Yearly Archives

2022

ଆକ୍ସନ୍‌ ମୋଡ୍‌ରେ ନୟାଗଡ ଜିଲ୍ଲାପାଳ ରବୀନ୍ଦ୍ର ନାଥ ସାହୁ

ଦଶପଲ୍ଲା : ନୟାଗଡ ଜିଲ୍ଲାପାଳ ରବୀନ୍ଦ୍ର ନାଥ ସାହୁ ଗତକାଲି ଦିବା ୧୦ ଘଟିକା ସମୟରେ ଅଚାନକ ଭାବରେ ନୂଆଗାଁ ବ୍ଲକ୍‌ ଅନ୍ତର୍ଗତ ଜାକେଡା ପଞ୍ଚାୟତ ପରିଦର୍ଶନ କରିଛନ୍ତି । ଜିଲ୍ଲାପାଳ ଜାକେଡା ପଞ୍ଚାୟତ କାର୍ଯ୍ୟାଳୟରେ ପହଞ୍ଚି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ସମ୍ପର୍କରେ ପଚାରି ବୁଝିଥିଲେ ।
Read More...

ଜାନୁଆରୀ ୪ରୁ ରାଜ୍ୟସ୍ତରୀୟ ଦଶପଲ୍ଲା କପ ଫୁଟବଲ ଟୁର୍ଣ୍ଣାମେଣ୍ଟ

ଦଶପଲ୍ଲା : - ଦଶପଲ୍ଲାର ଅଗ୍ରଣୀ କ୍ରୀଡ଼ା ଅନୁଷ୍ଠାନ ସ୍ପୋର୍ଟିଭ୍‌ ସ୍ପୋର୍ଟସ ସୋସାଇଟି ଆନୁକୂଲ୍ୟରେ ଆସନ୍ତା ଜାନୁଆରୀ ୪ ତାରିଖଠାରୁ ରାଜ୍ୟସ୍ତରୀୟ ଦଶପଲ୍ଲା କପ୍‌ ଫୁଟବଲ୍‌ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେବ । ଏହି ଟୁର୍ଣ୍ଣାମେଣ୍ଟ ଦଶପଲ୍ଲା ଗାନ୍ଧୀ ପଡ଼ିଆଠାରେ ଅନୁଷ୍ଠିତ ହେବ । ଏନେଇ ଏକ
Read More...

ଜିଲ୍ଲାସ୍ତରୀୟ ଆପଦା ମିତ୍ର ତାଲିମ୍‌ କାର୍ଯ୍ୟକ୍ରମ ଉଦଯାପିତ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ଜିଲ୍ଲା ପଞ୍ଚାୟତ ସମ୍ବଳ କେନ୍ଦ୍ରଠାରେ ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ, ଓଡ଼ିଶା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଓ ଜିଲ୍ଲା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ମିଳିତ ଆନୁକୁଲ୍ୟରେ ଚାଲିଥିବା ୧୨ଦିନିଆ ତାଲିମ୍‌
Read More...

ରେଢ଼ାଖୋଲରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା : ଭାଙ୍ଗିରୁଜି ଯାଇଛି ୪ ପିକ୍‌ଅପ୍‌ ଭ୍ୟାନ୍

ରେଢାଖୋଲ: ୪ଟି ପିକ୍‌ଅପ୍‌ ଭ୍ୟାନ୍ ଉପରେ ମାଡ଼ିଯାଇ ରାସ୍ତାକଡ଼କୁ ଓଲଟି ପଡ଼ିଲା ମେଡିସିନ୍ ବୋଝେଇ ଟ୍ରକ୍। ସୌଭାଗ୍ୟ ବଶଃତ ଏତେ ବଡ଼ ଦୁର୍ଘଟଣାରୁ ବଞ୍ଚିଗଲେ ୪ ପିକ୍‌ଅପ୍ ଡ୍ରାଇଭର। ଏଭଳି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ସହରର ୫୫ ନମ୍ବର ଜାତୀୟ
Read More...

ସିଆରପିଏଫ ଯବାନଙ୍କ ମହାନତା, ଦୁର୍ଘଟଣାରେ ଆହତଙ୍କୁ ଉଦ୍ଧାର କରି ନେଲେ ଡାକ୍ତରଖାନା

ଖପ୍ରାଖୋଲ : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲଠାରେ ଅବସ୍ଥାପିତ ସିଆରପିଏଫ ୧୮୯ ବାଟେଲିଆନ ବି ର ଯବାନମାନେ ରାସ୍ତାରେ ଡ୍ୟୁଟି କରୁଥିବା ବେଳେ ଯୋଗୀମୁଣ୍ଡା ପାଟଣାଗଡ ରାସ୍ତା ବାଲିପଟା ନିକଟରେ ମୋଟର ସାଇକେଲ ଦୁର୍ଘଟଣାରେ ଗୁରୁତର ଜଣେ ବ୍ୟକ୍ତିକୁ ଉଦ୍ଧାର କରି ପାଟଣାଗଡ ଡାକ୍ତର ଖାନାକୁ
Read More...

