Yearly Archives

2022

ଗଞ୍ଜେଇ ଚାଲାଣ ବେଳେ କାର ଦୁର୍ଘଟଣା, ଡ୍ରାଇଭର ଫେରାର

ଘୁ. ଉଦୟଗିରି: ଘୁ. ଉଦୟଗିରି ଥାନା ଅନ୍ତର୍ଗତ ରାଇପଦା ନିକଟ ପଣସବାଙ୍କଠାରେ ଗଞ୍ଜେଇ ଭର୍ତ୍ତି ୱାଗନର କାର ନମ୍ବର (ଓ ଆର ୦୨ଏ ଆର ୩୬୦୫) ଓଲଟି ଯାଇଥିବା ବେଳେ ଚାଳକ ଘଟଣା ସ୍ଥଳରୁ ଫେରାର ହୋଇଯାଇଛନ୍ତି । ଦୁର୍ଘଟଣାଗ୍ରସ୍ତ ଗାଡ଼ିଟିକୁ ଦେଖି ରାସ୍ତାରେ ଯିବା ଆସିବା ଲୋକ ଘୁ. ଉଦୟଗିରି
Read More...

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୧୭୨ତମ ଜନ୍ମ ଜୟନ୍ତୀ ପାଳିତ

ଘୁ ଉଦୟଗିରି: ସମ୍ବାଦ,ଆମ ଓଡ଼ିଶା ଆନୁକୁଲ୍ୟରେ ଘୁ. ଉଦୟଗିରି ସୁଭଦ୍ରା ମହତାବ ସେବାସଦନ ପରିସରରେ ମଧୁବାବୁ ଜୟନ୍ତୀ ବା ସ୍ୱାଭିମାନ ଦିବସ ପାଳିତ ହୋଇଯାଇଛି । ସ୍ଥାନୀୟ ସମ୍ବାଦ ପ୍ରତିନିଧି ସମୀର କୁମାର୍‌ ପାଢ଼ୀ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ମୁଖ୍ୟ ଅତିଥି ଭାବରେ ସ୍ଥାନୀୟ
Read More...

ହରିଶଙ୍କର ମିଶନ ଶକ୍ତି କାଫେ ପରିଦର୍ଶନ କଲେ ଅସିତ ତ୍ରିପାଠୀ

ପାଟଣାଗଡ଼,୨୮/୪- ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ୍‌ର ପ୍ରମୁଖ ପର୍ଯ୍ୟଟନସ୍ଥଳୀ ହରିଶଙ୍କର ଗସ୍ତ କରି ଫେରିଛନ୍ତି ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ତଥା ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ଅସିତ ତ୍ରିପାଠୀ । ମଙ୍ଗଳବାର ରାତିରେ ପହଞ୍ଚି ହରିଶଙ୍କର ମନ୍ଦିର, ଝରଣା ଆଦି ବୁଲି
Read More...

ନବରଙ୍ଗପୁର ଠାରେ ମଧୁବାବୁ ଜୟନ୍ତୀ ଓ ଆଇନ ଦିବସ ପାଳିତ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ଆଇନଜୀବୀ ସଂଘ ତରଫରୁ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ଓ ଆଇନଜୀବୀ ଦିବସ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଡଃ ଏସ୍‌ ମୁରଲୀଧର ସାରା ଓଡ଼ିଶାର ଆଇନଜୀବୀମାନଙ୍କୁ ଆଭାଷୀ କାର୍ଯ୍ୟକ୍ରମ ଜରିଆରେ ଉଦବୋଧନ ଦେଇ
Read More...

ଜିଲ୍ଲା ପ୍ରଶାସନ ପକ୍ଷରୁ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ପାଳିତ

ଜଗତସିଂହପୁର : ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି ।ଅତିରିକ୍ତ ଜିଲ୍ଲାପାଳ ସଚ୍ଚିଦାନନ୍ଦ ସାହୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଥିବା ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ,ଆଇନଜୀବୀ, ସମାଜ ସଂସ୍କାରକ, ଉତ୍କଳ ଗୌରବ
Read More...

