Yearly Archives

2022

ପଞ୍ଚମ ଦିନରେ ବୁଗୁଡା କଲୋନୀ ଗ୍ରାମବାସୀଙ୍କ ଧାରଣା

ଦଶପଲ୍ଲା : ଦିନକୁ ଦିନ କଠୋର ହେଉଛନ୍ତି ଆନ୍ଦୋଳନକାରୀ । ଖୋର୍ଦ୍ଧା - ବଲାଙ୍ଗୀର ରେଳପଥ ପ୍ରକଳ୍ପରେ ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ୍‌ ଟାକରା ଗ୍ରାମପଞ୍ଚାୟତର ବୁଗୁଡା କଲୋନୀ ଗ୍ରାମର ଶହେ ଏକରରୁ ଅଧିକ ଚାଷଜମି କ୍ଷତିଗ୍ରସ୍ତ ହେଉଥିବାବେଳେ ଆଦ୍ୟାବଧି ପ୍ରଶାସନ କିମ୍ବା ସ୍ୱତନ୍ତ୍ର ଭୂ
Read More...

ସଜେଇ ହେଉଛି ହାଇସ୍କୁଲ, ଗଛ ତଳେ ପଢୁଛନ୍ତି ଛାତ୍ରଛାତ୍ରୀ

ଜହ୍ନ ।ପଙ୍କ,୯/୪: ରାଜ୍ୟସରକାର ଛାତ୍ରଛାତ୍ରୀଙ୍କୁ ସ୍କୁଲକୁ ଆକୃଷ୍ଟ କରିବା ପାଇଁ ମଧ୍ୟାହ୍ନ ଭୋଜନ, ମାଗଣା ପୋଷାକ ଓ ବହି ଆଦି ଯୋଗାଇ ଦେଉଛନ୍ତି । ଛାତ୍ର ଛାତ୍ରୀଙ୍କ ବସିବା ପାଇଁ ଶ୍ରେଣୀ ଗୃହ ଠାରୁ ଆରମ୍ଭ କରି ବେଞ୍ଚ ଡେସ୍କ ବି ଯୋଗାଇ ଦେଇଛନ୍ତି । ଉତ୍ତମ ଶିକ୍ଷା ପାଇଁ ସ୍କୁଲକୁ ୫
Read More...

ଘୁ.ଉଦୟଗିରି ଯୁବ ବ୍ଲକ ସଭାପତି ଅଭିଷେକ ନାୟକ ନିଯୁକ୍ତ

ଘୁ ଉଦୟଗିରି,୯/୪: ଘୁ ଉଦୟଗିରି ବ୍ଲକ ବିଜେଡି ଯୁବ ସଭାପତି ଭାବେ ଆଜି ଅଭିଷେକ ନାୟକଙ୍କୁ ନିଯୁକ୍ତ କରାଯାଇଛି । କନ୍ଧମାଳ ପର୍ଯ୍ୟବେକ୍ଷକ ପ୍ରତାପ ଜେନା, କନ୍ଧମାଳ ସାଂସଦ ମାନ୍ୟବର ଅଚ୍ୟୁତ ସାମନ୍ତ ଓ ଘୁ ଉଦୟଗିରି ମାନ୍ୟବର ବିଧାୟକ ସାଲୁଗା ପ୍ରଧାନଙ୍କ ସହଯୋଗ କ୍ରମେ ଆଜି ଜିଲ୍ଲା ଯୁବ
Read More...

ଓମ୍‌ଫେଡ କ୍ଷୀର ନନେବା ପ୍ରତିବ ।ଦରେ ରାସ୍ତାରେ କ୍ଷୀର ଢାଳିଲେ ଦୁଗ୍ଧ ଚାଷୀ

ବୌଦ୍ଧ/ଜହ୍ନ ।ପଙ୍କ,୯/୪:ରାଜ୍ୟ ସରକାର କ୍ଷୀର ଉତ୍ପାଦନ ବୃଦ୍ଧି ପାଇଁ ଚାଷୀଙ୍କୁ ରିହାତି ଦରରେ ଗାଈ, ଦାନା, ଘାସ ମଞ୍ଜି ଏବଂ ତାଙ୍କ ରହିବା ପାଇଁ ଗୁହାଳ ଯୋଗାଇ ଦେଉଛନ୍ତି । କିନ୍ତୁ ଉତ୍ପାଦିତ କ୍ଷୀରର ବିକ୍ରି ବ୍ୟବସ୍ଥା ନକରିବାରୁ ଦୁଗ୍ଧ ଚାଷୀ ସବୁବେଳେ ଅଭାବୀ ବିକ୍ରୀର ଶିକାର
Read More...

ସାମ୍ୱାଦିକଙ୍କ ଗୋଡରେ ବେଡି ପକାଇବା ଘଟଣା…ବୌଦ୍ଧ ଜିଲ୍ଲା ପ୍ରେସ କ୍ଳବ୍‌ର ପ୍ରତିବାଦ ସହ କାର୍ଯ୍ୟାନୁଷ୍ଠାନ ପାଇଁ…

ବୌଦ୍ଧ,୯/୪- ବାଲେଶ୍ୱର ଜିଲ୍ଲା ନୀଳଗିରି ସାମ୍ୱାଦିକ ଲୋକନାଥ ଦଳେଇଙ୍କ ଗୋଡରେ ଅମାନୁଷିକ ଭାବରେ ପୋଲିସ ବେଡି ପକାଇବା ଘଟଣାକୁ ନେଇ ଚାରିଆଡେ ଅସନ୍ତୋଷ ବଢିବାରେ ଲାଗିଛି । ବୌଦ୍ଧକୁ ମଧ୍ୟ ବ୍ୟାପିଛି ବାଲେଶ୍ୱର ତାତି । ଏହି ଘଟଣାକୁ ଜୋରଦାର ପ୍ରତିବାଦ କରିଛି ବୌଦ୍ଧ ଜିଲ୍ଲା ପ୍ରେସ କ୍ଳବ୍‌
Read More...

