟାର ଚିତ୍ର ସ୍ପଷ୍ଟ ହେବ। ଏନେଇ ଆଞ୍ଚଳିକ
Read More...

କୋହଲିଙ୍କୁ ନେଇ ଆରସିବିରେ ବଢୁଛି ଟେନସନ

ମୁମ୍ବାଇ: ଚେନ୍ନାଇ ସୁପର କିଙ୍ଗ୍ସ(ସିଏସକେ)ବିପକ୍ଷରେ ଆରସିବିର ବିଜୟ ସତ୍ତେ୍ୱ ଦଳ ପାଇଁ ଅନେକ ଚିନ୍ତା ଜାରି ରହିଛି । ବିଶେଷକରି ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କ ଫର୍ମରେ ନ ଥିବାରୁ ଦଳର ଚିନ୍ତା ବଢିବାରେ ଲାଗିଛି । ବିଶ୍ୱ କ୍ରିକେଟର ଅନ୍ୟତମ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍‌ କୋହଲି
Read More...

ଭାରତୀୟ ଚେସ୍‌ ଦଳକୁ ତାଲିମ ଦେବେ ଆନନ୍ଦ ଓ ଗେଲଫ୍ୟାଣ୍ଡ

ଚେନ୍ନାଇ: ବିଶ୍ୱନାଥନ ଆନନ୍ଦ ଓ ବୋରିସ୍‌ ଗେଲଫ୍ୟାଣ୍ଡ ମସ୍କୋରେ ୨୦୧୨ ବିଶ୍ୱ ଚାମ୍ପିଅନସିପ୍‌ ଫାଇନାଲ୍‌ ସମେତ ଅନେକ ଚେସ୍‌ ମ୍ୟାଚ୍‌ ଖେଳିଛନ୍ତି । ଉଭୟ ପାଞ୍ଚ ଥର ବିଶ୍ୱ ଚାମ୍ପିଅନ୍‌ ଆନନ୍ଦ ଏବଂ ଇସ୍ରାଏଲ୍‌ ଗ୍ରାଣ୍ଡମାଷ୍ଟର ଗେଲଫ୍ୟାଣ୍ଡ ଚଳିତ ବର୍ଷ ଜୁଲାଇ ୨୮ରୁ ଅଗଷ୍ଟ ୧୦ ପର୍ଯ୍ୟନ୍ତ
Read More...