Yearly Archives

2022

କରୋନା ଯିବା ପରେ ଲାଗୁହେବ ସିଏଏ

କୋଲକାତା,୫/୫ : ଦେଶରେ ନାଗରିକ ସଂଶୋଧନ ଆଇନ(ସିଏଏ)ଲାଗୁ ହେବନି ବୋଲି ଯେଉଁମାନେ ଭାବୁଛନ୍ତି,ତାହା ଭୁଲ । ଏଭଳି ଧାରଣାରେ ସେମାନେ ନ ରୁହନ୍ତୁ । ଏହା ନିଶ୍ଚୟ ଲାଗୁ ହେବ । ତେବେ ଏବେ ନୁହେଁ,ଦେଶରୁ କରୋନା ମହାମାରୀ ପୂରାପୂରି ଯିବାପରେ ଏହା ନିଶ୍ଚୟ ଲାଗୁ ହେବ । ଏହା କହିଛନ୍ତି କେନ୍ଦ୍ର
Read More...

ବିଦେଶ ଗସ୍ତରୁ ଫେରିଲେ ମୋଦି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ତିନି ଦିନିଆ ୟୁରୋପ ଗସ୍ତ ଶେଷକରି ଭାରତ ଫେରିଆସିଛନ୍ତି । ପ୍ରଥମ ଚରଣରେ ସେ ଜର୍ମାନୀ ଯାଇଥିଲେ । ଏହାପରେ ଡେନମାର୍କ ଓ ସବା ଶେଷରେ ଫ୍ରାନ୍ସ ଗସ୍ତ କରି ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍‌ ମାକ୍ରୋନ୍‌ଙ୍କ ସହ ବିଭିନ୍ନ ବିଷୟରେ ଆଲୋଚନା
Read More...

ଦେଶରେ ୫.୨୪ ଲକ୍ଷରେ ପହଞ୍ଚିଲା କୋଭିଡ ମୃତ୍ୟୁ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩, ୨୭୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୂତନ ସଂକ୍ରମଣକୁ ମିଶାଇ ଦେଶରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪ କୋଟି ୩୦ ଲକ୍ଷ ୯୧ ହଜାର ୩୯୩ ଟଙ୍କାରେ ପହଞ୍ଚିଛି । ଏବେ ସୁଦ୍ଧା ଦେଶରେ କରୋନାରେ ୫,୨୩,୯୭୫ ଜଣଙ୍କର ମୃତ୍ୟୁ ହୋଇ ସାରିଲାଣି
Read More...

ଓଡ଼ିଶାରେ ବାତ୍ୟା ହେବ କି ନାହିଁ ତାହା ଜଣାପଡ଼ିନି: ଏସଆରସି

ଭୁବନେଶ୍ୱର: ଓଡ଼ିଶାରେ ବାତ୍ୟା ହେବ କି ନାହିଁ ତାହା ଜଣାପଡ଼ିନି । ସମ୍ଭାବ୍ୟ ଲଘୁଚାପ ମଧ୍ୟ ଅବପାତରେ ରୂପାନ୍ତରିତ ହୋଇ ବାତ୍ୟାର ରୂପ ନେବ କି ନାହିଁ ତାହା ବି ଜଣାନାହିଁ । ଆସନ୍ତାକାଲି ସୁଦ୍ଧା ବାତ୍ୟାର ସ୍ପଷ୍ଟ ଚିତ୍ର ଆମକୁ ଭାରତୀୟ ପାଣିପାଗ ବିଭାଗ ଦେବ ବୋଲି ଅନୁମାନ କରାଯାଉଛି। ତଥାପି
Read More...

ଥମୁନି ଦାଦନ ଦୁଃଖ, ୨୪ ଘଣ୍ଟା ନ ପୁରୁଣୁ ଗାଁରେ ପହଞ୍ଚିଲା ଦୁଇଟି ଶବ

ପାଟଣାଗଡ଼ : ଥମୁନି ଦାଦନ ଦୁଃଖ । ୨୪ଘଣ୍ଟା ନ ପୁରୁଣୁ ଦୁଇ ଦୁଇଟି ଶବ ପହଞ୍ଚିଲା ବେଲପଡ଼ାରେ । ବଲାଙ୍ଗିର ଜିଲ୍ଲା ବେଲପଡା ବ୍ଲକ ଅନ୍ତର୍ଗତ ସୁଲେକେଲା ଗାଁର ପକ୍ଷୀରାଜ ଦଳେଇ ପଡୋଶୀ ହାଇଦ୍ରାବାଦକୁ ଦାଦନ ଖଟିବାକୁ ଯାଇଥିଲେ । ତେବେ ସେଠାରେ ସେ ଅସୁସ୍ଥ ହୋଇପଡିଥିଲେ । ଏହାପରେ ତାଙ୍କର
Read More...

