Yearly Archives

2022

ବିଜେଡି ସଂଖ୍ୟା ଲଘୁମାନଙ୍କର ବୈଠକରେ ଯୋଗ ଦେଲେ ନବ ନିର୍ବାଚିତ ବ୍ଲକ ଉପାଧ୍ୟକ୍ଷ ଓ ବ୍ଲକ ଯୁବ ସଭାପତି

ଘୁ ଉଦୟଗିରି: କଳିଙ୍ଗା ପଞ୍ଚାୟତ ଅଧିନରେ ଥିବା ନନ୍ଦଗିରୀ କାଥଲିକ ମଣ୍ଡଳୀ ପରିସରରେ ବିଜେଡି ସଂଖ୍ୟା ଲଘୁମାନଙ୍କର ଏକ ବୈଠକ ଏମ୍‌ ଡି ହୁସେନଙ୍କ ଆହ୍ୱାନ କ୍ରମେ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ସ୍ଥାନୀୟ ପାଳକ ସଞ୍ଜୀବ ନାୟକ ପରିଚାଳନା କରିଥିବା ବେଳେ ମଣ୍ଡଳୀର ଫାଦର୍‌ ସୁନିଲ ମଲ୍ଲିକ
Read More...

୩୩ ତମ ବାର୍ଷିକ ଅଷ୍ଟ ଦଣ୍ଡ ମିଳନ ସମାରୋହ ଉଦଯାପିତ: ହଜାର ହଜାର ଭକ୍ତଙ୍କ ସମାଗମ

ବାଲିଗୁଡା: କନ୍ଧମାଳ ଜିଲ୍ଲା ବାଲିଗୁଡାରେ ଏପ୍ରିଲ ୦୧ ତାରିଖ ଠାରୁ୧୩ ତାରିଖ ପର୍ଯ୍ୟନ୍ତ ମା' କାଳୀଙ୍କ ଦଣ୍ଡଯାତ୍ରା ଅନୁଷ୍ଠିତ ହେଉଅଛି । କରୋନା କଟକଣା ଯୋଗୁଁ ଗତ ଦୁଇ ବର୍ଷ ବନ୍ଦ ହୋଇ ରହିଥିଲା । ଏହି ପରିପ୍ରେକ୍ଷୀରେ ପୂର୍ବବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବାଲିଗୁଡା ସହରରେ ସ୍ଥାନୀୟ
Read More...

ଆରମ୍ଭ ହେଲା ଭାରତ ପ୍ରସିଦ୍ଧ ଦଶପଲ୍ଲା ଲଙ୍କାପୋଡି ଯାତ୍ରା

ଦଶପଲ୍ଲା :ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀପ୍ରଭୁ ଶ୍ରୀରାମଙ୍କ ଜନ୍ମ ଉତ୍ସବ, ମହାବୀରକ୍ଷେତ୍ର ଦଶପଲ୍ଲାର ପ୍ରଭୁ ଶ୍ରୀରଘୁନାଥଙ୍କ ମନ୍ଦିର ପରିସରରେ ମହାସମାରୋହରେ ପାଳିତ ହୋଇଯାଇଛି । ଗତକାଲିଠାରୁ ଓଡ଼ିଶାର ସର୍ବପ୍ରାଚୀନ ମୁକ୍ତାକାଶ ରଂଗମଞ୍ଚ ଅଭିନୟ ତଥା କଳା- କାରିଗରୀ , ନୃତ୍ୟ ସଂଗୀତ
Read More...

ଧର୍ମଶାଳା ଜୁନିଅର ମହାବିଦ୍ୟାଳୟରେ ଛାତ୍ରୀ ଆତ୍ମ ସୁରକ୍ଷା ତିଲିମ ଶିବିର

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ଧର୍ମଶାଳା ଜୁନିୟର ମହାବିଦ୍ୟାଳୟରେ ଛାତ୍ରୀ ଆତ୍ମ ସୁରକ୍ଷା ତଲିମ ଶିବିର ଅନୁଷ୍ଠିତ ହୋଇଯାଇଅଛି ।ମହାବିଦ୍ୟାଳୟର ଅଧ୍ୟକ୍ଷ ଗୋପାଳ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଘାଟନୀ ସଭାରେ ବିଜୁ ପଟ୍ଟନାୟକ ମହିଳା ମହାବିଦ୍ୟାଳୟର ଇଂରାଜୀ ଅଧ୍ୟାପକ ତଥା
Read More...

ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପକୁ ବିରୋଧ, ପାରମ୍ପରିକ ଅସ୍ତ୍ରଶସ୍ତ୍ରରେ ଘେରିଲେ ଆନ୍ଦୋଳନକାରୀ

ଦଶପଲ୍ଲା : ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପକୁ ବିରୋଧ କରି ଆନ୍ଦୋଳନକୁ ଓହ୍ଲାଇଥିବା ଦଶପଲ୍ଲା ବ୍ଲକ୍‌ ବୁଗୁଡ଼ା କଲୋନୀ ଗ୍ରାମର କ୍ଷତିଗ୍ରସ୍ତ ପରିବାରଙ୍କ ଆନ୍ଦୋଳନ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି । ଗତ ୫ ତାରିଖଠାରୁ ନିଜର ହକ୍‌ ଦାବି କରି ଏସବୁ ପରିବାର ଆନ୍ଦୋଳନକୁ ଓହ୍ଲାଇଥିବା
Read More...

