Yearly Archives

2022

ରଶ୍ମି ରଞ୍ଜନ ସିଦ୍ଧାଶ୍ରମରେ ମହା ବିଶ୍ୱ ସଂକ୍ରାନ୍ତି ପାଳିତ

ନବରଙ୍ଗପୁର:ସ୍ଥାନୀୟ ତାରାଗାଁ ସ୍ଥିତ ରଶ୍ମି ରଞ୍ଜନ ସିଦ୍ଧାଶ୍ରମରେ ନୂତନ ସୌର ବର୍ଷର ଆଦ୍ୟ ଦିବସ ମହା ବିଷୁବ ସଂକ୍ରାନ୍ତି ଆଶ୍ରମର ଶ୍ରଦ୍ଧାଳୁ ଗଣଙ୍କ ଉପସ୍ଥିତିରେ ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଅଛି ।ଉତ୍ସବର କାର୍ଯ୍ୟ ସୂଚୀ ଅନୁଯାୟୀ- ମହା ମନ୍ତ୍ର ଜପ,ଜଣାଣ, ପୁଷ୍ପାର୍ଘ୍ୟ ଅର୍ପଣ,
Read More...

ଜିଲ୍ଳା କଂଗ୍ରେସ ପକ୍ଷରୁ ଓଡ଼ିଆ ନବ ବର୍ଷ ଓ ଆମ୍ବେଦକର ଜୟନ୍ତୀ ପାଳିତ

ନବରଂଗପୁର:ଗୁରୁବାର ପବିତ୍ର ମହା ବିଷୁବ ସଂକ୍ରାନ୍ତି, ମହାବୀର ଜୟନ୍ତୀ, ହନୁମାନ ଜୟନ୍ତୀ ସହ ଓଡ଼ିଆ ନବବର୍ଷ ପାଳନ ସାଙ୍ଗକୁ ଭାରତ ବର୍ଷର ଆଇନ ପ୍ରଣେତା ଡ. ଭୀମ ରାଓ ଆମ୍ବେଦକରଙ୍କ ଜୟନ୍ତୀ ଜିଲ୍ଲା କଂଗ୍ରେସ ଭବନ ଠାରେ ପାଳନ କରାଯାଇଥିଲା । ଉପସ୍ଥିତ ଥିବା ଦଳୀୟ ସମସ୍ତ ବରିଷ୍ଠ ନେତା ତଥା
Read More...

ମା ‘ ଦକ୍ଷିଣକାଳୀଙ୍କ ପଣାଯାତ୍ରା

ଦଶପଲ୍ଲା : ନୟାଗଡ଼ର ଆରାଧ୍ୟ ତଥା ପୀଠ ଦେବୀ ମା ' ଦକ୍ଷିଣକାଳୀଙ୍କ ପଣାଯାତ୍ରା ଗୁରୁବାରଠାରୁ ଆରମ୍ଭ ହୋଇଛି । ମହାବିଷୁବ ତଥା ପଣା ସଂକ୍ରାନ୍ତି ମା ଦକ୍ଷିଣକାଳୀଙ୍କ ମୁଖ୍ୟ ପର୍ବ ହୋଇଥିବା ବେଳେ ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ପଣାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ମନ୍ଦିରରେ ସ୍ୱତନ୍ତ୍ର
Read More...

ସୁବର୍ଣ୍ଣପୁର ଜିଲ୍ଲାକୁ ଉଡାଣ ଯୋଜନାରେ ସାମିଲ କରିବାକୁ ଦାବି

ସୁବର୍ଣ୍ଣପୁର : ସଚେତନ ନାଗରିକ ମଞ୍ଚର କର୍ମକର୍ତ୍ତାମାନେ ଓଡ଼ିଶାର ମାନ୍ୟବର ପରିବହନ ଓ ଯୋଜନା ରୂପାୟନ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କୁ ତାଙ୍କ ସୁବର୍ଣ୍ଣପୁର ସ୍ଥିତ ବାସ ଭବନରେ ସାକ୍ଷାତ କରି ପ୍ରସ୍ତାବିତ ଗୋପାଳପୁର ସମ୍ବଲପୁର ରେଳପଥ ସୁବର୍ଣ୍ଣପୁର ଜିଲ୍ଲା ଦେଇଯିବା ଓ ଉଡାଣ୍‌ ଯୋଜନାରେ
Read More...

ଜଳୁଛି ପଶ୍ଚିମ ଓଡ଼ିଶା

ଭୁବନେଶ୍ୱର: ଜଳୁଛି ପଶ୍ଚିମ ଓଡ଼ିଶା । ଲଗାତାର ଦୁଇ ଦିନ ଓଡ଼ିଶାର ସହର ପାଲଟୁଛି ଦେଶର ସବୁଠୁ ଉତ୍ତପ୍ତ ସ୍ଥାନ । ଆଗକୁ ମଧ୍ୟ ଏପରି ସ୍ଥିତି ଜାରି ରହିବ ବୋଲି ସତର୍କ କରାଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ରାଜ୍ୟରେ ସ୍ୱାଭାବିକ ତାପମାତ୍ରାଠାରୁ ୩ରୁ ୪ ଡିଗ୍ରୀ ସେଲସିୟସ ବଢିପାରେ ପାରଦ ।
Read More...