ଜିଲ୍ଲାସ୍ତରୀୟ ଶିକ୍ଷା ସମୀକ୍ଷା ବୈଠକ

ବୌଦ୍ଧ,୨୮/୪:- ବୌଦ୍ଧ ଜିଲ୍ଲା ସ୍ତରୀୟ ଅପ୍ରେଲ ମାସର ଶିକ୍ଷା ସମୀକ୍ଷା ବୈଠକ ଜିଲ୍ଲା ସମଗ୍ର ଶିକ୍ଷା କାର୍ଯ୍ୟାଳୟ ସଭାଗୃହରେ ଜିଲ୍ଲା ଶିକ୍ଷା ଅଧିକାରୀ ଡଃ ଉଦୟନାଥ ମାଝୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ପିଲାଙ୍କର ଶ୍ରେଣୀ ଉତ୍ତୀର୍ଣ୍ଣ ଓ ନାମଲେଖା କାର୍ଯ୍ୟ କିପରି ଚାଲିଛି,
Read More...

ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି, ଆଜି ବୌଦ୍ଧରେ ସର୍ବୋଚ୍ଚ ତାପମାତ୍ରା

ଭୁବନେଶ୍ୱର: ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ସକାଳ ୮ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଟାଣ ଖରା ଅନୁଭୂତ ହେଉଛି। ପଦାକୁ ବାହାରିବା ଅସହଜ ହେଉଛି। ଆଜି ବୌଦ୍ଧରେ ସର୍ବୋଚ୍ଚ ଦିନ ତାପମାତ୍ରା ୪୫ ଡ଼ିଗ୍ରି ରେକର୍ଡ ହୋଇଛି। ରାଜଧାନୀ ଭୁବନେଶ୍ବରରେ ୩୯.୮ ଓ କଟକରେ ୪୦ ଡ଼ିଗ୍ରି
Read More...

ବେଲପଡ଼ା ଗସ୍ତରେ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ଅସିତ୍‌ ତ୍ରିପାଠୀ

ପାଟଣାଗଡ଼,୨୮/୪- ପାଟଣାଗଡ଼ ଉପଖଣ୍ଡ ବେଲପଡ଼ା ବ୍ଲକ ଗସ୍ତରେ ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ତଥା ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ଅସିତ ତ୍ରିପାଠୀ । ବୁଧବାର ବେଲପଡ଼ା ବ୍ଲକ ସାତଚୁଆ ଗାଁ ନିକଟରେ ଥିବା ସାରସ କୁକୁଡ଼ା ଫାର୍ମକୁ ଗସ୍ତକରି ବୁଲି ଦେଖିଥିଲେ । ଶ୍ରୀ ତ୍ରିପାଠୀଙ୍କ
Read More...

ଜିଲ୍ଲା ବାଲ୍ୟବିବାହ ମଞ୍ଚର ବାର୍ଷିକ ଅଧିବେଶନ

ବୌଦ୍ଧ,୨୮/୪:- ବୌଦ୍ଧ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲା ବାଲ୍ୟ ବିବାହ ପ୍ରତିରୋଧ ମଞ୍ଚର ବାର୍ଷିକ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ଜିଲ୍ଲାପାଳ ବବିତାରାଣୀ ଦଳବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଭାରପ୍ରାପ୍ତ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ
Read More...

ପଦୋନ୍ନତି ପାଇଲେ ୮ ବ୍ଲକ୍‌ର ୫୨୦ ଶିକ୍ଷକ

ଦଶପଲ୍ଲା : ନୟାଗଡ ଜିଲ୍ଲାର ୮ଗୋଟି ବ୍ଲକରୁ ଏକକାଳୀନ ୫୨୦ଜଣ ଶିକ୍ଷକ, ଶିକ୍ଷୟତ୍ରୀଙ୍କୁ ମିଳିଥିବା ପଦୋନ୍ନତି ଗତ ୨୬ ତାରିଖଠାରୁ କାର୍ଯ୍ୟକାରୀ କରାଯାଇଛି । ଗତ ନଭେମ୍ବର ମାସରୁ ଏହି ପଦୋନ୍ନତି ଲେବଲ ' ଭି ' ରୁ ଲେଭଲ ' ଆଇ ଭି ' କୁ ତାଲିକା ପ୍ରସ୍ତୁତ କରାଯାଇ ଥିଲେ ହେଁ କାହାକୁ କେଉଁ
Read More...