Yearly Archives

2022

ଦିଆସିଲି କାଠିରେ ଅଯୋଧ୍ୟା ରାମ ମନ୍ଦିରର ପ୍ରତିକୃତି

ପୁରୀ : ପବିତ୍ର ରାମ ନବମୀ ଅବସରରେ ଯୁବ ଚିତ୍ରଶିଳ୍ପୀଙ୍କ ନିଆରା କଳାକୃତି । ଦିଆସିଲି କାଠିରେ ତିଆରି କଲେ ଅଯୋଧ୍ୟା ରାମ ମନ୍ଦିରର ପ୍ରତିକୃତି । ମୋଟ ୧୪ ଶହ ୨୩ ଟି ଦିଆସିଲି କାଠିରେ ୨୪ ଇଂଚ ଓସାର ଓ ୩୫ ଇଂଚ ଲମ୍ବ ରହିଛି ଏହି ରାମ ମନ୍ଦିର କଳାକୃତିରେ । ପୁରୀ କୁମ୍ଭାର ପଡାର ନିବାସୀ
Read More...

ଜମୁଛି ଦଣ୍ଡଯାତ୍ରା, ମାନସିକଧାରୀ ଓ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଆନନ୍ଦ ଲହରୀ

ହରଭଙ୍ଗା:କରୋନା କଟକଣା ଯୋଗୁଁ ଗତ ୨୦୨୦ ଏବଂ ୨୦୨୧ ମସିହାରେ ବନ୍ଦ ଥିବା ଦଣ୍ଡ ଯାତ୍ରା ଚଳିତ ଥର ପୁଣି ଆରମ୍ଭ ହୋଇଛି । ପ୍ରତିବର୍ଷ ଚୈତ୍ର ମାସରେ ଆରମ୍ଭ ହୋଇ ଏହି ଯାତ୍ରା ବିଷୁବ ସଂକ୍ରାନ୍ତି ଦିନ ସମାପ୍ତ ହୋଇଥାଏ । ଏହି ଯାତ୍ରା ୨୧ ଦିନ କିମ୍ବା ୧୩ ଦିନ ପାଇଁ ଅନୁଷ୍ଠିତ ହୋଇଥାଏ । କେଉଁ
Read More...

ମହାନଦୀ ସେତୁ ନିର୍ମାଣ କାର୍ଯ୍ୟ ପରିଦର୍ଶନ କରିଲେ ପୂର୍ତ୍ତ ବିଭାଗର ସ୍ୱତନ୍ତ୍ର ସଚିବ

ହରଭଙ୍ଗା : ବହୁ ପ୍ରତିକ୍ଷିତ ହରଭଙ୍ଗା ବ୍ଲକ ଖରଶଙ୍କୁଲେଇ ଠାରେ ମହାନଦୀ ଉପରେ ନିର୍ମାଣଧିନ ଥିବା ଧଳପୁର-ଆଠମଲ୍ଲିକ ସେତୁ ନିର୍ମାଣକାର୍ଯ୍ୟ ପରିଦର୍ଶନ କଲେ ରାଜ୍ୟ ପୂର୍ତ୍ତ ବିଭାଗର ସ୍ୱତନ୍ତ୍ର ସଚିବ ମନୋରଞ୍ଜନ ମିଶ୍ର ଓ ନାବାର୍ଡର ମୁଖ୍ୟ ଯନ୍ତ୍ରୀ ଇଂ. ରାମକୃଷ୍ଣ ମହାରଣା , ପୂର୍ତ୍ତ
Read More...

ସାମ୍ବାଦିକଙ୍କୁ ଗୋଡରେ ବେଡି ପକା ଘଟଣାରେ ସୁବର୍ଣ୍ଣପୁର ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ପ୍ରତିବାଦ

ସୁବର୍ଣ୍ଣପୁର : ଦିନକୁ ଦିନ ସାମ୍ବାଦିକଙ୍କ ଉପରେ ବଢୁଥିବା ଅତ୍ୟାଚାର ପ୍ରତିବାଦରେ ସୁବର୍ଣ୍ଣପୁର ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ଘୋର ଉଦବେଗ ପ୍ରକାଶ କରାଯାଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ସଂଘର ସଭାପତି ଗୋରେଖ ନାଥ ସାହୁଙ୍କ ନେତୃତ୍ୱରେ ସାମ୍ବାଦିକମାନେ ସହରର ବିଜୁ ପଟ୍ଟନାୟକଙ୍କ
Read More...

ପୁଣି ଗଡ଼ିଲା ସମ୍ବଲପୁର-ପୁରୀ ଇଣ୍ଟରସିଟି

ସମ୍ବଲପୁର: କୋଭିଡ କଟକଣା ପାଇଁ ବନ୍ଦ ରହିଥିବା ସମ୍ବଲପୁର-ପୁରୀ ଇଣ୍ଟରସିଟି ଟ୍ରେନ ଆଜିଠାରୁ ପୁଣି ଥରେ ଗଡ଼ିଛି। ସମ୍ବଲପୁର ରେଳ ଷ୍ଟେସନରୁ ଏହି ଟ୍ରେନ୍ ଆଜି ସକାଳ ୬ଟାରେ ଛାଡ଼ିଛି। ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ଓ ରେଙ୍ଗାଲି ବିଧାୟକ ନାଉରୀ ନାୟକଙ୍କ ସମେତ ଅନ୍ୟ ବିଜେପି ନେତା ଓ
Read More...

