Yearly Archives

2022

ବେଲପଡାରେ ତାରିଣୀ ପୂଜା ପାଇଁ ପୂର୍ଣ୍ଣ କଳସ ଯାତ୍ରା

ପାଟଣାଗଡ଼ : ବଲାଙ୍ଗୀର ଜିଲ୍ଲା ବେଲପଡା ପ୍ରସିଦ୍ଧ ତାରିଣୀ ପୀଠରେ ଚୈତ୍ର ତାରିଣୀ ପୂଜା ଉତ୍ସବ ପାଇଁ ଆଜି କଳସ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ପୋଖରୀରୁ ପୂର୍ଣ୍ଣ କଳସ ଆଣି ପୀଠରେ କଳସ ସ୍ଥାପନ ସହ ପୂଜାର୍ଚ୍ଚନା କରଯାଇଥିଲା । ପୂଜା କର୍ତ୍ତା ଭାବେ ଅରୁଣ ଜୈନ ଓ ତାଙ୍କ
Read More...

ପାଟଣାଗଡ଼ରେ ଶିକ୍ଷା ସଚେତନ ରଥର ଶୁଭାରମ୍ଭ

ପାଟଣାଗଡ଼ :ସମଗ୍ର ଶିକ୍ଷା ବଲାଙ୍ଗୀର ଓ ପାଟଣାଗଡ଼ ଶିକ୍ଷା ବିଭାଗ ମିଳିତ ଆନୁକୂଲ୍ୟରେ ପାଟଣାଗଡ଼ ବ୍ଲକ ତଥା ବିଜ୍ଞପିତ ଅଞ୍ଚଳରେ ଜନ ସଚେତନ ପାଇଁ ଶିକ୍ଷା ସଚେତନ ରଥର ଆଜି ଶୁଭାରମ୍ଭ ହୋଇଛି । ସ୍ଥାନୀୟ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ କଳସ ସ୍ଥାପନ ସହ ପୂଜାର୍ଚ୍ଚନା
Read More...

ପ୍ରଧାନମନ୍ତ୍ରୀ ନିର୍ବାଚନକୁ ବର୍ଜନ କଲେ ଇମ୍ରାନ, କହିଲେ ଚୋରମାନଙ୍କ ସହ ବସିବି ନାହିଁ

ଇସଲାମାବାଦ: ଇମ୍ରାନ ସରକାରର ପତନ ଘଟିବା ପରେ ଏବେ ପାକିସ୍ତାନ ପାଇଁ ନୂଆ ପ୍ରଧାନମନ୍ତ୍ରୀ ନିର୍ବାଚିତ କରାଯିବ। ଏନେଇ ଆଜି ସଂସଦରେ ନିର୍ବାଚନ ହେବାକୁ ଥିବା ବେଳେ ମତଦାନକୁ ବର୍ଜନ କରିଛନ୍ତି ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ। ସେ କହିଛନ୍ତି ଯେ, କୌଣସି ପରିସ୍ଥିତିରେ
Read More...

ଗଛରୁ ତିନି ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର,ପୋଲିସ ଓ ସାଇଣ୍ଟିଫିକ୍‌ ଟିମ୍‌ର ତଦନ୍ତ ଆରମ୍ଭ

ନବରଙ୍ଗପୁର: ଉମରକୋଟ ଥାନା ଅନ୍ତର୍ଗତ ତୋହରା ଗ୍ରାମ ନିକଟ ଜଙ୍ଗଲ ମଧ୍ୟରେ ଥିବା ଏକ କୁସୁମ ଗଛରୁ ତିନି ଜଣ ଯୁବତୀଙ୍କ ଝୁଲନ୍ତା ମୃତଦେହକୁ ଉଦ୍ଧାର କରି ଉମରକୋଟ ପୋଲିସ୍‌ ଏବଂ ସାଇଣ୍ଟିଫିକ୍‌ର ତଦନ୍ତ ଆରମ୍ଭ କରିଛି । ତିନି ଜଣକ ମଧ୍ୟରେ ଦୁଇ ଜଣ ନାବାଳିକା ଏବଂ ଜଣେ ବିବାହିତା ବୋଲି
Read More...

ଶୋଭାଯାତ୍ରାରେ ସାମିଲ ହୋଇ ସହର ପରିକ୍ରମା କଲେ ରାମଭକ୍ତ

କଣ୍ଟାବାଞ୍ଜି : କେଶରିୟା ପତାକା, ଧ୍ୱଜାରେ ଶୋଭାୟମାନ ସହରର ରାସ୍ତା ଓ ଛକ, ଘରେ ଘରେ ମଧ୍ୟ ଲାଗି ରହିଥିଲା ଭଗବାନ ଶ୍ରୀରାମଙ୍କ ଛବି ପତାକା । ଏହା ସୁନ୍ଦର ଦୃଶ୍ୟ ଦେଖିବାକୁ ମିଳିଥିଲା କଣ୍ଟାବାଞ୍ଜିରେ । ଭଗବାନ ଶ୍ରୀ ରାମଚନ୍ଦ୍ରଙ୍କ ଜନ୍ମୋତ୍ସବ ଭାରତ ବର୍ଷରେ ରାମ ନବମୀ ରୂପେ ପାଳିତ
Read More...