୨୬/୧୧ ମୁମ୍ବାଇ ହମଲା ମାମଲା : ହାଫିଜକୁ ୩୧ ବର୍ଷ ଜେଲ୍‌

ଇସଲାମାବାଦ: ସମଗ୍ର ଦେଶକୁ ଥରାଇ ଦେଇଥିବା ୨୬/୧୧ ମୁମ୍ବାଇ ଆତଙ୍କୀ ଆକ୍ରମଣ ଘଟଣାର ମାଷ୍ଟରମାଇଣ୍ଡ ହାଫିଜ ସଇଦକୁ ଶେଷରେ ମିଳିଛିି ସଜ୍ଜା । ପାକିସ୍ତାନର ଆତଙ୍କବାଦ ନିରୋଧୀ ଅଦାଲତ ଆଜି ଏହି ଭୟଙ୍କର ଦୁର୍ଦ୍ଦାନ୍ତ ଆତଙ୍କବାଦୀକୁ ୩୧ ବର୍ଷର ଜେଲ ଦଣ୍ଡ ଦେଇଛନ୍ତି । ଆଜି ଦଣ୍ଡ ଘୋଷଣା ହେବାର
Read More...

ସଫା ସଫା ଜଣାଇଦେଲେ ଇମ୍ରାନ : ଭୋଟିଂର ସାମ୍ନା କରିବି ପଛେ,କିନ୍ତୁ ଇସ୍ତଫା ଦେବି ନାହିଁ

ଇସଲାମାବାଦ,୮/୪ : ପରିସ୍ଥିତି ସାଂଘାତିକ । କ୍ଷମତା ହାତରୁ ଯିବା ପ୍ରାୟ ନିଶ୍ଚିତ । ତଥାପି ଆଗୁଆ ଇସ୍ତଫା ଦେବାକୁ ନାରାଜ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ । ଆଜି ସଫା ସଫା ସେ ଜଣାଇଦେଇଛନ୍ତି,ଆସନ୍ତା କାଲି ସଂସଦରେ ଅନାସ୍ଥା ପ୍ରସ୍ତାବ ଉପରେ ଭୋଟିଂ ହେବ । ସେ ଏହାକୁ ସାମ୍ନା
Read More...

ବୌଦ୍ଧ ଜିଲ୍ଲାସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀ ଉଦଯାପିତ

ବୌଦ୍ଧ : ବୌଦ୍ଧ ଜିଲ୍ଲା ସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀ ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଉଦଯାପିତ ହୋଇଯାଇଛି । ମୁଖ୍ୟଅତିଥି ବୌଦ୍ଧ ବିଧାୟକ ପ୍ରଦୀପ କୁମାର ଅମାତ ଓ ଜିଲାପାଳ ଲଲାଟେନ୍ଦୁ ମିଶ୍ର ପ୍ରଦର୍ଶିତ ପ୍ରକଳ୍ପ ଗୁଡିକୁ ବୁଲି ଦେଖିବା ସହିତ କୁନି ବୈଜ୍ଞାନିକ
Read More...

କଣ୍ଟାମାଳ କଲେଜରେ ଛାତ୍ରୀ ଆତ୍ମ ସୁରକ୍ଷା ପ୍ରଶିକ୍ଷଣ ଶିବିର

କଣ୍ଟାମାଳ : କଣ୍ଟାମାଳ ପଞ୍ଚାୟତ କଲେଜ ପରିସରରେ ଆଜି ଆଠ ଦିନିଆ ଛାତ୍ରୀ ଆତ୍ମ ସୁରକ୍ଷା ପ୍ରଶିକ୍ଷଣ ଶିବିର ଉଦଘାଟିତ ହୋଇଯାଇଛି । ଆଜି ଅନୁଷ୍ଠିତ ପ୍ରଶିକ୍ଷଣ ଶିବିରରରେ ମୁଖ୍ୟ ଅତିଥିଭାବେ କଲେଜ ଅଧ୍ୟକ୍ଷା ପ୍ରଭାସିନୀ ଖଟୁଆ ଯୋଗ ଦେଇ ବର୍ତ୍ତମାନର ପରିସ୍ଥିତିରେ ମହିଳା ନିଜ ସୁରକ୍ଷା ପାଇଁ
Read More...

କ୍ରମାଗତ ଏଗାର ଥର ପାଇଁ ରେପୋ ରେଟ ଅପରିବର୍ତ୍ତିତ

ନୂଆଦିଲ୍ଲୀ,୮/୪ : କ୍ରମାଗତ ଏକାଦଶ ଥର ପାଇଁ ରେପୋ ରେଟ୍‌ ଅପରିବର୍ତ୍ତିତ ରଖିଛି ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ(ଆରବିଆଇ) । ଆରବିଆଇ ପକ୍ଷରୁ ରେପୋ ରେଟ୍‌ ହାରକୁ ପୂର୍ବଭଳି ୪%ରେ ସ୍ଥିର ରଖାଯାଇଛି । ସେହିପରି ରିଭର୍ସ ରିପୋ ରେଟ(ଆରଆରଆର) ୩.୩୫%ରେ ଅପରିବର୍ତ୍ତିତ ରହିଛି । ଏହାବାଦ ଦେଶର
Read More...