ଆଦିବାସୀଙ୍କ ଗଣପର୍ବ “ମଣ୍ଡେଇ-୨୦୨୨’ ବ୍ଲକସ୍ତରୀୟ ଉତ୍ସବର ଶୁଭାରମ୍ଭ

ନବରଙ୍ଗପୁର: ନବରଙ୍ଗପୁର ବ୍ଲକ ବାସିନୀ ପଂଚାୟତ ବେତାଳ ଗାଁ ମାଁ ଭଣ୍ଡାରଘରଣୀ ପୀଠରେ ପୂଜାର୍ଚ୍ଚନା କରି ଆଦିବାସୀ ଗଣପର୍ବ "ମଣ୍ଡେଇ'ର ଶୁଭାରମ୍ଭ କରାଯାଇଛି । ଜିଲାପାଳ ତଥା ଜିଲା ସଂସ୍କୃତି ପରିଷଦ ଅଧ୍ୟକ୍ଷ ଡଃ. କମୋଳ ଲୋଚନ ମିଶ୍ରଙ୍କ ପୌରହିତରେ ପୂଜାର୍ଚ୍ଚନା କରାଯାଇଥିଲା ।
Read More...

ମିଶନ ଶକ୍ତି ମା ମାନଙ୍କ ପାଇଁ ଯୁଗାନ୍ତକାରୀ ପଦକ୍ଷେପ ନେଲେ ରାଜ୍ୟ ସରକାର

ଭୁବନେଶ୍ୱର:ରାଜ୍ୟର ମିଶନ ଶକ୍ତି ମା ମାନଙ୍କ କାର୍ଯ୍ୟକ୍ରମରେ ଏକ ବିଶାଳ ପରିବର୍ତ୍ତନ ଆଣିବାର ଲକ୍ଷ୍ୟ ନେଇ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ସେମାନଙ୍କ ପାଇଁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ବିନା ସୁଧରେ ଯୋଗାଇ ଦିଆଯିବ ବୋଲି ଘୋଷଣା କରିଛନ୍ତି । ୨୦୨୨ ଅପ୍ରେଲ ପହିଲାରୁ ଏହି
Read More...

ପଦ୍ମପୁର ପାଇକମାଲରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମାରାଥନ ନିର୍ବାଚନୀ ପ୍ରଚାର

ପାଇକମାଲ/ବରଗଡ଼, ନଭେମ୍ବର ୨୯ – ବୀର ସ୍ୱାଧୀନତା ସଂଗ୍ରାମୀ ଶହୀଦ ମାଧୋ ସିଂହଙ୍କ ବଂଶଜ ପଦ୍ମପୁରବାସୀଙ୍କୁ ଶାସକ ଦଳ ଲୋକ କିମ୍ବା ପ୍ରଲୋଭନ ଦେଖାଇ ପ୍ରଭାବିତ କରିପାରିବ ନାହିଁ ବୋଲି ବୁଧବାର ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକ ମାଣ୍ଡୋସିଲ, ଭେଙ୍ଗରାଜପୁର ଓ ବିଜାଡୀହି ସମେତ ଅନେକ ସ୍ଥାନରେ
Read More...

ବିଭିନ୍ନ ମୌଳିକ ସମସ୍ୟାର ସମାଧାନ ପାଇଁ ବିକ୍ଷୋଭ ଶୋଭାଯାତ୍ରା ଓ ବ୍ଲକ ଘେରାଉ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ମୋହନା ବ୍ଲକର ବିଭିନ୍ନ ମୌଳିକ ସମସ୍ୟାର ସମାଧାନ ପାଇଁ ଆନ୍ଦୋଳନକୁ ଓହ୍ଲାଇଛନ୍ତି ବିଭିନ୍ନ ପ୍ରଞ୍ଚୟାତର ଜନ ପ୍ରତିନିଧି, ଯୁବକ ସଂଘ, ବଣିକ ସଂଘ ଓ ଜନ ସାଧାରଣ । ସ୍ଥାନୀୟ ହାଇ ସ୍କୁଲ୍‌ ଠାରୁ ଏକ ଶୋଭାଯାତ୍ରା ବାହାରି ବ୍ଲକ୍‌ କାର୍ଯ୍ୟାଳୟରେ ପହଞ୍ଚି
Read More...

କୁଇ ସମାଜ ସେବା ସମିତି ପକ୍ଷରୁ ୬ ଦଫା ଦାବୀ ପତ୍ର ପ୍ରଦାନ

ଫୁଲବାଣୀ :କନ୍ଧମାଳ ଜିଲ୍ଲାର କୁଇ ସମାଜ ସେବା ସମିତି ଫୁଲବାଣୀ ଶାଖା ଆଜି ତାର ୬୯ତମ ପ୍ରତିଷ୍ଠା ଦିବସ ଫୁଲବାଣୀରେ ପାଳନ କରିଛି । ଏହି ଅବସରରେ ୬ ଦଫା ଦାବିରେ ସମିତି ପକ୍ଷରୁ ଫୁଲବାଣୀ ସହରରେ ବିରାଟ ଶୋଭାଯାତ୍ରା ସହିତ କରୋନେସନ ପଡ଼ିଆରେ ସାଧାରଣ ସଭା ଏବଂ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ
Read More...