ବିଜେଡିର ଜିଲ୍ଲା ସଂପାଦକ ଭାବେ ପୂର୍ଣ୍ଣ ମହାପାତ୍ରଙ୍କୁ ଦାୟିତ୍ୱ
ନବରଙ୍ଗପୁର:-ନବରଙ୍ଗପୁର ସହରର ଜଣେ ବରିଷ୍ଠ ସଂଗଠକ, ସମାଜସେବୀ ତଥା ଆଇନଜୀବୀ ପୂର୍ଣ୍ଣ ଚନ୍ଦ୍ର ମହାପାତ୍ରଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ଜିଲ୍ଲା ବିଜେଡି ସଭାପତି ତଥା ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ ବିଜୁ ଜନତା ଦଳର ସଂପାଦକ ଭାବେ ମନୋନୀତ କରିଛନ୍ତି ।!-->…
Read More...
Read More...