ଶାଳବଣ ସାହିତ୍ୟ ପରିଷଦ ତରଫରୁ ମହାବିଷୁବ ସାରସ୍ୱତ ସମ୍ମିଳନୀ ଆୟୋଜିତ

ବାଲିଗୁଡା: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସ୍ଥିତ ଶାଳବଣ ସାହିତ୍ୟ ପରିଷଦ ଆନୁକୂଲ୍ୟରେ ବନବାସୀ ସେବା ସମିତି ସଭାଗୃହରେ ମହାବିଷୁବ ସାରସ୍ୱତ ସମ୍ମିଳନୀ ଆୟୋଜିତ ହୋଇଯାଇଛି । ସଭା ପ୍ରାରମ୍ଭରେ ଶାଳବଣ ସାହିତ୍ୟ ପରିଷଦର ବରିଷ୍ଠ ସଦସ୍ୟ ସୀମାଞ୍ଚଳ ମହାରଣାଙ୍କ ମୃତ୍ୟୁରେ ଦୁଇ ମିନିଟ ନୀରବ
Read More...

“ବନ ସୁରଭି’ର ୩୪ତମ ବାର୍ଷିକୋତ୍ସବ,ସମ୍ବର୍ଦ୍ଧିତ ହେଲେ ୧୨ ଜଣ ସାରସ୍ୱତ ପ୍ରତିଭା

ନବରଙ୍ଗପୁର: ଜିଲ୍ଲର ଅଗ୍ରଣୀ ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ "ବନ ସୁରଭି ପ୍ରକାଶନ' ଆନୁକୂଲ୍ୟରେ ୩୪ତମ ବାର୍ଷିକ ଉତ୍ସବ ସହିଦ ଲକ୍ଷ୍ମଣ ନାୟକ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସର, ଧୋଡ୍ରା ଠାରେ ସମାରୋହର ସହ ଆୟୋଜିତ ହୋଇଯାଇଛି । ଓଡିଶା ସାହିତ୍ୟ ଏକାଡେମୀର ସଦସ୍ୟ ତଥା ଅନୁଷ୍ଠାନର ମୁଖ୍ୟ
Read More...

ନିୟମ ଭାଙ୍ଗି ଦଣ୍ଡିତ ହେଲେ ଏହି ବାଂଲା କ୍ରିକେଟର

ଢାକା: ନିୟମ ଭାଙ୍ଗି ଦଣ୍ଡିତ ହୋଇଛନ୍ତି ବାଂଲାଦେଶୀ ପେସର ଖାଲିଦ ଅହମଦ । ତାଙ୍କ ମ୍ୟାଚ୍‌ ଫିର ୧୫ ପ୍ରତିଶତ କାଟିଦିଆଯିବ । ଆଇସିସି ଆଜି ଏହି ସୂଚନା ଦେିଛି । ଦକ୍ଷିଣ ଆଫ୍ରିକା ବିପକ୍ଷରେ ଚାଲିଥିବା ଦ୍ୱିତୀୟ ଟେଷ୍ଟ ସିରିଜ୍‌ରେ ଖାଲିଦ ଆଇସିସିର କୋଡ୍‌ ଅଫ୍‌ କଣ୍ଡକ୍ଟର ଉଲ୍ଲଂଘନ
Read More...

ପୁରୁଷ ହକି ବିଶ୍ୱକପ୍‌-୨୦୨୩ର ଲୋଗୋ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୪/୪ : ଆଗକୁ ଓଡ଼ିଶାରେ ହେବାକୁ ଥିବା ପୁରୁଷ ହକି ବିଶ୍ୱକପ୍‌-୨୦୨୩ର ଲୋଗୋ ଉନ୍ମୋଚିତ ହୋଇଛି । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମ୍‌ରେ ଏହି ଲୋଗୋକୁ ଉନ୍‌ମୋଚନ କରିଛନ୍ତି । ଭୁବନେଶ୍ୱର ଓ ରାଉରକେଲୋରେ ବିଶ୍ୱକପର ମ୍ୟାଚ୍‌ ଗୁଡିକ
Read More...

“ଜାଗ୍ରତ କନ୍ଧମାଳ’ ପକ୍ଷରୁ ବାବା ସାହେବ ଆମ୍ବେଦକରଙ୍କ ଜୟନ୍ତୀ ଉତ୍ସବ ପାଳିତ

ଫୁଲବାଣୀ: ଜାଗ୍ରତ କନ୍ଧମାଳ ପକ୍ଷରୁ ଆଜି ଫୁଲବାଣୀଠାରେ ବାବା ସାହେବ ଆମ୍ବେଦକର ଜୟନ୍ତୀ ଉତ୍ସବ ପାଳିତ ହୋଇଛି । ସକାଳୁ ଫୁଲବାଣୀ ସାହୀ ଠାରେ ଥିବା ଡଃ ବାବା ସାହେବ ଭୀମରାଓ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟାର୍ପଣ କରାଯାଇଥିଲା । ଏଥିରେ ଜାଗ୍ରତ କନ୍ଧମାଳର ସଭାପତି ପ୍ରଶାନ୍ତ
Read More...