ଆରମ୍ଭ ହେଲା ବୌଦ୍ଧର ପ୍ରସିଦ୍ଧ ଶ୍ରୀରାମଲୀଳା ଯାତ୍ରା
ବୌଦ୍ଧ,୧୦/୪: ଆଜି ଶ୍ରୀରାମନବମୀରୁ ବୌଦ୍ଧର ପ୍ରସିଦ୍ଧ ଗଣପର୍ବ ଶ୍ରୀରାମଲୀଳା ଯାତ୍ରା ଆରମ୍ଭ ହୋଇଛି । ଏନେଇ ଆଜି ସକାଳୁ ହନୁମାନ ମନ୍ଦିର ଘାଟ ମହାନଦୀରୁ ୧୦୮ କଳସରେ ଜଳ ବୁଡାଇ ଶତାଧିକ ମହିଳା ଓ ପୁରୁଷ ସହର ପରିକ୍ରମାକରି ଯଜ୍ଞସ୍ଥାନରେ ସ୍ଥାପିତ କରିଥିଲେ । ଦୀର୍ଘ ୧୮ ଦିନ ଧରି ହେବାକୁ!-->…
Read More...
Read More...