Yearly Archives

2022

ମହାନଦୀରେ ବୁଡିଯାଇଥିବା ତିନି ସାଙ୍ଗଙ୍କ ମୃତଦେହ ଉଦ୍ଧାର

କଟକ: ମହାନଦୀରେ ବୁଡିଯାଇଥିବା ତିନି ସାଙ୍ଗଙ୍କ ମୃତଦେହ ଉଦ୍ଧାର ହୋଇଛି। ବହୁ ଖୋଜାଖୋଜି ପରେ ନିଖୋଜ ସାଦିକ ଖାନଙ୍କ ମୃତଦେହ ମିଳିଛି । ରବିବାର ଗାଧୋଇବାକୁ ଆସିଥିବାବେଳେ ଅପରାହ୍ନରେ ମହାନଦୀରେ ବୁଡି଼ ନିଖୋଜ ହୋଇଥିଲେ ୩ ନାବାଳକ।ପୂର୍ବରୁ ୨ ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ, ଆଜି
Read More...

ବିବାହ ତାରିଖ ବଦଳାଇଲେ ଆଲିଆ-ରଣବୀର

ବଲିଉଡ ଅଭିନେତା ରଣବୀର କପୁର ଏବଂ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ବିବାହର ପ୍ରକୃତ ତାରିଖକୁ ନେଇ ଏବେ ଦ୍ୱନ୍ଦ୍ୱ ଉପୁଜିଛି। ଆଲିଆଙ୍କ କିଛି ବନ୍ଧୁ ଏପ୍ରିଲ୍ ୧୪ରେ ଦୁହିଁଙ୍କ ବିବାହ ହେବ ବୋଲି କହିଥିବା ବେଳେ କିଛି ଏପ୍ରିଲ୍ ୧୫ ରେ ବିବାହ ହେବ ବୋଲି କହିଥିଲେ। ଏବେ ବିବାହ କାର୍ଯ୍ୟକ୍ରମର
Read More...

ଅଧ୍ୟାପକ ସଂଜୀବ କୁମାର ନାୟକଙ୍କ ପରଲୋକ

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଓ ବୌଦ୍ଧ ଜିଲ୍ଲାର ଜଣେ ପ୍ରଚଣ୍ଡ ପ୍ରତିଭାବନ୍ତ ସବୁଜ ମଣିଷ ଅଧ୍ୟାପକ ସଂଜୀବ ନାୟକଙ୍କ ଗତ ରାତିରେ ପରଲୋକ ହୋଇଯାଇଛି । ସ୍ୱାସ୍ଥ୍ୟଗତ ସମସ୍ୟାକୁ ନେଇ କିଛିଦିନ ହେବ କଟକ ବଡ଼ ଡାକ୍ତରଖାନା ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡ଼ିକାଲର ଆଇସିୟୁରେ ଭର୍ତ୍ତି ହୋଇ
Read More...

ମହାବୀର କ୍ଷେତ୍ରରେ ଲଙ୍କାପୋଡ଼ି ଯାତ୍ରା : ତାଡ଼କା ବଧ, ସୀତା ବିବାହ ମଞ୍ଚସ୍ଥ

ଦଶପଲ୍ଲା : ଲଙ୍କାପୋଡ଼ି ଯାତ୍ରାର ଦ୍ୱିତୀୟ ଦିବସରେ ଶ୍ରୀ ଶ୍ରୀ ରଘୁନାଥଜୀଉଙ୍କ ମନ୍ଦିରରେ ଦିବା ସମୟେ ବିବାହ ନୀତି ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ମଂଚରେ ପ୍ରଥମେ ସିଦ୍ଧବନରେ ଋଷିମାନଙ୍କ ଯାଗରକ୍ଷା ଓ ସେଠାରେ ତାଡ଼କୀ ଅସୁରୀ ଓ ତାହାର ଦୁଇପୁତ୍ର ସୁବାହୁ ଓ ମାରିଚ ଅତ୍ୟାଚାର ପରିବେଷିତ
Read More...

ମହିଳା ଜୀବିକା ସୁରକ୍ଷା ମଞ୍ଚ ଦ୍ୱାରା ନବ ନିର୍ବାଚିତ ଜନ ପ୍ରତିନିଧି ନେଲେ ତାଲିମ

ଘୁ ଉଦୟଗିରି : ଆଜି ଘୁ. ଉଦୟଗିରି ବ୍ଲକର ସମସ୍ତ ନବ ନିର୍ବାଚିତ ଜନ ପ୍ରତିନିଧି ମାନଙ୍କୁ ମହିଳା ଜୀବିକା ସୁରକ୍ଷା ମଞ୍ଚ ଲୋକ ସଙ୍ଗଠନ ଦ୍ୱାରା ଏକ ତାଲିମ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ଉକ୍ତ ତାଲିମ କାର୍ଯ୍ୟକ୍ରମକୁ ସ୍ଥାନୀୟ ପ୍ରଦାତ୍ତା ସଭାଗୃହରେ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ସୁଷମା
Read More...