ମାନବିକତା ଦେଖାଇଲେ ବରିଷ୍ଠ ନାଗରିକ, ପାଇଥିବ ପର୍ସକୁ ପୋଲିସକଙ୍କୁ କଲେ ହସ୍ତାନ୍ତର

ସୋନପୁର: ସୋନପୁର ଷ୍ଟେଟ ବ୍ୟାଙ୍କ ରାସ୍ତା ଉପରେ ପଡ଼ିଥିବା ଏକ ମନିପର୍ସକୁ ପୋଲିସକୁ ହସ୍ତାନ୍ତର କରି ନିଜର ମାନବିକତାର ପରିଚୟ ଦେଲେ ସୁବର୍ଣ୍ଣପୁରର ବିଶିଷ୍ଟ ନାଗରିକ ଚମରା ରାମ ତ୍ରିପାଠୀ > ଉକ୍ତ ମନି ପର୍ସ ଟି ଗୁଡଭେଲିପଦର ଗାଁ ର ଏକ କଲେଜ ଛାତ୍ର ଚନ୍ଦ୍ର ମୋହନ ବାଙ୍କର ବୋଲି ଜଣା
Read More...

ଡ଼ମ୍ପର-ବାଇକ ମୁହାଁମୁହିଁ ଧକ୍କା, ଚାଲିଗଲା ଡିଗ୍ରୀ କଲେଜ୍‌ ଛାତ୍ରର ଜୀବନ

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଳା ସଦର ବ୍ଲକର ଜନମୁରାଠାରେ ବାଇକ୍‌ ଓ ଡମ୍ପର ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣା ସ୍ଥଳରେ ହିଁ ଜଣେ ମଡେଲ ଡିଗ୍ରୀ କଲେଜ୍‌ ଛାତ୍ର ଆଲୋକ ଖୁରାଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ବାଇକ୍‌ ପଛରେ ଥିବା ଆଉ ଜଣେ ଛାତ୍ର ମନୋଜ ଥାପା ଗୁରୁତର ଅବସ୍ଥାରେ
Read More...

ଜିଲ୍ଲା ପ୍ରଶାସନ ପକ୍ଷରୁ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ବୁଷ୍ଟର ଡୋଜ୍‌ ପ୍ରଦାନ

ପାରଳାଖେମୁଣ୍ଡି,: ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଟାଉନ ହଲ ନିକଟରେ ଥିବା ରାଟୋରି କ୍ଳବ ଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ବୁଷ୍ଟର ଡୋଜ୍‌ ପ୍ରଦାନ କରାଯାଇଛି । ଏହି ଟୀକା ୧୬ ଜଣ ଗଣମାଧ୍ୟମ ପ୍ରତିନିଧି ନେଇଥିବାର ଜିଲ୍ଲା ପ୍ରଶାସନ
Read More...

ବେଆଇନ ମୋବାଇଲ ସିମ କାରବାର ନେଇ ଯାଞ୍ଚ

ଘୁ ଉଦୟଗିରି: ସ୍ଥାନୀୟ ଏସଡ଼ିପିଓ ଡି.ତିରୁପତି ରାଓ ପଟ୍ଟନାୟକଙ୍କ ନେତୃତ୍ୱରେ ଓ ଥାନା ଅଧିକାରୀ ରେବତୀ ଶବରଙ୍କ ଉପସ୍ଥିତିରେ ସ୍ଥାନୀୟ ସହରର ବିଭିନ୍ନ ମୋବାଇଲ୍‌ ଦୋକାନ ଯାଞ୍ଚ କରୁଥିବା ଦେଖିବାକୁ ମିଳିଛି । ସୂଚନା ଅନୁସାରେ ମୋବାଇଲ ସିମ ବିକ୍ରୀ କରୁଥିବା ଦୋକାନମାନଙ୍କରେ ବିଭିନ୍ନ
Read More...

ହରିଶଙ୍କର ବୈଶାଖ ମେଳାର ମାନବୃଦ୍ଧି ପାଇଁ କୋଟିଏ ଟଙ୍କା ମଞ୍ଜୁର ଦାବି,କୋଶଳ ମୁକ୍ତି ମୋର୍ଚ୍ଚା ପକ୍ଷରୁ ଦାବିପତ୍ର…

ପାଟଣାଗଡ: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ତଥା ପଶ୍ଚିମ ଓଡ଼ିଶାର ପ୍ରମୁଖ ତୀର୍ଥସ୍ଥଳୀ ହରିଶଙ୍କରରେ ଚଳିତବର୍ଷ ଆସନ୍ତା ମଇ ୧୪.ରୁ ୧୬ ପର୍ଯ୍ୟନ୍ତ ବୈଶାଖ ମେଳା ଅନୁଷ୍ଠିତ ହେବାକୁ ଯାଉଥିବାବେଳେ ଏହି ମେଳାକୁ ସରକାର ଅଣଦେଖା କରୁଥିବା ଏବଂ ଆଜି ପର୍ଯ୍ୟନ୍ତ ପ୍ରସିଦ୍ଧ ହରିଶଙ୍କର ବୈଶାଖ
Read More...