ବିଭିନ୍ନ ଚର୍ଚ୍ଚ ମାନଙ୍କରେ ବିଜୟ ଯାତ୍ରା ପାଳିତ

ଘୁ ଉଦୟଗିରି: କନ୍ଧମାଳ ଜିଲ୍ଲା ଘୁ ଉଦୟଗିରି ନୂଆସାହି ବାପ୍ତିଷ୍ଟ ଚର୍ଚ୍ଚ ସମେତ ଅଞ୍ଚଳର ବିଭିନ୍ନ ଚର୍ଚ୍ଚ ମାନଙ୍କରେ ପ୍ରଭୁ ଯୀଶୁଙ୍କର ବିଜୟ ଯାତ୍ରା ପର୍ବ ବା ଖଜୁର୍‌ ବାହୁଙ୍ଗା ପର୍ବ ପାଳିତ ହୋଇଯାଇଛି । ଖ୍ରୀଷ୍ଟ ଧର୍ମାଅବଲମ୍ବୀମାନେ ବିଭିନ୍ନ ଚର୍ଚ୍ଚରେ ବିଶ୍ୱାସ ଅନୁସାରେ ପ୍ରାର୍ଥନା
Read More...

ଗ୍ରାହକ ବେଶରେ ମାଡ଼ିବସିଲା ବନବିଭାଗ;ଦାରିଙ୍ଗବାଡିରୁ କଲରାପତରିଆ ବାଘଛାଲ ଜବତ,ଜଣେ ଗିରଫ

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ଥାନା ଡବେରୀ ଅଞ୍ଚଳରେ ଶନିବାର ରାତି ପ୍ରାୟ ୧୧:୩୦ମିନିଟରେ ଏସଟିଏଫ୍‌ ଓ ବନବିଭାଗର ଚଢାଉ କରି ଗୋଟିଏ କଲରାପତରିଆ ବାଘଛାଲ ଜବତ କରିଛି । ଘଟଣାରେ ଜଣେ ଅଭିଯୁକ୍ତକୁ ଗିରଫ କରିଛି ଏସ୍‌ଟିଏଫ୍‌ ଓ ବନ ବିଭାଗ । ଗିରଫ ଅଭିଯୁକ୍ତ ଜଣକ ଦାରିଙ୍ଗବାଡି
Read More...

ଜାଣନ୍ତୁ,ଧୋନୀଙ୍କୁ ଦେଖି ଶାସ୍ତ୍ରୀ କାହିଁକି ଚିଲାଇଥିଲେ

ନୂଆଦିଲ୍ଲୀ,୧୦/୪ : ବହୁ ଦିନ ତଳେ ଏକ ମଜାଜାର ଘଟଣା ଘଟିଥିଲା । ସେତେବେଳେ ଭାରତ ପାକିସ୍ତାନ ବିପକ୍ଷରେ ଏକ ମ୍ୟାଚ ଖେଳୁଥିଲା ଏବଂ ସେଥିରେ ମହେନ୍ଦ୍ର ସିଂ ଧୋନୀ ସାମିଲ ଥିଲେ । ମ୍ୟାଚ ଆରମ୍ଭ ହେବା ପୂର୍ବରୁ ପୂର୍ବତନ ମୁଖ୍ୟ କୋଚ୍‌ ରବି ଶାସ୍ତ୍ରୀ ହଠାତ ଧୋନୀ ଉପରେ ଚିଲାଇ ଉଠାଇଥିଲେ ।
Read More...

ଶ୍ରୀଲଙ୍କା ହରାଇପାରେ ଏସିଆ କପ ଆୟୋଜନ ସୁଯୋଗ

କଲମ୍ବୋ: ଶ୍ରୀଲଙ୍କାରେ ଦେଖାଦେଇଥିବା ଭୟଙ୍କର ଅର୍ଥନୈତିକ ସଙ୍କଟ ବର୍ତ୍ତମାନ କ୍ରିକେଟ୍‌ ଉପରେ ପଡ଼ିଲାଣି । ଏହି କାରଣରୁ ଶ୍ରୀଲଙ୍କା ହାତରୁ ଏସିଆ କପ୍‌ ଆୟୋଜନର ଅଧିକାର ଚାଲିଯିବାର ଆଶଙ୍କା ଦେଖାଦେଇଛି । ୨୭ ଅଗଷ୍ଟରୁ ୧୧ ସେପ୍‌ଟେମ୍ବର ପର୍ଯ୍ୟନ୍ତ ଶ୍ରୀଲଙ୍କାରେ ଏସିଆ କପ୍‌ ଅନୁଷ୍ଠିତ
Read More...

୪୪ ରନରେ କୋଲକାତାକୁ ହରାଇଲା ଦିଲ୍ଲୀ

ମୁମ୍ୱାଇ,୧୦/୪: ଆଜି ଅନୁଷ୍ଠିତ ଆଇପିଏଲର ୧୯ତମ ମ୍ୟାଚରେ ଅଲରାଉଣ୍ଡ ପ୍ରଦର୍ଶନ କରି କୋଲକତା ନାଇଟ ରାଇଡର୍ସକୁ ପରାସ୍ତ କରିଛି ଦିଲ୍ଲୀ କ୍ୟାପିଟାଲ୍ସ । ପୃଥ୍ୱୀ ଶ ଏବଂ ଡେଭିଡ୍‌ ୱାର୍ଣ୍ଣରଙ୍କ ଅର୍ଦ୍ଧଶତକ ଏବଂ କୁଲଦୀପ ଯାଦବଙ୍କ ୪ ୱିକେଟ୍‌ ସଫଳତା ବଳରେ ଦିଲ୍ଲୀ କ୍ୟାପିଟାଲ୍ସ ୪୪ ରନରେ
Read More...