ଶ୍ରୀଜଗନ୍ନାଥ ମେଡ଼ିକାଲ କଲେଜକୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ପୁରୀରେ ନବନିର୍ମିତ ଶ୍ରୀ ଜଗନ୍ନାଥ ମେଡିକାଲ କଲେଜକୁ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଲୋକାର୍ପିତ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଆଜି ହେଉଛି ପୁରୀ ଜ଼ିଲ୍ଲା ପାଇଁ ଏକ ଐତିହାସିକ ଦିବସ। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ
Read More...

ବିଭିନ୍ନ ପ୍ରସଙ୍ଗ ନେଇ ଉପଜିଲ୍ଲାପାଳଙ୍କୁ ଭେଟିଲେ ସଚେତନ ନାଗରିକ ମଞ୍ଚର କର୍ମକର୍ତ୍ତା

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଉପଜିଲ୍ଲାପାଳ ନିହାର ରଞ୍ଜନ କହଁରକୁ ସୌଜନ୍ୟମୂଳକ ସାକ୍ଷାତ କରି ସହରର ବିଭିନ୍ନ କୀର୍ତ୍ତିରାଜିର ସୁରକ୍ଷା ପ୍ରସଙ୍ଗ ନେଇ ବିଭିନ୍ନ ଦାବି ରଖିଲେ ସଚେତନ ନାଗରିକ ମଞ୍ଚର କର୍ମକର୍ତ୍ତା । ଏହି ଅବସରରେ ମନ୍ଦିରମାଳିନୀ ସୁବର୍ଣ୍ଣପୁର ସହରରେ ରହିଥିବା ପୁରାତନ
Read More...

ସାମ୍ବାଦିକଙ୍କ ସୁରକ୍ଷା ଦାବି କଲା ଓଡିଶା ସାମ୍ବାଦିକ ସଂଘର ଗଜପତି ଜିଲ୍ଲା ଶାଖା, ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ…

ପାରଳାଖେମୁଣ୍ଡି : ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା ପୁଲିସ ସେଠାକାର ଜଣେ କର୍ତ୍ତବ୍ୟରତ ସାମ୍ବାଦିକ ଲୋକନାଥ ଦଳେଇଙ୍କୁ ସାମାନ୍ୟ ଘଟଣାକୁ କେନ୍ଦ୍ର କରି ପୁଲିସ୍‌ ପକ୍ଷରୁ ଯେଉଁଭଳି ଅତ୍ୟାଚାର କରାଗଲା ଏବଂ ଗୋଡରେ ବେଡି ପକାଗଲା ତାହା ସଭ୍ୟ ସମାଜରେ ଗ୍ରହଣୀୟ ନୁହେଁ । ଆଗରୁ ମଧ୍ୟ ଅନେକ
Read More...

ଶାହବାଜ୍‌ ସରିଫ୍‌ ପାକିସ୍ତାନର ନୂଆ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଶେଷରେ ବହୁ ଛକାପଞ୍ଝା ପରେ ପାକିସ୍ତାନର ବିରୋଧୀ ଦଳ ନେତା ଶାହବାଜ୍‌ ସରିଫ୍‌ ଦେଶର ନୂଆ ପ୍ରଧାନମନ୍ତ୍ରୀ ନିଯୁକ୍ତ ହୋଇଛନ୍ତି। ପାକିସ୍ତାନର ୩ ଥରର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ୍‌ ସରିଫଙ୍କ ବଡ଼ ଭାଇ ତଥା ୭୦ ବର୍ଷୀୟ ଶାହବାଜ୍‌ ସରିଫ୍‌ ନୂଆ ରାଷ୍ଟ୍ର ମୁଖ୍ୟ ଭାବେ
Read More...

ନାଇକେନପାଲିରେ ଜାତୀୟ ନିରାପଦ ମାତୃତ୍ୱ ଦିବସ ପାଳିତ

ସୁବର୍ଣ୍ଣପୁର -ନାଇକେନପାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ତରଫରୁ ବ୍ଲକସ୍ତରୀୟ ଜାତୀୟ ନିରାପଦ ମାତୃତ୍ୱ ଦିବସ ପାଳିତ ହୋଇଯାଇଛି । ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧୀକ୍ଷକ ଡାକ୍ତର ସଂଗୀତା ଚୌଧୁରୀ ଏହି ପାଳନ ଉତ୍ସବରେ ଯୋଗ ଦେଇ ଉପସ୍ଥିତ ଗର୍ଭବତୀ ମହିଳାଙ୍କୁ ନିରାପଦ ମାତୃତ୍ୱର ବିଭିନ୍ନ
Read More...