ପ୍ରାକ୍ତନ ମୁଖ୍ୟମନ୍ତ୍ରୀ ସଦାଶିବ ତ୍ରିପାଠୀଙ୍କ ପୁତ୍ର ବଧୁଙ୍କ ଦେହାନ୍ତ

ନବରଙ୍ଗପୁର: ପ୍ରାକ୍ତନ ମୁଖ୍ୟମନ୍ତ୍ରୀ ସଦାଶିବ ତ୍ରିପାଠୀଙ୍କ ପୁତ୍ର ବଧୁ ତଥା ନବରଙ୍ଗପୁର ପୌରପାଳିକାର ପ୍ରଥମ ଚେୟାରମ୍ୟାନ ସ୍ୱର୍ଗତ ପ୍ରଫୁଲ୍ଲ ତ୍ରିପାଠୀଙ୍କ ଧର୍ମ ପତ୍ନୀ ସତ୍ୟଭାମା ତ୍ରିପାଠୀଙ୍କ ୮୪ ବର୍ଷ ବୟସରେ ପରଲୋକ ଘଟିଛି । ନବରଙ୍ଗପୁର ସ୍ଥିତ ତାଙ୍କ ବାସ ଭବନଠାରେ ଶନିବାର
Read More...

ସୋନପୁର ପ୍ରିମିୟର ଲିଗ ୨୦୨୨: ଫାଇନାଲରେ ବଗଳା ୱାରିୟର୍ସ

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା କ୍ରିକେଟ ସଂଘ ଆନୁକୂଲ୍ୟରେ ସ୍ଥାନୀୟ ଗାନ୍ଧୀ ପଡିଆରେ ଚାଲିଥିବା ସୋନପୁର ପ୍ରିମିୟର ଲିଗ ୨୦୨୨ର ଅନ୍ତିମ ଲିଗ ମ୍ୟାଚରେ ବଗଳା ୱାରିୟର୍ସ ଟିମ ସମଲେଶ୍ୱରୀ ବିରୁଦ୍ଧରେ ବିଜୟ ହାସଲ କରି ଫାଇନାଲରେ ପ୍ରବେଶ କରିଛି । ଟିମ ସମଲେଶ୍ୱରୀ ପ୍ରଥମେ ବ୍ୟାଟିଂ କରି
Read More...

କାହା ପାଇଁ ବ୍ଲକ ସ୍ତରୀୟ ଜନ ଶୁଣାଣି ଶିବିର ? ଶ୍ରମିକମାନଙ୍କ ଦେଖା ନାହିଁ ଦଳୀୟ କର୍ମୀଙ୍କ ଭିଡ

ପାଟଣାଗଡ଼ : ବଲାଙ୍ଗିର ଜିଲ୍ଲା ବେଳପଡା ବ୍ଲକ କାର୍ଯ୍ୟାଳୟ ସଭା ଗୃହଠାରେ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା, ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ୨୦୧୩, ଆଇସିଡ଼ିଏସ ଯୋଜନା, ମମତା ଯୋଜନାର ୨୦୨୦-୨୧ ଆର୍ଥିକ ବର୍ଷର ବ୍ଲକସ୍ତରୀୟ ଜନ ଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ
Read More...

ସୋନପୁର ପ୍ରିମିୟର ଲିଗ, ମଣ୍ଟୁ ୱାରିୟର୍ସ ବିଜୟୀ

ସୁବର୍ଣ୍ଣପୁର: ସୋନପୁର ସ୍ଥିତ ଗାନ୍ଧୀ ପଡିଆରେ ଚାଲିଥିବା ସୋନପୁର ପ୍ରିମିୟର ଲିଗର ପଞ୍ଚମ ମ୍ୟାଚରେ ମଣ୍ଟୁ ୱାରିୟର୍ସ ନାଇସେଟ କିଙ୍ଗସ ବିରୁଦ୍ଧରେ ରୋମାଞ୍ଚକର ବିଜୟ ହାସଲ କରିଛି । ପ୍ରଥମେ ବ୍ୟାଟିଂ କରି ମଣ୍ଟୁ ୱାରିୟର୍ସ ନିର୍ଦ୍ଧାରିତ ଓଭର ଶେଷ ସୁଦ୍ଧା ୧୪୨ରନ ସଂଗ୍ରହ କରିଥିଲା । ଦଳ
Read More...

ବାଲିଗୁଡା ଏନଏସି ଉପାଧ୍ୟାକ୍ଷା ହେଲେ ଶାନ୍ତିଲତା ନାୟକ

ବାଲିଗୁଡ଼ା:କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଏନ୍‌ଏସିର ଉପାଧ୍ୟକ୍ଷା ଭାବେ ବିଜୁ ଜନତା ଦଳର ୫ନଂ ୱାର୍ଡର କାଉଁସିଲର ଶାନ୍ତିଲତା ନାୟକ ନିଦ୍ୱର୍ନ୍ଦରେ ବିଜୟୀ ହୋଇଛନ୍ତି । ବାଲିଗୁଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦରେ ବିଜେଡ଼ି ୧୩ଟି ୱାର୍ଡ ମଧ୍ୟରୁ ୧୧ଟି ୱାର୍ଡ ଅକ୍ତିଆର କରିଛି । ଗୋଟେ ପ୍ରକାର
Read More...