ବୌଦ୍ଧରେ ଭାରତୀୟ ଶିକ୍ଷଣ ମଣ୍ଡଳର ପ୍ରତିଷ୍ଠା ଦିବସ ସମାରୋହ ପାଳିତ

ବୌଦ୍ଧ,୧୧/୪: ଶିକ୍ଷାରେ ଭାରତୀୟତା ପ୍ରୟୋଗ କଲେ ରାଷ୍ଟ୍ରର ପୁନଃରୁଥାନ ହୋଇପାରିବ ବୋଲି ଭାରତୀୟ ଶିକ୍ଷଣ ମଣ୍ଡଳର ପ୍ରତିଷ୍ଠା ଦିବସ ସମାରୋହ ପାଳନ ଅବସରରେ ଉପସ୍ଥିତ ବକ୍ତାମାନେ ମତବ୍ୟକ୍ତ କରିଥିଲେ । ସଂଗଠନର ସଭାପତି ଟଙ୍କଧର ସାହୁଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା
Read More...

ହାଇଦ୍ରାବାଦରୁ ହାର୍ଡକୋର ଗଞ୍ଜେଇ ମାଫିଆ ଗିରଫ

ଭୁବନେଶ୍ବର: ଓଡିଶା ଏସଟିଏଫକୁ ବଡ ସଫଳତା । ହାଇଦ୍ରାବାଦରୁ ଗିରଫ ହେଲା ହାର୍ଡକୋର ଗଞ୍ଜେଇ ମାଫିଆ । ମାଲକାନଗିରିର ଏକ ଗଞ୍ଜେଇ କାରବାରର ମାଷ୍ଟର ମାଇଣ୍ଡ ଥ୍ୟାଲି ଶ୍ୟାମ ସୁନ୍ଦରକୁ ହାଇଦ୍ରାବାଦର ଅମ୍ବରପେଟ୍ଟା ସାଇକ୍ରିଷ୍ନା ନଗରରୁ କାବୁ କରିଛି ଓଡିଶା ଏସଟିଏଫ।ଗତବର୍ଷ ଅକ୍ଟୋବର
Read More...

ତାତି ବଢୁଛି ହେଲେ ଖୋଲିନି ଜଳଛତ୍ର, ପ୍ରଶାସନ ଦୃଷ୍ଟି ଦେବାକୁ ଦାବି

ଗୋଲାମୁଣ୍ଡା,୧୧/୪- ପ୍ରଚଣ୍ଡ ଖରାସାଙ୍ଗକୁ ଗ୍ରୀଷ୍ମପ୍ରବାହ ବୃଦ୍ଧି ପାଉଥିବାବେଳେ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକରେ ପ୍ରଶାସନ ପକ୍ଷରୁ ଜଳଛତ୍ର ଖୋଲାଯାଇ ନଥିବାରୁ ଲୋକେ ପାନୀୟଜଳ ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏ ନେଇ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ଦେଖାଦେଇଛି ।
Read More...

ସୁନାମୁଦି ବାପୁଜୀ ହାଇସ୍କୁଲରେ ପ୍ରାର୍ଥନା ସମୟରେ ୭ ଛାତ୍ରୀ ଅସୁସ୍ଥ

ପାଟଣାଗଡ଼,୧୧/୪- ପାଟଣାଗଡ ବ୍ଳକ ଅନ୍ତର୍ଗତ ସୁନାମୁଦିସ୍ଥିତ ବାପୁଜୀ ହାଇସ୍କୁଲରେ ଆଜି ସକାଳ ୭ ଟା ସମୟରେ ପ୍ରାର୍ଥନା ସମୟରେ ୭ଜଣ ଛାତ୍ରୀ ଅସୁସ୍ଥ ହୋଇପଡିଥିଲେ । ସେମାନଙ୍କୁ ସଙ୍ଗେସଙ୍ଗେ ଆମ୍ବୁଲାନସ ଯୋଗେ ପାଟଣାଗଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଛାତ୍ରୀମାନେ ଏବେ ସୁସ୍ଥ ଥିବା
Read More...

ସୋନପୁର ପ୍ରିମିୟର ଲିଗ ୨୦୨୨: ମଣ୍ଟୁ ୱାରିୟର୍ସ ଚାମ୍ପିଅନ

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା କ୍ରିକେଟ ସଂଘ ଆନୁକୂଲ୍ୟରେ ଚାଲିଥିବା ସ୍ଥାନୀୟ ଗାନ୍ଧୀ ପଡିଆରେ ସୋନପୁର ପ୍ରିମିୟର ଲିଗ ୨୦୨୨ ଗତକାଲି ଉଦଯାପିତ ହୋଇଯାଇଛି । ଗତକାଲି ଅନୁଷ୍ଠିତ ଫାଇନାଲ ମ୍ୟାଚରେ ମଣ୍ଟୁ ୱାରିୟର୍ସ ବଗଳା ୱାରିୟର୍ସ ଦଳକୁ ପରାସ୍ତ କରି ଚାମ୍ପିଅନ ହୋଇଛି । ମଣ୍ଟୁ
Read More...